Yearly Archives

2022

୨ ଆତଙ୍କବାଦୀଙ୍କ ଆତ୍ମସପର୍ମଣ

ଶ୍ରୀନଗର : ଜମ୍ମୁ-କଶ୍ମୀରର କୁଲଗାମର ହଦିଗାମ ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ମିଳିତ ସୁରକ୍ଷାକର୍ମୀଙ୍କୁ ଏହି ଅପରେସନ୍‌ରେ ସଫଳତା ମିଳିଛି । ଦୁଇଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି । ମିଳିଥିବା ଗୁପ୍ତ ସୂଚନା ଆଧାରରେ ଆତଙ୍କବାଦୀମାନଙ୍କୁ…
Read More...

ଖୁଣ୍ଟୁଣୀ ଡିଗ୍ରୀ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଗୁରୁଡ଼ିଝାଟିଆ : ବୃକ୍ଷ ହିଁ ଜୀବନ । ବିଶ୍ୱକୁ ଉତପ୍ତ ବଳୟ ଭିତରୁ ରକ୍ଷା କରି ଏକ ସନ୍ତୁଳିତ ପରିବେଶ ଗଠନ ଦିଗରେ ସବୁଜିମାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବନ ମହୋତ୍ସବ ଦିବସ ଉପଲକ୍ଷେ…
Read More...

ଏକା ସାଥୀରେ ଭାରତୀୟ ବାୟିସେନାର ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ରଚିଲେ ବାପା- ଝିଅ

ନୂଆଦିଲ୍ଲୀ : ଏକା ସାଥୀରେ ଭାରତୀୟ ବାୟିସେନାର ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ରଚିଲେ ବାପା- ଝିଅ। ଏୟାର କମାଣ୍ଡୋର ସଞ୍ଜୟ ଶର୍ମା ଓ ତାଙ୍କ ଝିଅ ଫ୍ଲାଇଂ ଅଫିସର ଅନନ୍ୟା ବାୟୁସେନାରେ ପ୍ରଥମ ଥର ପାଇଁ ବାପା-ଝିଅ ଯୋଡ଼ି ଯୁଦ୍ଧ ବିମାନ ଉଡ଼ାଇଛନ୍ତି । ଶର୍ମା ଝିଅଙ୍କ ସହ ଏୟାର ଫର୍ମେସନ ଜୀବନର…
Read More...

ବସ୍‌ ଓଲଟି ୧ ମୃତ, ୩୦ ଆହତ

ରାୟଗଡ଼ା : ଚାନ୍ଦିଲି ଥାନା ହାତୀଖମ୍ବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୧୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।…
Read More...

ରଥ ଉପରୁ ଖସି ପଡ଼ିଲେ କାଳିଆ ଠାକୁର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରଥ ଉପରୁ ଖସି ପଡ଼ିଲେ କାଳିଆ ଠାକୁର । ଏଭଳି ଏକ ଅଘଟଣ ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅଧିନସ୍ଥ ଜରାସିଂହା ଗ୍ରାମରେ । ଶନିବାର ଦିନ ଗାଁରେ ରଥଯାତ୍ରା ଚାଲିଥିବା ବେଳେ କାଳିଆ ଠାକୁର ମାଉସୀ ଘରେ ପହଞ୍ଚି ରଥରୁ ଓହ୍ଲାଉଥିବା ସମୟରେ ରଥ ଉପରୁ ତଳକୁ…
Read More...

ରାଉରକେଲାରେ ୩୧୧ କୋଟିର ଜିଏସ୍‌ଟି ଠକେଇ ଅଭିଯୋଗରେ ବନ୍ଧା ହେଲେ ୫ ବ୍ୟବସାୟୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ୩୧୧କୋଟିର ଜିଏସ୍‌ଟି ଠକେଇ ଅଭିଯୋଗ ଆସିଛି । ଏହି ଅଭିଯୋଗରେ ୫ ବ୍ୟବସାୟୀଙ୍କୁ ଗିରଫ କରିଛି ରାଜ୍ୟ ଜିଏସ୍‌ଟି ବିଭାଗ । ଜାଲ କାଗଜ ପତ୍ରରେ ଜିଏସ୍‌ଟି ଠକେଇ କରିଥିବା ନେଇ ହୋଇଛି ଅଭିଯୋଗ । ସୂଚନାନୁଯାଇ, ଗିରଫଙ୍କ ମଧ୍ୟରେ ରାଉରକେଲାର ୪ଜଣ…
Read More...

ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ

କଟକ : ଆଜି ପ୍ରକାଶ ପାଇବ ମାଟିକ୍‌ ପରୀକ୍ଷା ଫଳ । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟରେ ଅପରାହ୍ନ ୧ଟାରେ ମାଟ୍ରିକ୍‌ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିବେ । ବୋର୍ଡ ୱେବସାଇଟ୍‌ରୁ ପରୀକ୍ଷାର୍ଥୀ…
Read More...

ବାହୁଡା ଯାତ୍ରା ପାଇଁ ଆଜିଠୁ ପ୍ରସ୍ତୁତି ଆରମ୍ଭ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ଆଜିଠୁ ପୁରୀରେ ପ୍ରସ୍ତୁତି ଆରମ୍ଭ ହେବ । ଆଜି ମହାସପ୍ତମୀ ତିଥି ଅବସରରେ ଶରଧାବାଲିରେ ତିନି ରଥଙ୍କୁ ଦକ୍ଷିଣ ମୋଡ କରାଯିବ । ମିଳିଥିବା ସୂଚନା ଅନୁଯାୟୀ ମଧ୍ୟାହ୍ନ ୧୨ଟା ସୁଦ୍ଧା ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ…
Read More...

ସହର ଭିତରେ ଥିବା ୩୩ କେଭି ବିଦ୍ୟୁତ ତାରକୁ ସହର ବାହାରେ କରିବାକୁ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କୁ ନିବେଦନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ସହରରେ ଥିବା ୩୩ କେଭି ବିଦ୍ୟୁତ ତାରକୁ ସହର ବାହାରେ କରିବାକୁ ସିନାପାଲି ବାସୀ ଲିଖିତ ଭାବେ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କୁ ନିବେଦନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ସହରରେ…
Read More...

ପୁଣି ବଢିଲା ଗ୍ୟାସ ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ : ଜୁଲାଇ ୬ରୁ ବୃଦ୍ଧି ପାଇଛି ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ୍‌ । ଏଥର ପ୍ରତି ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଦାମ୍‌ ଆଜିଠାରୁ ଲାଗୁ କରାଯିବ । ଏବେ ରାଜଧାନୀ ଦିଲ୍ଲୀରେ ଗୋଟିଏ ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ୧୦୫୩ ଟଙ୍କାରେ ପହଞ୍ଚିଛି ।…
Read More...