Yearly Archives

2022

ପଣ୍ଡିତ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ବାର୍ଷିକ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପଣ୍ଡିତ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଏବଂ ବନ ମହୋତ୍ସବ ପାଳନ ଅବସରରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବିଜେବି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଘନିପୂର, ଘୋରଡିଆ ପରିସରରେ ଇଣ୍ଟେଲେକ୍‌ଚୁଆଲ୍‌ କ୍ଲବ ଘୋରଡିଆ ଓ ନେହେରୁ ଯୁବ…
Read More...

୫୭ ଲକ୍ଷ ଟଙ୍କା ଭର୍ତ୍ତି ଭେନ୍‌କୁ ଧରି ଡ୍ରାଇଭର ଫେରାର

ନୂଆପଡା, (ନିରାକାର ମେହେର) : ନୂଆପଡ଼ା ଖଡ଼ିଆଳ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଏଟିଏମ୍‌ କାଉଣ୍ଟରରେ ଡିପୋଜିଟ ପାଇଁ ଯାଉଥିବା ୫୭ ଲକ୍ଷ ୧୨ହଜାର ନଗଦ ଟଙ୍କା ଧରି ଭ୍ୟାନ୍‌ ସହ ଡ୍ରାଇଭର ଫେରାର ହୋଇଯାଇଛି ।…
Read More...

କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଏ-୧ରେ ଜଣେ ଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : କନ୍ଧମାଳ ଜିଲ୍ଲା କ.ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଏ-୧ରେ ଜଣେ ଛାତ୍ରୀଙ୍କ ସଫଳତା ଚର୍ଚ୍ଚାକୁ ଆସିଛି । ‌କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସବୁ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ…
Read More...

କଳାହାଣ୍ଡି ଜିଲ୍ଲା ଟପ୍ପର ହେଲେ ବୈଜୟନ୍ତୀ ମିଶ୍ର : ଡାକ୍ତର ହେବାର ଲକ୍ଷ୍ୟ

ବାପା, ମା, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଲେ ଶ୍ରେୟ ମ.ରାମପୁର, (ହେମନ୍ତ କୁମାର ସରହୁ) : ମାଟ୍ରିକ ବୋର୍ଡ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ କଳାହାଣ୍ଡି ଜିଲ୍ଲା ଟପ୍ପର ହୋଇଛନ୍ତି ମ,ରାମପୁରର ବୈଜୟନ୍ତୀ ମିଶ୍ର । ସମୁଦାୟ ୬୦୦ ମାର୍କରୁ ୫୮୫ମାର୍କ ସହ ୯୭.୫ପ୍ରତିଶତ ରଖି ପାସ…
Read More...

ଜିଲ୍ଲା ପ୍ରଶାସନ ଦ୍ୱାରା ବନ୍ଦ ହେଲା ବାଲ୍ୟ ବିବାହ, ଉଦ୍ଧାର ଦୁଇ ଜଣ ନାବାଳିକାଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦେଶ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପରିପ୍ରେକ୍ଷୀରେ ଜିଲ୍ଲାପ୍ରଶାସନ ତରଫରୁ ବହୁ ବିଧ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ବିନିକା ବ୍ଲକ…
Read More...

ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା କନିଷ୍ଠ ବର୍ଗ ୬ଷ୍ଠରୁ ୭ମ ଶ୍ରେଣୀ ଏବଂ ବରିଷ୍ଠ ବର୍ଗ ୮ମରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡିଆ ପ୍ରବନ୍ଧ, ସାହିତ୍ୟ ସମ୍ପର୍କିତ ବକୃତା, କବିତା…
Read More...

ଅବସପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାରଙ୍କ ଦ୍ୱାରା ଭ୍ରାମ୍ୟମାଣ ପାଠାଗାର ଆୟୋଜିତ

ସଇଁତଲା, (ପ୍ରମୋଦ କୁମାର ସେଲମା) : ସଇଁତଲା ବ୍ଲକ ଅନ୍ତର୍ଗତ ଧରପଗଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବସପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାରଙ୍କ ଦ୍ୱାରା ଏକ ଭ୍ରାମ୍ୟମାଣ ପାଠାଗାରର ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ଖେତି ଅଧ୍ୟକ୍ଷତା କରି ପୁସ୍ତକ…
Read More...

ବୌଦ୍ଧିକ ବାଧକ ଶିକ୍ଷାର୍ଥୀଙ୍କୁ ଶୈକ୍ଷିକ ଉପକରଣ ବଣ୍ଟନ କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରେ ବୌଦ୍ଧିକ ବାଧକ ଶିକ୍ଷାର୍ଥୀ, ଅଭିଭାବକଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇ ସେମାନଙ୍କୁ ଶୈକ୍ଷିକ ଉପରେ ସଚେତନତା କରାଯାଇଛି । ପିଲାମାନଙ୍କୁ ଶୈକ୍ଷିକ…
Read More...

ଜରାସିଂହା ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ମହାବିଦ୍ୟାଳୟ ଓ ଶାଶ୍ଵତ ମହାବିଦ୍ୟାଳୟ ଜରାସିଂହାର ମିଳିତ ଆନୁକୁଲ୍ୟରେ କଲେଜ ପରିସରରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଠାରେ ଶାଶ୍ଵତ…
Read More...

ଅମୃତ ମହୋତ୍ସବ ଅବସରରେ ଶ୍ରୀଅରବିନ୍ଦ ଅତିମାନସ ଚେତନା ଜାଗରଣ ଯାତ୍ରା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନର ଅମୃତ ଅବସରରେ ଶ୍ରୀଅରବିନ୍ଦ ଅତିମାନସ ଚେତନା ଜାଗରଣ ଯାତ୍ରା ସଙ୍ଘତି ମଣ୍ଡଳ, ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନ (ସମ୍ବଲପୁର, ବୈ।ଦ୍ଧ, ବରଗଡ଼)ପକ୍ଷରୁ ଆସନ୍ତା କାଲି (୭ ରୁ ୧୪)ଠାରୁ ସପ୍ତାହ ବ୍ୟାପୀ ଚାଲିବ…
Read More...