Yearly Archives

2022

ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟଠାରେ ବ୍ରହ୍ମପୁର ଡାକମଣ୍ଡଳ ତରଫରୁ ସ୍କୁଲ ଫିଲେଥେଲିକ କ୍ଲବ ଉଦ୍‌ଘାଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଡାକମଣ୍ଡଳ ତରଫରୁ ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟଠାରେ ସ୍କୁଲ ଫିଲେଥେଲିକ କ୍ଲବର ଶୁଭାରମ୍ଭ କରାଯାଇଛି । ସ୍କୁଲର ଅଧ୍ୟକ୍ଷ ବିଘ୍ନେଶ୍ୱର ପଟ୍ଟନାୟକଙ୍କ ପୌରାହିତ୍ୟରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ଯଥାକ୍ରମେ ମୁଖ୍ୟ ଅତିଥି ଓ…
Read More...

ଆନ୍ତର୍ଜାତୀୟ ବିମାନବନ୍ଦର ଏବଂ ବନ୍ଦର ଗୁଡ଼ିକର ପଏଣ୍ଟ ଅଫ୍ ଏଣ୍ଟ୍ରିରେ (ପିଓଇ) ସ୍ୱାସ୍ଥ୍ୟଗତ ପଦକ୍ଷେପର ସମୀକ୍ଷା କଲା…

ମଙ୍କିପକ୍ସ ରୋଗର ସମ୍ଭାବନା କମ୍ କରିବାକୁ ସମସ୍ତ ଆନ୍ତର୍ଜାତୀୟ ଯାତ୍ରୀଙ୍କ ସ୍ୱାସ୍ଥ୍ୟଗତ ସ୍କ୍ରିନିଂ ନିଶ୍ଚିତ କରିବାକୁ ରାଜ୍ୟ, ବିମାନ ବନ୍ଦର ଏବଂ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ପରାମର୍ଶରାଜ୍ୟ ପ୍ରଶାସକ, ବ୍ୟୁରୋ ଅଫ୍ ଇମିଗ୍ରେସନ୍, ବିମାନବନ୍ଦର ଏବଂ ବନ୍ଦର ସ୍ୱାସ୍ଥ୍ୟ…
Read More...

ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ

• ଇଲେକ୍ଟୋରାଲ କଲେଜର ୪୭୯୬ ଇଲେକ୍ଟରଙ୍କ ମଧ୍ୟରୁ ମତଦାନ କଲେ ୯୯%ରୁ ଅଧିକ• ୧୧ଟି ରାଜ୍ୟ ଏବଂ ପୁଡୁଚେରୀ କେନ୍ଦ୍ର ଶାସିତ ପ୍ରଦେଶରେ ୧୦୦% ବିଧାୟକଙ୍କ ମତଦାନ ଭୁବନେଶ୍ୱର, (ପିଆଇବି) : ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ଗତକାଲି ମତଦାନ ଅନୁଷ୍ଠିତ…
Read More...

ଉଜ୍ଜଳ ଭାରତ ତଥା ଉଜ୍ଜଳ ଭବିଷ୍ୟତ ପାୱାର @୨୦୪୭ ଉତ୍ସବ ପାଳନ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭାରତ ସ୍ୱାଧିନତାର ୭୫ ବର୍ଷ ପାଳନ ପରିପ୍ରେକ୍ଷୀରେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ଉଜ୍ଜଳ ଭାରତ ତଥା ଭଜ୍ଜଳ ଭବିଷ୍ୟତ ପାୱାର @୨୦୪୭ ଉତ୍ସବ ପାଳନ ନିମନ୍ତେ ପ୍ରଶାସନିକ ସ୍ତରରେ ଏକ ପ୍ରସ୍ତୁତି ବୈଠକ ମୁଖ୍ୟ ଉନ୍ନୟନ…
Read More...

ଛତ୍ରପୁରରେ ଉଠାଦୋକାନୀ ସଂଘ ସହ ସାମିଲ ହେଲେ ମତ୍ସ୍ୟ ବ୍ୟବସାୟୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ମାଛ ମାକେଟ ଓ ବିଭିନ୍ନ ସ୍ଥାନରେ ଦୀର୍ଘ ଦିନ ଧରି ବିକ୍ରି କରି ଆସୁଥିବା ମତ୍ସ୍ୟ ବ୍ୟବସାୟୀ ଓ ଆମିଷ ବିକ୍ରେତାକାରୀଙ୍କୁ ନେଇ 'ଛତ୍ରପୁର ଉଠାଦୋକାନୀ ସଂଘ' ଉପସଭାପତି ଇଜୁ ଆମିନ ଖାନ୍‌ଙ୍କ ନେତୃତ୍ୱରେ ଛତ୍ରପୁର ନିକଟସ୍ଥ…
Read More...

ଶ୍ରୀ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ ବିଦାୟକାଳୀନ ସଭା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସୋମବାର ଦିନ ଶ୍ରୀ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ରମ୍ଭା ସଭା ଗୃହ ପରିସରରେ ନିର୍ଦ୍ଧାରିତ କାର୍ଯ୍ୟସୂଚି ଅନୁସାରେ ଅଧ୍ୟକ୍ଷ ଅଭିମନ୍ୟୁ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସାମାଜସେବୀ ସୁବାଷ…
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୯୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୯୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୧୦ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୩୧୬ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୫୩ ଜଣ…
Read More...

କଲ୍‌ଚରାଲ୍‌ ଏକାଡେମୀର ୩୧ତମ ପତ୍ର ପତ୍ରିକା ଦିବସ ପାଳିତ

ଗଣମାଧ୍ୟମ ମଧ୍ୟରେ ଐକ୍ୟବଦ୍ଧତା ରହିବା ଦରକାର : ପ୍ରାଧ୍ୟାପକ ଅଭିରାମ ବିଶ୍ୱାଳ ରାଉରକେଲା, (ସସ୍ମିତା ପ୍ରଧାନ) : କଲ୍‌ଚରାଲ୍‌ ଏକାଡେମୀ ତରଫରୁ କର୍ମବୀର ଗୌରୀଶଙ୍କର ଜୟନ୍ତୀ ଉପଲକ୍ଷେ ୩୧ତମ ପତ୍ର ପତ୍ରିକା ଦିବସ ସମାରୋହରେ ରାଷ୍ଟ୍ର ଓ ଗଣମାଧ୍ୟମ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ…
Read More...

ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ରାସ୍ତା ସମସ୍ୟାର ସମାଧାନ ନେଇ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍ଏସ୍‌) : ଆଜି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ରାସ୍ତା ସମସ୍ୟାର ସମାଧାନ ନେଇ ଦାବୀପତ୍ର ପ୍ରଦାନ କରାଯାଇଛି । ବଲାଙ୍ଗିର ସହରର ପାଟଣା ହୋଟେଲ ଛକରୁ କଚେରି ଛକ ମଧ୍ୟ ଦେଇ ଯାଇଥିବା ରାସ୍ତାରେ ନୂତନ ଭାବରେ ନିର୍ମିତ…
Read More...

ଶାନ୍ତିପଡାକୁ ପରିଦର୍ଶନ କଲେ ପୌରଅଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍ଏସ୍‌) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ ୨ର ଶାନ୍ତିପଡ଼ାକୁ ପରିଦର୍ଶନ କରିଛନ୍ତି ପୌରଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ପଡ଼ାରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ବାସିନ୍ଦା ପୌରଧ୍ୟକ୍ଷା ଶ୍ରୀମତୀ ସାହୁଙ୍କୁ ଅବଗତ କରାଇଥିବା ବେଳେ ସମସ୍ୟାର…
Read More...