Yearly Archives

2022

ଫେର୍‌ ବର୍‌କସ୍‌ ହଉଛେ କରୋନା ସଂକ୍ରମଣ, ସଭେ ହୁସିଆର୍‌ ହଉନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନୁ ଦିନ୍‌କେ ଆର୍‌ ଆର୍‌ ବର୍‌କସ୍‌ ହଉଛେ କରୋନା ସଂକ୍ରମଣ । ସଭେ ହୁସିଆର୍‌ ହଉନ୍‌ । ସୋର୍‌ କରୁନ୍‌, ଗଲା ସମିଆଁ ଥି ମୁନୁଷ୍‌ ଭେଲି କେ ବନେ ଦହସ୍‌ ନହସ୍‌ କରିଛେ କରୋନା । ସେ ସମିଆଁର କଥା ସୋର୍‌ କଲେ ଏଭେ ବି ହୁର୍‌ଗୁନି ହେବାର୍‌କେ ପଡ଼ୁଛେ ।…
Read More...

ଯୁକ୍ତ ଦୁଇ ନାମଲେଖା : ଅଗଷ୍ଟ ୧୭ରେ ପ୍ରକାଶ ପାଇବ ମେରିଟ୍‌ ଲିଷ୍ଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବୁଧବାରଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ସାମସ୍‌ ପୋର୍ଟାଲରେ ୬୦ ହଜାର ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି । ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ପଞ୍ଜିକରଣ । ଅଗଷ୍ଟ ୧୭ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ…
Read More...

ଲାପ୍‌ଟପ୍‌ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବା ପାଇଁ ଆବେଦନର ଅବଧି ବୃଦ୍ଧି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : 'ବିଜୁ ଯୁବ ସଶକ୍ତିକରଣ ଯୋଜନା, ୨୦୨୧' ଅଧୀନରେ ଲାପ୍‌ଟପ୍‌ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବା ପାଇଁ ଆବେଦନର ଅବଧିକୁ ତା୧୫.୦୮.୨୦୨୨ରିଖକୁ ବୃଦ୍ଧି କରାଯାଇଛି । ଏପର୍ଯ୍ୟନ୍ତ ଆବେଦନ କରି ପାରି ନଥିବା ଯୋଗ୍ୟ ଛାତ୍ରଛାତ୍ରୀମାନେ ଏହି ସମୟ ମଧ୍ୟରେ…
Read More...

ଚାଷୀଙ୍କୁ ବିନା ସୁଧରେ ଋଣ ସହାୟତା ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର କୃଷକମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ନିମନ୍ତେ ବିନା ସୁଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ନିମନ୍ତେ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ୩୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବିନା ସୁଧରେ ଋଣ ସହାୟତା ପ୍ରଦାନ କରାଯିବ ।…
Read More...

ଉପର ମୁହାଁ କରୋନା ସଂକ୍ରମଣ : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧୯୬ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ଜିଲ୍ଲାରୁ ୧୫

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଘାଇଁ ଘାଇଁ ବଢୁଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୬୯ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦୯୩ ରହିଥିବା…
Read More...

୨ଠ୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗ ଦେବାକୁ ଯାଉଥିବା ଭାରତୀୟ ଦଳର ସଦସ୍ୟମାନଙ୍କ ସହିତ…

“ଆଜି ଆପଣମାନଙ୍କ ଭଳି ଖେଳାଳିଙ୍କ ଉତ୍ସାହ ବେଶ ଅଧିକ, ତାଲିମ ପ୍ରଦାନ ବ୍ୟବସ୍ଥା ମଧ୍ୟ ଅଧିକ ଭଲ ଏବଂ ଦେଶର କ୍ରୀଡ଼ା ପରିବେଶ ମଧ୍ୟ ଅସାଧାରଣ”“ଲକ୍ଷ୍ୟ ହେଲା ତ୍ରିରଙ୍ଗା ପତାକାକୁ ଉଚ୍ଚରେ ଉଡ଼ିବାର ଦେଖିବା ଏବଂ ଜାତୀୟ ସଂଗୀତ ଗାନ ଶୁଣିବା”“ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ…
Read More...

ମରୁଡି ସହାୟତା ଦାବୀରେ ଆସନ୍ତା ୨୬ ତାରିଖ ରାସ୍ତା ରୋକ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକର ୫ଟି ପଂଚାୟତର ଚାଷୀ ମରୁଡି ସହାୟତା ଦାବୀରେ ଆସନ୍ତା ୨୬ ତାରିଖରେ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏ ସଂପର୍କରେ ବଲାଙ୍ଗିର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଂକୁ ଲିଖିତ ଭାବେ ଅବଗତ କରାଯାଇଥିବା…
Read More...

ନାଲକୋ ଓଡିଶାର ୬୩୫ରୁ ୬୩୩ ବିସ୍ଥାପିତଙ୍କୁ ନିଯୁକ୍ତି ଦେଇଛି

ନାଲ୍କୋ ତାର ପ୍ରକଳ୍ପ ନିମନ୍ତେ ଓଡିଶାର ୬୩୫ ବିସ୍ଥାପିତ ବ୍ୟକ୍ତିମାନଙ୍କ ମଧ୍ୟରୁ ୬୩୩ ଜଣ ବ୍ୟକ୍ତିଙ୍କୁ ସେମାନଙ୍କର ପୁନର୍ବାସ ନିମନ୍ତେ ନିଯୁକ୍ତି ଦେଇଛି ଦିଲ୍ଲୀ, (ପିଆଇବି) : ନ୍ୟାସନାଲ୍ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲ୍କୋ)ର ପ୍ରକଳ୍ପ ଗୁଡିକ ଯୋଗୁଁ ବିସ୍ଥାପିତ ହୋଇଥିବା…
Read More...

ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ଶେଷ ବର୍ଷ ଛାତ୍ରୀଙ୍କ ବିଦାୟ ସମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଉପସ୍ଥିତିରେ ଅନୁଷ୍ଠିତ ସଭାକୁ ଦ୍ଵିତୀୟ ବର୍ଷର ଛାତ୍ରୀ ବର୍ଷା ମେହେର ପରିଚାଳନା କରିଥିଲେ…
Read More...

ଶାନ୍ତି ତପୋବନ ଆଶ୍ରମରେ ଜନ୍ମଦିନ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅଶୋକା ପ୍ରକଳ୍ପ ସମ୍ବଲପୁରର ଅଧ୍ୟକ୍ଷ ତଥା ଶିଳ୍ପପତି ଅଶୋକ ବାଟରୀୟାଙ୍କ ୭୨ତମ ଜନ୍ମ ଦିବସ ଆଜି ନିଆରା ଭାବରେ ବରଗଡ଼ ଚକରକେନ୍ଦ ସ୍ଥିତ ଶାନ୍ତି ତପୋବନ ଆଶ୍ରମରେ ପାଳନ କରାଯାଇଛି । ଏହି ଅବସରରେ ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା ଓ ବାନପ୍ରସ୍ଥର…
Read More...