Yearly Archives

2022

କୋକସରାରେ ୭୬ତମ ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ

କୋକସରା, (କେପିଏନ୍‌ଏସ୍‌) : ଦେଶର ୭୬ତମ ସ୍ୱାଧୀନତା ଦିବସ ଅବସରରେ କଳାହାଣ୍ଡି ଜିଲ୍ଳାର କୋକସରା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟଳୟରେ ଜାତୀୟ ପତାକା ଉତ୍ତୋଳନ ହୋଇଯାଇଛି । ଚଳିତ ବର୍ଷ ଦେଶର ସ୍ୱାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଦେଶରେ ସ୍ୱାଧୀନତା ଦିବସ ମହାସମାରୋହରେ…
Read More...

‘ନବୀନ’ କାର୍ଯ୍ୟାଳୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଓ ଦେଶାତ୍ମବୋଧକ କବିତା ପାଠ ଅନୁଷ୍ଠିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ 'ନବୀନ' କାର୍ଯ୍ୟାଳୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ୭୬ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଦେଶାତ୍ମବୋଧକ କବିତା ପାଠ କରାଯାଇଥିଲା । ଡ଼. ଡ଼ମ୍ବରୁଧର ସାହୁ ମୁଖ୍ୟ ଅତିଥି ଭାବେ…
Read More...

ଆର୍‌ଟିଓ ତରଫରୁ ହେଲମେଟ ଓ ଲାଇସେନ୍ସ ଚେକିଙ୍ଗ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏଥିପାଇଁ ଟ୍ରାଫିକ ଗାଇଡ ଲାଇନ ମାନିବା ନିହାତି ଆବଶ୍ୟକ । କିନ୍ତୁ କେତେକ ଅମାନିଆ ଏହି ଗାଇଡ ଲାଇନକୁ ନମାନି ହେଲମେଟ ନ ପିନ୍ଧିବା, ଗାଡିରେ ଯାଉଥିବା ବେଳେ ମୋବାଇଲ ବ୍ୟବହାର କରିବା ଏବଂ ସିଟ…
Read More...

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଦେଶାତ୍ମବୋଧକ କବିତା ପାଠ ଅନୁଷ୍ଠିତ

ତରଭା, (କେପିଏନ୍‌ଏସ୍‌) : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କୋଶଳ ସାହିତ୍ୟ ଏକାଡ଼େମୀର ସଭାପତି ଦେବେନ୍ଦ୍ର କୁମାର ନାୟକଙ୍କ…
Read More...

କୋଶଲି ସାହିତ୍ୟ ଅନୁଷ୍ଠାନ ଢେକିସାଲ୍‌ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଦିଲ୍ଲିପ କୁମାର ସରାପ) : କୋଶଲି ସାହିତ୍ୟ ଅନୁଷ୍ଠାନ ଢ଼େକିସାଲ୍‌, କଁସିଲ୍‌ ଆନୁକୂଲ୍ୟରେ କୋଷାଧ୍ୟକ୍ଷ ଗୀତବାସ ପୁଟେଲଙ୍କ ତତ୍ତ୍ୱାବଧାନରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ଯୁବ କବି ତଥା ଗୀତିକାର କେକି ସିଂ ଭୋଇ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପତାକା…
Read More...

ନିଷ୍ଠା ପରିବାରର ସ୍ୱାଧୀନତା ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ତଥା ୭୬ତମ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ସ୍‌ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ନିଷ୍ଠା ଭବନଠାରେ ସ୍ୱାଧୀନତା…
Read More...

ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ କବିତା ପାଠ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ପାଟଣେଶ୍ୱରୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ପାଟଣାଗଡଠାରେ ସ୍ୱରଚିତ ଦେଶାତ୍ମବୋଧକ କବିତା ପାଠ ଅନୁଷ୍ଠିତ ହୋଇଯାଇଛି । ଆଯୋଜକ ଦିଲ୍ଲୀପ କୁମାର ମିଶ୍ର ଓ ସଂଯୋଜକ ଆଶିଷ କୁମାର…
Read More...

ସ୍ୱାଧୀନତା ଦିବସରେ ବିଜେତା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ଆଜି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ 'ବିଜେତା'କୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାଶ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।…
Read More...

ଡେଲାଙ୍ଗରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସ୍ଵାଧୀନତାର ୭୫ତମ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ଅଗଷ୍ଟ ୧୫ ତାରିଖ ସୋମବାର ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚର ଆବାହକ ରାଧାମୋହନଙ୍କ ନେତୃତ୍ଵରେ ପ୍ରଧାନମନ୍ତ୍ରୀ ନରେଦ୍ର…
Read More...

ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲଠାରେ ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ବିଜ୍‌ନେସକୁ ନେଇ ଅଜୁଙ୍କୁ ହତ୍ୟା କରାଯାଇଥିବା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଭୋର ସକାଳୁ ଏକ ବିଭତ୍ସ ହତ୍ୟାକାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତମାନେ । ଖୁଲମ୍‌ ଖୁଲା ଦିନ୍‌ ଦାହାଡା ମା' ସାମ୍ନାରେ ପୁଅକୁ ହତ୍ୟା କରି ଫେରାର୍‌ ମାରିଛନ୍ତି ମୁଖା ପିନ୍ଧା ହତ୍ୟାକାରୀ ।…
Read More...