Yearly Archives

2022

ଇସ୍ପାତ ନଗରୀରେ ଭକ୍ତି ଓ ଶ୍ରଦ୍ଧାରେ ପାଳିତ ହେଲା ଗୁରୁଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନାଫୁଲ ସାହିତ୍ୟ ସଂସଦ ତରଫରୁ ଛେଣ୍ଡ ଧାମରା ସଂଘଠାରେ ଗୁରୁଦିବସ ପାଳନ ଅବସରରେ ଆଦର୍ଶ ଗୁରୁ ଗୌରବ ସମ୍ମାନ ପର୍ବ ପାଳିତ ହୋଇଯାଇଛି । ସଂସଦର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ୱ ଓ କୋଷାଧ୍ୟକ୍ଷ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ତତ୍ୱ ତଥା…
Read More...

ନିଜର ହକ ପାଇଁ ବିକ୍ଷୋଭ ଓ ପ୍ରତିବାଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ତଥା ଗରିବ ନିଷ୍ପେସିତ ଅସହାୟ ଲୋକମାନଙ୍କୁ ସହାୟତା ପ୍ରଦାନ ଓ ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କୁ ନିଯୁକ୍ତ କରିଛନ୍ତି । ମାତ୍ର ଏ କ୍ଷେତ୍ରରେ କେତେକାଂଶରେ ବ୍ୟତିକ୍ରମ ଦେଖା ଯାଇଥାଏ । ଏପରି ଏକ…
Read More...

ପଦାରେ ପଡିଲା ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମର ଅବ୍ୟବସ୍ଥା : ଭୋକରେ ଡହଳ ବିକଳ ହୋଇ ଫେରିଲେ ଛାତ୍ରଛାତ୍ରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୁରୁଣ୍ଡିଆ ବ୍ଲକ ବାଙ୍କୀ ପଞ୍ଚାୟତ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗତକାଲି ଅନୁଷ୍ଠିତ ହୋଇଥିବା ଅହିଂସା ରଥର ସ୍ୱାଗତ କାର୍ଯ୍ୟକ୍ରମରେ ହୋଇଥିବା ବ୍ୟାପକ ଅବ୍ୟବସ୍ଥା ଆଜି ପଦାରେ ପଡ଼ିଥିବା ବେଳେ ଏହାକୁ ନେଇ ସୃଷ୍ଟି ହୋଇଥିବା ଭୟଙ୍କର…
Read More...

ଛତ୍ରପୁରରେ ବ୍ଲକସ୍ତରୀୟ ଗୁରୁଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କାଳୀପଲ୍ଲୀଠାରେ ବ୍ଲକସ୍ତରୀୟ ଗୁରୁଦିବସ ତଥା ଗୁରୁପୂଜନ ଉତ୍ସବ-୨୦୨୨ ମହାସମାରୋହରେ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ସୁବୋଧ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଛତ୍ରପୁର ଗୋଷ୍ଠୀ…
Read More...

ଦେଓଗାଁ ଶିଶୁ ମନ୍ଦିରରେ ଗୁରୁ ଦିବସ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦେଓଗାଁରେ ସୋମବାର ଦିନ ଗୁରୁଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ସୁଦାମ ଚରଣ ଭୋଇ ଯୋଗ ଦେଇଥିଲେ । ପ୍ରଧାନାଚାର୍ଯ୍ୟ ସନ୍ତୋଷ ସା ଅତିଥି ପରିଚୟ ତଥା ସ୍ୱାଗତ ଭାଷଣ…
Read More...

କୁଡ଼ାସିଂହା କଲେଜରେ ଗୁରୁଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ କୁଡ଼ାସିଂହା ବୁଢ଼ାଡ଼ଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁଦିବସ ପାଳିତ ହୋଇଯାଇଛି । ଅତିଥି ଭାବେ ନରେଶ ଚନ୍ଦ୍ର ମିଶ୍ର, ରେବତ ଜାଲ, ବଳଭଦ୍ର ବଣ୍ଡା, ଗଙ୍ଗାଧର ସାହୁ, ବିଜୟ ମିଶ୍ର ଓ ଚିନ୍ମୟୀରାଣୀ ମିଶ୍ର ଯୋଗ ଦେଇଥିଲେ…
Read More...

କୋସଲ ରାଜ୍ୟ ଗଠନ ବିନା ପଶ୍ଚିମ ଓଡିଶା ଓ କେବିକେ ଅଞ୍ଚଳର ବିକାଶ ଅସମ୍ଭବ : ପ୍ରମୋଦ କୁମାର ମିଶ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ୩ ଦଶକ ହେଲା କୋସଲ ରାଜ୍ୟ ଦାବୀ ହେଉଛି । ବିଶେଷ କରି ୧୯୯୮ ମସିହାରେ କୋସଲ ଏକତା ମଂଚ ଗଠନ ହେଲା ପରେ ଏହି ଆନ୍ଦୋଳନ ସଂଗଠିତ ରୂପ ନେଇଥିଲା । ୨୦୦୦ ମସିହାର ବ୍ରଜରାଜ ନଗର ମହାସମ୍ମିଳନୀ ପରେ ସ୍ୱତନ୍ତ୍ର କୋସଲ ରାଜ୍ୟ ଆନ୍ଦୋଳନ ଓ ଦାବୀ ସଂପ୍ରସାରିତ…
Read More...

ଗୁରୁ ଦିବସ ଅବସରରେ ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଗୁରୁ ପୂଜନୋତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ପବିତ୍ର ଗୁରୁଦିବସ ଉପଲକ୍ଷେ ଦେଓଗାଁ ବ୍ଳକ ଅନ୍ତର୍ଗତ ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଗୁରୁ ପୂଜନୋତ୍ସବ ପାଳିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଅଧ୍ୟକ୍ଷ ବସନ୍ତ ମନହିରା ନିଜ…
Read More...

ଗୌଡ଼ଗୋଠରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠ ପୁରୁଣା ହାଟପଦାରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସରପଞ୍ଚ ଅଶୋକ ରଣାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଗୌଡଗୋଠ ପଞ୍ଚାୟତ ଅର୍ନ୍ତଗତ ରତାଖଣ୍ଡି ଗାଁର ବିକାଶ ସାହୁ, ସମ୍ମାନୀତ ଅତିଥି…
Read More...

ବଡଉଡେନ ଗାଁରେ ମହାତ୍ମାଗାନ୍ଧୀ ଜାତୀୟ ସୁନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାମରେ ଦୁର୍ନୀତି ଅଭିଯୋଗ

ଶ୍ରମିକ ଭାବେ କାମ କରୁନଥିବା ଲୋକଙ୍କ ଏକାଉଣ୍ଟରେ ଟଙ୍କା ପଡ଼ୁଥିବା ଅଭିଯୋଗ ପାଟଣାଗଡ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଦମାଇପାଲି ପଞ୍ଚାୟତ ବଡଉଡେନ ଗାଁରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାମରେ ଦୁର୍ନୀତି ହୋଇଥିବା ନେଇ ଶ୍ରମିକ ମାନେ…
Read More...