ରାଜେନ୍ଦ୍ରପଡାଠାରେ ରାଣୀପୁର ଝରିଆଲ ଭଳି ପୀଠରେ ମା’ଙ୍କ ପୂଜାର୍ଚ୍ଚନା
ବଲାଙ୍ଗିର, (କେପିଏନ୍ଏସ୍) : ସାରା ଓଡିଶାରେ ପର୍ଯ୍ୟଟନସ୍ଥଳୀ ଭାବରେ ପରିଚିତ ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକଠାରେ ଅବସ୍ଥିତ ରାଣୀପୁର ଝରିଆଲ । ତେବେ ଏହି ପୀଠ ଏବେ ବଲାଙ୍ଗିର ସହରର ରାଜେନ୍ଦ୍ରପଡାଠାରେ ଦେଖିବାକୁ ମିଳିଛି । ଏହି ପୀଠରେ ମା’ ଜଗତ ଜନନୀ ଦୁର୍ଗାଙ୍କ ପୂଜାର୍ଚ୍ଚନା!-->…
Read More...
Read More...