Yearly Archives

2022

ବିଜୟା ଦଶମୀ ଉପଲକ୍ଷେ ମାଣିକେଶ୍ୱରୀଙ୍କ ପୀଠରେ ଅନୁଷ୍ଠିତ ହେଲା ଲାଖମରା ପର୍ବ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ଲାଖମରା ପର୍ବ ଗତକାଲି ବିଜୟା ଦଶମୀ ଅବସରରେ ଭବାନୀପାଟଣାରେ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ବର ଏକ ଭିନ୍ନ ସ୍ୱତନ୍ତ୍ରତା ରହିଛି । ଲାଖମରା ପର୍ବ ମାଧ୍ୟମରେ ଲାଖବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ
Read More...

ପିଏଚ୍‌ଡି ଛାତ୍ରଛାତ୍ରୀ ଏକ ସମୟରେ ଦୁଇଟି ଡିଗ୍ରୀ ହାସଲ କରିପାରିବେ ନାହିଁ : ୟୁଜିସିର ନୂଆ ନିୟମ

ନୂଆଦିଲ୍ଲୀ : ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ପକ୍ଷରୁ ଏକ ନୂଆ ନିୟମ ଆସିଛି । ପିଏଚଡି ଛାତ୍ରଛାତ୍ରୀମାନେ ଏକ ସମୟରେ ଦୁଇଟି ଫୁଲ୍ ଟାଇମ୍ ଡିଗ୍ରୀ ହାସଲ କରିପାରିବେ ନାହିଁ । ଛାତ୍ରଛାତ୍ରୀମାନେ ଡିପ୍ଲୋମା, ଅଣ୍ଡର ଗ୍ରାଜୁଏଟ, ପୋଷ୍ଟ ଗ୍ରାଜୁଏଟ ପ୍ରୋଗ୍ରାମକୁ ଦୁଇଟି ଆକାଡେମିକ୍
Read More...

ଦଶହରାରେ ନିର୍ବାଚନୀ ବିଗୁଲ ବଜାଇଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ହିମାଚଳ ପ୍ରଦେଶ ଗସ୍ତରେ ଯାଇଛନ୍ତି । ଏହି ସମୟରେ ନିର୍ବାଚନ ବିଗୁଲ ଫୁଙ୍କିଛନ୍ତି । ବିଲାସପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ହିମାଚଳ ପ୍ରଦେଶର ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇଛନ୍ତି । ଏହା ମୋଦୀଙ୍କର
Read More...

ଦୁର୍ଗା ପୂଜା ଦେଖିବାକୁ ଯିବା ବାଟରେ ସାମ୍ନାରୁ ଧକ୍କା ଦେଲା ଟ୍ରକ : ଜଣେ ମୃତ, ୮ ଗୁରୁତର

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ବୁଧବାର ଏକ ଅଟୋ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଭବାନୀପାଟଣା
Read More...

ଗୁରୁଣ୍ଡା ଗାଁରୁ ନିଖୋଜ ହୋଇଥିବା ବୃଦ୍ଧା ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଥାନା ଅଞ୍ଚଳର ଜଣେ ବୃଦ୍ଧା ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି । ପରବର୍ତ୍ତୀ ସମୟରେ ବଙ୍ଗୋମୁଣ୍ଡା ନିକଟସ୍ଥ ଗୁରୁଣ୍ଡା ଗାଁରୁ ଏହି ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ତେବେ
Read More...

ରାବଣ ଦହନ ବେଳେ ଅଘଟଣ : ଲୋକଙ୍କ ଉପରେ ପଡିଲା ରାବଣଙ୍କ ପୁତ୍ତଳିକା, ଅନେକ ଆହତ

ଯମୁନାନଗର : ଦଶହରା ଅବସରରେ ସାରା ଦେଶରେ ରାବଣ ଦହନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ରାବଣ ଦହନ ସମୟରେ ହରିୟାଣାର ଯମୁନାନଗରରେ ଏକ ଅଭାବନୀୟ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଦହନ ସମୟରେ ରାବଣଙ୍କ ପୁତ୍ତଳିକା ଲୋକଙ୍କ ଭିଡ ଉପରେ ପଡିଥିଲା । ଏଥିରେ ଅନେକ ଲୋକ ଆହତ ହୋଇଥିବା
Read More...

ଭାରତ ସରକାରଙ୍କୁ ପ୍ରଶଂସା କଲା ବିଶ୍ୱବ୍ୟାଙ୍କ

ୱାଶିଂଟନ/ନୂଆଦିଲ୍ଲୀ : ବିଶ୍ୱବ୍ୟାଙ୍କର ସଭାପତି ଡେଭିଡ ମାଲପାସ କହିଛନ୍ତି, ବିଶ୍ୱରେ ମହାମାରୀ କରୋନା ସଙ୍କଟରେ ଗରିବ ଏବଂ ଅସହାୟ ଲୋକଙ୍କୁ ଭାରତର ସହାୟତା ଅତୁଳନୀୟ । ଭାରତ ପରି ବ୍ୟାପକ ସବ୍‌ସିଡି ଦେବା ପରିବର୍ତ୍ତେ ଅନ୍ୟ ଦେଶଗୁଡିକ ମଧ୍ୟ ପ୍ରତ୍ୟକ୍ଷ କ୍ୟାଶ ସ୍ଥାନାନ୍ତର କରିବା ଉଚିତ ।
Read More...

ଆମେରିକାରୁ ଯାତ୍ରା ଆରମ୍ଭ କଲେ ରୁଷିଆ ମହାକାଶଚାରୀ

ୱାଶିଂଟନ : କୋଡିଏ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ରୁଷିଆର ମହାକାଶଚାରୀ ଆମେରିକାର ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛନ୍ତି । ୟୁକ୍ରେନ ସଙ୍କଟ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବା ସତ୍ତ୍ୱେ ରୁଷିଆର ମହାକାଶଚାରୀମାନେ ଜାତୀୟ ଏରୋନେଟିକ୍ସ ଏବଂ ସ୍ପେସ
Read More...

ଧୂମାମରା ଗ୍ରାମରେ ଖଣ୍ଡାଯାତ୍ରା ଅନୁଷ୍ଠିତ

ବେଲପଡା, (କେପିଏନ୍‌ଏସ୍‌) : ଧୂମାମରା ଗ୍ରାମରେ ଖଣ୍ଡାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳିକେଶ ନାରାୟଣ ସିଂଦେଓଙ୍କ ନିର୍ଦ୍ଦେଶ କ୍ରମେ ଯୁବ ନେତା ଅର୍କେଶ୍ ନାରାୟଣ ସିଂଦେଓ ବେଲାପଡା ବ୍ଲକ ଧୂମାମରା ଗ୍ରାମର ଖଣ୍ଡାଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ଷେତ୍ରୀୟ ସମାଜକୁ
Read More...

ଭାରତ ପେଟ୍ରୋଲ ପମ୍ପ ପାଖରେ ସଡକ ଦୁର୍ଘଟଣା : ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପେଲେସ ଲାଇନ୍‌ ସ୍ଥିତ ଭାରତ ପେଟ୍ରୋଲ ପମ୍ପ ପାଖରେ ଏକ ସଡକ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୨ ଜଣ ବ୍ୟକ୍ତି ଗୁରୁତର ଭାବେ ଘଟଣାସ୍ଥଳରେ ପଡି ରହିଥିଲେ । ପରେ ଖବର ପାଇ ବଲାଙ୍ଗିରର ସ୍ୱେଚ୍ଛା ସେବୀ ସଂଗଠନ ଲିବୋରେସନ୍‌ର ଏକ ସଦସ୍ୟ ଘଟଣାସ୍ଥଳରେ
Read More...