Yearly Archives

2022

କନିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଗଙ୍ଗାଧର ସାହୁଙ୍କ ଘରେ ବୁଧବାର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି । ଏକକାଳୀନ କେନ୍ଦୁଝର, ତେଲକୋଇ ସମେତ
Read More...

ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡିଲେ ସହକାରୀ ଡାକ ଅଧିକ୍ଷକ

ଅନୁଗୁଳ : ସିବିଆଇ ପଞ୍ଝାରେ ଅନୁଗୁଳ ମୁଖ୍ୟ ଡାକଘର ସହକାରୀ ଡାକ ଅଧିକ୍ଷକ । ଲାଞ୍ଚ ନେବା ବେଳେ ରେଡ଼ ହ୍ୟାଣ୍ଡ ଧରାପଡ଼ିଲେ ଟିକନ କୁମାର । ଅନୁଗୁଳ ଜିଲ୍ଲା କୁରୁଡୁଲ ପୋଷ୍ଟ ଅଫିସରେ ଥିବା ଜଣେ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟରଙ୍କୁ ଦୂରକୁ ବଦଳି କରି ଦେବାକୁ ଧମକ ଦେଇ ୧୦ ହଜାର ଟଙ୍କା
Read More...

ବାଙ୍ଗାଲୋରଠାରେ ଅନୁଷ୍ଠିତ ହେବାକୁ ଯାଉଛି ‘ଓଡ଼ିଶା ଉତ୍ସବ’

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଓ ଓଡ଼ିଶା ଲଲିତ କଳା ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୁଲ୍ୟରେ ଆୟୋଜିତ ବାଙ୍ଗାଲୋରଠାରେ 'ଓଡ଼ିଶା ଉତ୍ସବ' ଅନୁଷ୍ଠିତ ହେବାକୁ ଯାଉଛି ।
Read More...

ରାଜ୍ୟସ୍ତରୀୟ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଏବଂ ଶହୀଦ ବାଜି ରାଉତଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟସ୍ତରୀୟ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଏବଂ ଶହୀଦ ବାଜି ରାଉତଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି । ଏହି ଅବସରରେ ଜୟପ୍ରକାଶଙ୍କ ପ୍ରତିମୂର୍ତ୍ତିରେ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
Read More...

ପଲଟ୍ରି ଫାର୍ମର୍ସ ଡେଭଲପ୍‌ମେଣ୍ଟ ଫୋରମ ପକ୍ଷରୁ କୁକୁଡା ଚାଷୀମାନଙ୍କର ଜରୁରୀ ବୈଠକ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପଲଟ୍ରି ଫାର୍ମର୍ସ ଡେଭଲପ୍‌ମେଣ୍ଟ ଫୋରମ, ଓଡିଶା ଆନୁକୂଲ୍ୟରେ କୁକୁଡା ଚାଷୀମାନଙ୍କର ଏକ ଜରୁରୀ ବୈଠକ ଡେଲାଙ୍ଗ ଶାଖା ସଭାପତି ଗୋପାଳ ଚନ୍ଦ୍ର ସ୍ୱାଇଁଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦୁଇସହରୁ ଉର୍ଦ୍ଧ୍ବ ଚାଷୀ ଏକତ୍ରିତ ହୋଇ
Read More...

ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପର ଉଦଘାଟନୀ ସମାରୋହରେ ଯୋଗ ଦେଲେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା…

● ସମାରୋହରେ ଉପସ୍ଥିତ ରହିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କିରେନ ରିଜିଜୁ● ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜକ ଭାରତ ଓ ଆମେରିକା ମଧ୍ୟରେ ମୁକାବିଲା ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର
Read More...

ବାଲିଗଦାରେ ପୋତି ହୋଇ ୬ ମୃତ

ଜୟପୁର : ରାଜସ୍ଥାନର କରୌଲି ଜିଲ୍ଲା ଅଧୀନସ୍ଥ ସିମିର ପଞ୍ଚାୟତରେ ଏକ ବାଲିଗଦା ଭୁଶୁଡ଼ି ପଡ଼ିବାରୁ ତଳେ ପୋତିହୋଇ ଗୋଟିଏ ପରିବାର ୬ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଗାଁ ଲୋକେ ବାଲି ହଟାଇ ସେମାନଙ୍କୁ ଉଦ୍ଧାର କରିଥିଲେ । ସେତେବେଳକୁ ରାମନିରି ମାଲି(୪୦), ଝିଅ
Read More...

ଖପ୍ରାଖୋଲ ପୋଲିସର ପେଟ୍ରୋଲିଂ ବେଳେ ଧଣ୍ଡାମୁଣ୍ଡା ଗାଁ ନିକଟରୁ ବୋଲେରୋ ଗାଡି ସହ ୫ ଶିଶୁ ସମେତ ୧୬ ଦାଦନ ଶ୍ରମିକ…

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ହାଇସ୍କୁଲ ଛକ ଠାରେ ପେଟ୍ରୋଲିଂ ବେଳେ ପୋଲିସ ୫ ଶିଶୁ ସମେତ ୧୬ ଦାଦନ ଶ୍ରମିକ ମଙ୍ଗଳବାର ଅପରାହ୍ନରେ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ, ଥାନା ଏସ୍‌ଆଇ ଗୋପୀନାଥ ମହାକୁଡ଼ଙ୍କ ନେତୃତ୍ୱରେ
Read More...

ଚିରସ୍ରୋତା ହେବ ଛିଣ୍ଡା ଖରସ୍ରୋତା

ଯାଜପୁର : ଯାଜପୁର ଜିଲ୍ଲା ଦେଇ ପ୍ରବାହିତ ଛିଣ୍ଡା ଖରସ୍ରୋତାକୁ ପୁନଃ ଉଦ୍ଧାର କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ମର୍ମରେ ଜଳ ସମ୍ପଦ ବିଭାଗର ଅଧସ୍ଥନ ସଚିବ ଭାଗିରଥି ପାଢୀ ପ୍ରକଳ୍ପ ନିର୍ମାଣ ଓ ଅନୁଦାନ ମଞ୍ଜୁର ସମ୍ପର୍କରେ ପ୍ରସ୍ତାବ ଦେବା ସହ ଆବଶ୍ୟକ
Read More...

ବିଲେଇସର୍ଡା ହାଇସ୍କୁଲରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସ୍ୱାଧୀନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ
Read More...