om academy

ଚିରସ୍ରୋତା ହେବ ଛିଣ୍ଡା ଖରସ୍ରୋତା

ଯାଜପୁର : ଯାଜପୁର ଜିଲ୍ଲା ଦେଇ ପ୍ରବାହିତ ଛିଣ୍ଡା ଖରସ୍ରୋତାକୁ ପୁନଃ ଉଦ୍ଧାର କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ମର୍ମରେ ଜଳ ସମ୍ପଦ ବିଭାଗର ଅଧସ୍ଥନ ସଚିବ ଭାଗିରଥି ପାଢୀ ପ୍ରକଳ୍ପ ନିର୍ମାଣ ଓ ଅନୁଦାନ ମଞ୍ଜୁର ସମ୍ପର୍କରେ ପ୍ରସ୍ତାବ ଦେବା ସହ ଆବଶ୍ୟକ ପରୀକ୍ଷା ନିରୀକ୍ଷା କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

6 + three =