Yearly Archives

2022

ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଓ ଅଧ୍ୟୟନ ସଂପର୍କିତ ସଚେତନ ସଭା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଯୁକ୍ତ ତିନି ନବାଗତ ଛାତ୍ରଛାତ୍ରୀମାନଙ୍କ ପ୍ରଥମ ପ୍ରବେଶ ଦିବସ ଉପଲକ୍ଷେ ଆଜି ଏକ ସଭା ଅନୁଷ୍ଠିତ ହୋଇଯାିଛି । ଉକ୍ତ ସଭାରେ ଅଧ୍ୟକ୍ଷ ନବାଗତ
Read More...

ଆଜିଠୁ ଯୁକ୍ତ୩ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ସମସ୍ତ ଡିଗ୍ରୀ କଲେଜରେ ଗୁରୁବାରଠାରୁ ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ । ଯେଉଁ ଛାତ୍ରଛାତ୍ରୀ ହଷ୍ଟେଲରେ ରହିବା ପାଇଁ ନାମ ଲେଖାଇଛନ୍ତି, ସେମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ରଖିବା ପାଇଁ ବିଭାଗ ପକ୍ଷରୁ ସମସ୍ତ
Read More...

ମା’ର ମୃତ୍ୟୁ ପରେ ବୃଦ୍ଧବୃଦ୍ଧା ପାଖରେ ରହିଲେ ୨ ଶିଶୁ

ତୁରେକେଲା, (କୈଳାସ ସଗ୍ରିଆ) : ମା'ର ମୃତ୍ୟୁ ପରେ ବୃଦ୍ଧବୃଦ୍ଧା ପାଖରେ ରହିଲେ ୨ ଶିଶୁ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କରୁଆମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଣ୍ଡାଲପୁରି ଗାଁର ମନୁ ନାଏକ (୬୩) ଭାନୁମତୀ ନାଏକ (୬୨) ଆଦିବାସୀ ସମ୍ପ୍ରଦାୟର ଗଣ୍ଡ ଜାତୀୟ ବୃଦ୍ଧ
Read More...

ମହିଳା ଏସିଆ କପ କ୍ରିକେଟ : ଫାଇନାଲରେ ଭାରତ

ସିଆଲହେଟ : ଚଳିତ ମହିଳା ଏସିଆ କପ କ୍ରିକେଟରେ ଭାରତ ଗୁରୁବାର ଥାଇଲାଣ୍ଡକୁ ୭୪ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୮ ରନ କରିଥିଲା । ଶେଫାଳୀ ବର୍ମା ୪୨ ଏବଂ ଅଧିନାୟିକା ହରମନପ୍ରୀତ କୌର ୩୬ ରନର ଇନିଂସ
Read More...

ଉପସ୍ୱାସ୍ଥ୍ୟକେନ୍ଦ୍ରକୁ ଆଇଏସ୍‌ଓ ମାନ୍ୟତା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଆର୍‌.ଦାମୋଦରପଲ୍ଳୀ ଉପସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରକୁ ଆଇଏଏସ୍‌ଓ ମାନ୍ୟତା ମିଳିଛି । ଏନେଇ ଜିଲା ସ୍ୱାସ୍ଥ୍ୟ ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଲୋକମାନଙ୍କୁ
Read More...

ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସିପିଆଇର ଧାରଣା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଖଣି ଖାଦାନ ଓ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି, ଜିଲ୍ଲା ଖଣିଜ ପାଣ୍ଠିର ସଦ୍‌ ବିନିଯୋଗ, ଧାନମଣ୍ଡିରେ କଟ୍‌ନି ଛଟ୍‌ନି ବନ୍ଦ ଆଦି ଦାବୀ ନେଇ ବୁଧବାର ସିପିଆଇ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
Read More...

ତେଲ ଚୋରି ଉଦ୍ୟମ ବେଳେ ବୋଲେରୋ ଓ ବାଇକ୍‌ ଜବତ : ୪ ଗିରଫ

ବଡ଼ବିଲ : କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ବୁଧବାର ଠାକୁରାଣୀ ଅଞ୍ଚଳରୁ ୨ଟି ଗ୍ୟାଲେନ ଭର୍ତ୍ତି ୧୦୦ ଲିଟର ଚୋରା ଡିଜେଲ, ଏକ ବୋଲେରୋ ଏବଂ ଏକ ବାଇକ୍‌ ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଠାକୁରାଣୀ ଅଞ୍ଚଳର ଏମ୍‌ଡି
Read More...

ଗରମ ଚା’ରେ ବସିପଡ଼ିବାରୁ ଶିଶୁ ଗୁରୁତର

କୋକସରା : ଗରମ ଚା'ରେ ବସିପଡ଼ିବାରୁ ଜଣେ ଶିଶୁ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମର କସ୍ତୁରୀ ନଗରପଡ଼ାରେ ରହୁଥିବା ଚତୁର୍ଭୁଜ ପୋଢ଼ଙ୍କ ୪ ବର୍ଷର ପୁଅ ଗୋବିନ୍ଦ ବୁଧବାର ଚୁଲିରେ ଥିବା ଗରମ ଚା'ରେ ବସିପଡ଼ିବାରୁ ଗୁରୁତର ହୋଇଛନ୍ତ । ପରିବାର
Read More...

ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳି ପୂର୍ବରୁ କେଦାରନାଥ ଏବଂ ବଦ୍ରିନାଥ ଗସ୍ତ କରିବେ । ସର୍ବପ୍ରଥମେ, ଅକ୍ଟୋବର ୨୨ରେ, ପ୍ରଧାନମନ୍ତ୍ରୀ କେଦାରନାଥ ଧାମରେ ପ୍ରାର୍ଥନା କରିବେ ଏବଂ ଏହା ପରେ ଅକ୍ଟୋବର ୨୨ ସାରେ ସେ ବଦ୍ରିନାଥ ଧାମରେ ପହଞ୍ଚିବେ । ବିଶେଷ ସୂତ୍ରରୁ ପ୍ରକାଶ
Read More...

ବଜ୍ରପାତରେ ୧ ମୃତ

ଆନନ୍ଦପୁର : ଆନନ୍ଦପୁର ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ପ୍ରଭାବ ଦେଖିବାକୁ ମିଳିଥିଲା । ଘସିପୁରା ଥାନା କଲରାଗଡ଼ିଆ ଗ୍ରାମର ଶ୍ରୀରାମ ନାଇକ ନାମକ ଜଣେ ବ୍ୟକ୍ତିଙ୍କର ବଜ୍ରପାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସେ ଶୌଚ ହେବାକୁ
Read More...