Yearly Archives

2022

ମିଠା ଦୋକାନରେ ଲାଗିଲା ନିଆଁ : ମୁଖ୍ୟ ମିସ୍ତ୍ରୀ ମୃତ, ୨ ସହଯୋଗୀ ଗୁରୁତର

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲି ଥାନା ଅନ୍ତର୍ଗତ ପାନପୋଷ ଛକ ଠାରେ ଥିବା ଓମ୍ ସୁଇଟସ୍ ଦୋକାନରେ ହଠାତ୍ ନିଆଁ ଲାଗିଯାଇଥିବା ଜଣାପଡିଛି । ଏଥିରେ ସେହି ଦୋକାନର ମୁଖ୍ୟ ମିସ୍ତ୍ରୀ ଅରୁଣ ଯାଦବ ନିଆଁରେ ଜଳି ମୃତ୍ୟୁବରଣ କରିଥିବା ବେଳେ ସହଯୋଗୀ ମିସ୍ତ୍ରୀ ଦ୍ୱୟ ଅନୀଲ ଗୁପ୍ତା ଓ…
Read More...

କୁଡ଼ାସିଂହାରେ ସୁରଭି କାର୍ଯ୍ୟକ୍ରମ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ଟି.ଆର. ନୋଡାଲ ସ୍କୁଲରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉମାକାନ୍ତ ଝାଙ୍କର ମୁଖ୍ୟ ଅତିଥି ଓ ସ୍ଥାନୀୟ ପର୍ଶୁରାମ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶ୍ୱିନୀ ମିଶ୍ର, ସିଆରସିସି…
Read More...

ତୁରେକେଲା କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସମଗ୍ର ଶିକ୍ଷା ବଲାଙ୍ଗିର ଆନୁକୂଲ୍ୟରେ ତୁରେକେଲା କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ବଗବାହାଲ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସଂଯୋଜକ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…
Read More...

ମା’ ବସ୍ତ୍ରେନ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ : ସିନ୍ଧିଭାଡ଼ି ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ଗାଁରେ ଚାଲିଥିବା ମା' ବସ୍ତ୍ରେନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ସିନ୍ଧିଭାଡ଼ି ଓ ବାନେର ଦଳ ଫାଇନାଲ…
Read More...

ଲରମ୍ଭାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର ବୈଠକ

ବିଦ୍ୟୁଷ ମନୋଭାବ ଦୂର କରି କାମ କଲେ ବିଞ୍ଝାଲ ସମାଜର ଏକତା ଅଖଣ୍ଡତା ବଜାୟ ରଖିବା ସହ ସାମଗ୍ରିକ ବିକାଶ ହେବ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଲରମ୍ଭା ଗ୍ରାମର ବାଗପଡା ଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର ଏକ ବୈଠକ ଉପଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲା ସଭାପତି…
Read More...

ଦ୍ୱିତୀୟ ଦିନରେ ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା

ମୟଙ୍କ, ବାପୁନ, ଶୁଭକେତନ, ତନଭି, ପ୍ରଗତି ଓ ବିଶାଖା ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତରବିବାର ହେବ ରୋମାଞ୍ଚକର ଫାଇନାଲ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିଅମଠାରେ ରାଜ୍ୟ ସବ ଜୁନିଅର ବ୍ୟଡମିଣ୍ଟନ ପ୍ରତିଯୋଗିତା ଆଜି ଦ୍ୱିତୀୟ ଦିନରେ…
Read More...

ଲାଠୋର ବଜାର ଭିତରେ ଦୁଇଟି ଜଙ୍ଗଲୀ ହାତୀ : ଲୋକେ ଆତଙ୍କିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅଧୀନ ସଦର ଲାଠୋର ବଜାର ମଝିରେ ରାତି ଅଧରେ ଦୁଇଟି ଜଙ୍ଗଲୀ ହାତୀ ପଶି ଆସିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତ ରାତି ୪ଟା ବେଳେ ଛତିଶଗଡ ଅଞ୍ଚଳରୁ କୁମନା ରାସ୍ତା ଦେଇ ଦୁଇଟି ଜଙ୍ଗଲୀ ହାତୀ ଲାଠୋର ବଜାର…
Read More...

ଦେଓଗାଁ ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ

ସହର ଭିତରୁ ଆଣି ଛାଡ଼ି ଦିଆଯାଉଛି ଦେଓଗାଁ ଅଞ୍ଚଳରେ : ସାଧାରଣରେ ଅଭିଯୋଗ ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ଅଞ୍ଚଳରେ ବୁଲା କୁକୁର ସଂଖ୍ୟା ବହୁ ମାତ୍ରାରେ ବଢ଼ିଯାଇଛି । ଏହାର ମୁଖ୍ୟ କାରଣ ହେଲା ମାତ୍ର ଅଳ୍ପ ଦିନ ବ୍ୟବଧାନରେ ବଲାଙ୍ଗିର ସହରର କୁକୁରଙ୍କୁ ଗାଡ଼ିରେ…
Read More...

ଦେଓଗାଁ ବ୍ଲକରେ ୧୪ଟି କ୍ଲ‌ଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୧୮ ତାରିଖରୁ ଦେଓଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ୧୫ କ୍ଲ‌ଷ୍ଟର ଯଥା ଦେଓଗାଁ, ରାମଚନ୍ଦ୍ରପୁର, ବ୍ରାହ୍ମଣୀଜୋର, ବନ୍ଧପଡ଼ା, ରତନପୁର, କୁତୁର୍ଲା, ଡଙ୍ଗରପଡ଼ା, ଜରାସିଂହା, ଉପରଝର, ବଗଡ଼ା, ଗୌଡ଼ଗୋଠ, ଅର୍ଜୁନପୁର, ଭାଳୁକୁନ୍ଦ, ବଡ଼ବନ୍ଧ ଓ…
Read More...

ସଚେତନ ହେମା ମଣ୍ଡପରେ ନାଟକ ‘ଦକ୍ଷିଣା’ ମଞ୍ଚସ୍ଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମ ପଞ୍ଚାୟତର ଢୋଲବନ୍ଧ ଗ୍ରାମରେ ସଚେତନ ହେମା ଅନୁଷ୍ଠାନ ଆନୁକୂଲ୍ୟରେ ସ୍ୱର୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡୋଳାମଣି ରଣା,…
Read More...