ମାଛ ମରାକୁ କେନ୍ଦ୍ର କରି ମହିଳାଙ୍କୁ ହତ୍ୟା ଘାଟଣାରେ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଆମ୍ବପାଲି ଗାଁରେ ମାଛ ମରାକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ଘଟିଥିଲା । ମୃତ ମହିଳାଙ୍କ ନାମ ଜାନକୀ ମହାନନ୍ଦ (୪୦) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଘଟଣାଟି ଘଟିଥିଲା ଗତ ୩୧ତାରିଖ ଅପରାହ୍ନ ସମୟରେ । ଜାନକୀ!-->…
Read More...
Read More...