Yearly Archives

2022

ବାବା ବଣି ବକ୍ରେଶ୍ଵର ଦେବଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କୂଆପଦା ଗ୍ରାମର ପ୍ରସିଦ୍ଧ ଆରାଧ୍ୟ ଠାକୁର ବାବା ବଣି ବକ୍ରେଶ୍ଵର ଦେବଙ୍କ ବାର୍ଷିକ ଉତ୍ସବ ପବିତ୍ର ଅଁଳା ନବମୀ ବୁଧବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଠାକୁରଙ୍କ ମଙ୍ଗଳ ଆଳତ ନୀତିକାନ୍ତି ହୋମ ପୂଜା
Read More...

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଦୁର୍ଗା ମାଧବ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଠାକୁର ଚରଣ ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ
Read More...

୩୨ତମ ବୋଇତବନ୍ଦାଣ ଉତ୍ସବ ପାଇଁ ଆକର୍ଷଣ ହେବେ ହ୍ୟୁମାନ ସାଗର ଓ ଅସୀମା ପଣ୍ଡା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ଉତ୍କଳ ସାଂସ୍କୃତିକ ପରିଷଦ ତରଫରୁ ୩୨ତମ ବୋଇତବନ୍ଦାଣ ଉତ୍ସବ ୨୦୨୨ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅଭୟ ମହାପାତ୍ରଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ଛତ୍ରପୁର ବ୍ଲକସ୍ତରୀୟ ସୁରଭି- ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକସ୍ତରୀୟ ସୁରଭି- ୨୦୨୨ କାର୍ଯ୍ୟକ୍ରମ ଗୁରୁବାର ଅନସ୍ଲୋ ସରକାରୀ ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଗାମୀ ୫ ତାରିଖରେ ହେବାକୁଥିବା ଗଞ୍ଜାମ ଜିଲ୍ଲାସ୍ତରୀୟ ସୁରଭି- ୨୦୨୨ କାର୍ଯ୍ୟକ୍ରମ ନିମନ୍ତେ ପ୍ରତିଭାନ୍ୱେଷଣ
Read More...

ଭିଜିଲାନ୍ସ ଏୱାରନେସ୍‌ ୱିକ୍‌ ଅବସରରେ ବରଗଡ ବିକାଶ ଡିଗ୍ରୀ କଲେଜର ଛାତଛାତ୍ରୀମାନଙ୍କ ଦ୍ୱାରା ଷ୍ଟ୍ରିଟ୍ ପ୍ଲେ

ବରଗଡ, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଗାନ୍ଧୀ ଛକ ନିକଟରେ ଭିଜିଲାନ୍ସ ଏୱାରନେସ୍‌ ୱିକ୍‌ ଅବସରରେ ବରଗଡ ବିକାଶ ଡିଗ୍ରୀ କଲେଜର ଛାତଛାତ୍ରୀମାନେ ଷ୍ଟ୍ରିଟ୍ ପ୍ଲେ କରି ଜନସାଧାରଣଙ୍କୁ ସଚେତନ କରିଥିବା ଦେଖିବାକୁ ମିଳିଛି । ତେବେ ଏହି ସଚେତନ କାର୍ୟ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରିଥିବା
Read More...

ବେଆଇନ ଦାଦନ ଚାଲାଣ ବେଳେ କଂଟାବାଂଜି ଠାରୁ ୫୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ, ସୂଚନା ଦେଲେ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ହେଉଛି ଦାଦନ ପ୍ରବଣ ଜିଲ୍ଲା । ଜିଲ୍ଲାରୁ ସହସହ ଲୋକେ ବାହାର ଜିଲ୍ଲାକୁ ଦାଦନ ଖଟି ଯାଆନ୍ତି । ହେଲେ ନିର୍ଯ୍ୟାତନାର ଶିକାର ହୋଇ ଫେରନ୍ତି । ତେବେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ଆଜି ବେଆଇନ ଦାଦନ ଚାଲାଣ ବେଳେ କଂଟାବାଂଜି ଠାରୁ
Read More...

ରେଲୱେ ଷ୍ଟେସନରେ ଶୌଚ ପାଇଁ ଯିବା ବେଳେ ଯୁବକଙ୍କୁ ଲୁଟ କରି ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରେଲୱେ ଷ୍ଟେସନ ଠାରେ ଟିଟିଲାଗଡର ଜଣେ ଯବୁକଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିବା ସହ ତାଙ୍କ ମୋବାଇଲ ଓ ଏଟିଏମ୍‌ ଲୁଟିନେଇଥିବା ନେଇ ଆଜି ବଲାଙ୍ଗିର ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଲୁଟର ଶିକାର ହୋଇଥିବା ଯୁବକ ଜଣକ । ଯୁବକ ଜଣକ ଟିଟିଲାଗଡ ସହରର
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ଗ୍ରାମସଭା ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଓ ଜିଲ୍ଲା ଦୁର୍ନୀତି ବିଭାଗ ଆନୁକୂଲ୍ୟରେ ଦୁର୍ନୀତି ମୁକ୍ତ ସମାଜ ଗଠନ ତଥା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ସ୍ୱଚ୍ଛତା ଓ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଜନଜାଗରଣ ନିମିତ୍ତ
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ଗ୍ରାମସଭା ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଓ ଜିଲ୍ଲା ଦୁର୍ନୀତି ବିଭାଗ ଆନୁକୂଲ୍ୟରେ ଦୁର୍ନୀତି ମୁକ୍ତ ସମାଜ ଗଠନ ତଥା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ସ୍ୱଚ୍ଛତା ଓ ବ୍ୟବସ୍ଥିତ କରିବା ଉଦେଶ୍ୟରେ ଜନ ଜାଗରଣ ନିମିତ୍ତ
Read More...

ଚିତ୍ରଶିଳ୍ପୀ ପାୟଲ ନାଗଙ୍କ ପ୍ରତିଭାରେ ପ୍ରଭାବିତ ହୋଇ ସହଯୋଗର ହାତ ବଢାଇଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନଭେମ୍ବର ୧ ତାରିଖ ବଲାଙ୍ଗିର ଦିନ୍‌ ପାଳନ ଅବସରରେ ଅସହାୟ ଶିଶୁ ଚିତ୍ରଶିଳ୍ପୀ ପାୟଲ ନାଗ ଯାହାଙ୍କୁ ବଲାଙ୍ଗିର ଦିନ୍‌ ଅବସରରେ ତାଙ୍କ ଚିତ୍ରାଙ୍କନ ପାଇଁ ପୁରସ୍କୃତ କରାଯାଇଥିଲା । ସେହି ସ୍ଥାନରେ ପାୟଲ ନାଗଙ୍କ ପ୍ରତିଭା ବିଷୟରେ ଶୁଣି ବଲାଙ୍ଗିର
Read More...