csstore

ଅଜଣା ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କଲେ ବଲାଙ୍ଗିର ସ୍ଵେଚ୍ଛାସେବୀ ସଂଗଠନର ସଦସ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ଅଜଣା ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କଲେ ବଲାଙ୍ଗିର ସ୍ଵେଚ୍ଛାସେବୀ ସଂଗଠନର ସଦସ୍ୟ ଅଜୟ ନାଗ, ରାଜେନ୍ଦ୍ର ସେଠ ଓ ଲିଙ୍କନ ସେଠ । ସୂଚନାଯୋଗ୍ୟ ଯେ, ଜେଲ କଲୋନି ପଛ ପଟେ ଦୀର୍ଘ ସମୟ ଧରି ଅସହାୟ ରୂପେ ଜଣେ ବୃଦ୍ଧ ପଡିଥିବା ସୂଚନା ପାଇ ବଲାଙ୍ଗିର ସ୍ଵେଚ୍ଛାସେବୀ ସଂଗଠନର ସଦସ୍ୟ ପହଞ୍ଚି ସଙ୍ଗେ ସଙ୍ଗେ ଉଦ୍ଧାର କରି ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ ।

jayashree
Leave A Reply

Your email address will not be published.