Yearly Archives

2022

ସିକେରପାଟ ଆର୍‌ଏଫ୍‌ ଭିତରେ ବେଆଇନ ଭାବେ ହୁକ୍‌ ଲଗାଇବା ସମୟରେ ବନ ବିଭାଗ ହାତରେ ଧରାପଡିଲେ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲାର ତିଲକାମାଲ ଗାଁ ନିକଟ ସିକେରପାଟ ଆର୍‌ଏଫ୍‌ ଭିତରେ ଜଣେ ଯୁବକ ବେଆଇନ ଭାବେ ହୁକ୍‌ ଲଗାଇବା ସମୟରେ ଦେଓଗାଁ ରେଞ୍ଜର କର୍ମଚାରୀମାନେ ସଂପୃକ୍ତ ଯୁବକ ଜଣକଙ୍କୁ ଗିରଫ କରିଥିବା ନେଇ ଜଣାପଡିଛି । ଗିରଫ ଯୁବକ ଜଣକ ବୌଦ୍ଧ ଜିଲ୍ଲାର
Read More...

ଆଲିଆବାଦ ଗ୍ରାମରେ ଚାଲିଥିବା ନାମଯଜ୍ଞ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜେଡ଼ିର ପଦଯାତ୍ରା ଅବ୍ୟାହତ ରହିଥିବା ବେଳେ ଇତିମଧ୍ୟରେ ପଦଯାତ୍ରା ଭିତ୍ତିରେ ଗଞ୍ଜାମ ବ୍ଲକର କରପଡା ପଞ୍ଚାୟତ ଅନ୍ତର୍ଗତ ଆଲିଆବାଦ ଗ୍ରାମରେ ଚାଲିଥିବା ନାମଯଜ୍ଞ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦାନ କରିଛିନ୍ତି ।
Read More...

ରୁଗୁଡିପଡା ସ୍ଥିତ ମ୍ୟୁନିସିପାଲିଟି କଲୋନୀରେ ଘର ଛାତରୁ ଖସିଲା କଂକ୍ରିଟ : ମା’ ଝିଅ ଗୁରୁତର ଅବସ୍ଥାରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ରୁଗୁଡିପଡା ସ୍ଥିତ ମ୍ୟୁନିସିପାଲିଟି କଲୋନୀରେ ଥିବା ଏକ ଘରର ଛାତରୁ କଂକ୍ରିଟ ପଡିଯିବାରୁ ମା' ଝିଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ନେଇ ଖବର ମିଳିଛି । ଗୁରୁତର ଦ୍ୱୟ ହେଲେ ମ୍ୟୁନିସିପାଲିଟିର ଅବରସରପ୍ରାପ୍ତ କର୍ମଚାରୀ
Read More...

ପୋଲିସ କର୍ମଚାରୀଙ୍କ ସହ ବଲାଙ୍ଗିର ଟାଉନର ଟ୍ରାଫିକ୍ ପରିଚାଳନାର ସମୀକ୍ଷା କଲେ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଥିବା ବେଳେ ବଲାଙ୍ଗିର ପୋଲିସ ଏହାକୁ ଆଖି ଆଗରେ ରଖି ଏସପି ନିତିନ କୁଶଲକର ନିଜେ ପୋଲିସ କର୍ମଚାରୀମାନଙ୍କ ଉପସ୍ଥିତିରେ ବଲାଙ୍ଗିର ଟାଉନର ଟ୍ରାଫିକ୍ ପରିଚାଳନାର ସମୀକ୍ଷା କରିଥିବା ବେଳେ ଏନେଇ ସେ ଟ୍ୱିଟ
Read More...

ଲାଠିକଟା ମହିଳା କୃଷକ ଉତ୍ପାଦକ ସଂଗଠନର ପଞ୍ଜିକରଣ ପ୍ରକ୍ରିୟା ଶେଷ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱେଚ୍ଛାସେବୀ ସଂଗଠନ 'ଲାଲ' ପକ୍ଷରୁ କେନ୍ଦ୍ରୀୟ ଯୋଜନା ଅଧୀନରେ ଥିବା ମହିଳା କୃଷକମାନଙ୍କୁ ନେଇ ଲାଠିକଟାରେ କୃଷକ ଉତ୍ପାଦକ ସଂଗଠନ ଗଠନର ପଞ୍ଜିକରଣ କାର୍ଯ୍ୟ ବ୍ଲକ ସମ୍ମିଳନୀ କକ୍ଷରେ ଶେଷ ହୋଇଯାଇଛି । ଲାଠିକଟା ପଞ୍ଚାୟତ ସମିତି ଅଧୀନରେ ଥିବା ଜଲଦା,
Read More...

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ସାହିତ୍ୟ ପାଠ୍ୟଚକ୍ର

ଛାତ୍ରଛାତ୍ରୀମାନଙ୍କୁ ମାତୃଭାଷାର ସୁରକ୍ଷା ଓ ଭାଷାଜ୍ଞାନର ଅଭିବୃଦ୍ଧି ଉପରେ ଗୁରୁତ୍ୱ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଆ ଭାଷା ପ୍ରତିଷ୍ଠାନ ଏବଂ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡିଆ ଭାଷା ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଭାଷା
Read More...

ସିଆରପିଏଫ ୬୪ ବାଟାଲିଅନ ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରେ ଥିବା ସିଆରପିଏଫ ୬୪ ବାଟାଲିଅନ ତରଫରୁ ଆଜି ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କମାଣ୍ଡେଣ୍ଟ ପଙ୍କଜ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେନା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବା
Read More...

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଶୁକ୍ଲିମୁଣ୍ଡି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା

ନୂଆପଡା, (ପୁସ୍ତମ ଯୁଆଡି) : ନୂଆପଡ଼ା ସ୍ଥାନୀୟ ନେସନାଲ୍‌ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ କୋମନା ବ୍ଲକ ଶୁକ୍ଲିମୁଣ୍ଡି ବିଦ୍ୟାଳୟର ତିନି ଜଣ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଛନ୍ତି । କନିଷ୍ଠ ବିଭାଗ ବକ୍ତୃତା ପ୍ରତିଯୋଗିତାରେ
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ବସନ୍ତ କୁମାର ମନହୀରାଙ୍କ ସଭାପତିତ୍ୱରେ ତଥା ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉକି
Read More...

ବୌଦ୍ଧ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ବୌଦ୍ଧ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଅଧିକାରୀ ଡ଼ ଉଦୟନାଥ ମାଝୀ ଯୋଗଦେଇ ବ୍ଲକସ୍ତରରୁ ଜିଲ୍ଲାକୁ ମନୋନୀତ ହୋଇଥିବା ବିଭିନ୍ନ ବିଭାଗର
Read More...