Yearly Archives

2022

ବଲାଙ୍ଗିର ବୈଜୟନ୍ତ୍ରୀପଡାରେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବୈଜୟନ୍ତ୍ରୀପଡା ପରିଦର୍ଶନ କରିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ଏହି ଅବସରରେ କାର୍ତିକ ମାସର ପଞ୍ଚୁକ ସମୟରେ କାର୍ତିକ ପୂଜା ଦର୍ଶନ କରି ପଡାବାସୀଙ୍କ ସୁବିଧା ଅସୁବିଧା ବାବଦରେ ଆଲୋଚନା କରିଥିଲେ । ଜଣେ ଅସହାୟ ବୃଦ୍ଧ ରୋଗାଗ୍ରସ୍ତ ଥିବା ଦେଖି
Read More...

ଗୁରୁଶ୍ରୀ ଡ. ଘାସିରାମ ମିଶ୍ରଙ୍କ ଗବେଷଣା ଧର୍ମୀ ପୁସ୍ତକ କୋଶଲ ସଂସ୍କୃତିର କଥା ‘ମାଁ ମାଏଟ’ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନରେ ଆଜି ପୂର୍ବାହ୍ନରେ ଗୁରୁଶ୍ରୀ ଡ. ଘାସିରାମ ମିଶ୍ରଙ୍କ ଗବେଷଣା ଧର୍ମୀ ପୁସ୍ତକ କୋଶଲ ସଂସ୍କୃତିର କଥା ‘ମାଁ ମାଏଟ’ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ ସମାରୋହରେ ପୁସ୍ତକର ଲେଖକ ଗୁରୁଶ୍ରୀ ଡ. ଘାସିରାମ ମିଶ୍ରଙ୍କ ସମେତ
Read More...

ଡ୍ରେନ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ : ଡ୍ରେନ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଦୃଶ୍ୟ ରେଡକ୍ରସ୍‌ ରୋଡ ପୁରୀ ପୋଲିସ ହାଇସ୍କୁଲ ନିକଟରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ପୋଲିସ ହାଇସ୍କୁଲ ଗେଟ୍‌ ଦେଇ ଯାଇଥିବା ଡ୍ରେନ୍‌ରେ ଜଣେ ଅଜଣା ମୃତଦେହ ପାଣିରେ ଭାସମାନ ଅବସ୍ଥାରେ
Read More...

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ବ୍ଲକ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ନୂତନ ଭାବେ ଯୋଗ ଦେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥଙ୍କୁ ସ୍ୱାଗତ କରାଯାଇଛି । ଶିକ୍ଷକ ସଂଘ ସଭାପତି ପୀତାମ୍ବର ଛତର ଓ ସମ୍ପାଦକ ଗୋବଦ୍ଧନ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ
Read More...

୩୬ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ରଜନୀ : କଂସଙ୍କ ରାଜୁତି ଆରମ୍ଭ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ମୁକ୍ତକାଶ ରଙ୍ଗମଚଂରେ ଆୟୋଜିତ ହେଉଥିବା ୩୬ତମ ଧନୁଯାତ୍ରା ଦ୍ୱିତୀୟ ଦିବସରେ ପହଚିଂଛି । ଧନୁଯାତ୍ରା ମହୋତ୍ସବ କଳା, ସଂସ୍କୃତି, ଏ୍ୟତିହ୍ୟ, ପରମ୍ପରାର ମହାମିଳନର ଉତ୍ସବ ପୌରାଣିକ କଥାବସ୍ତୁ ଆଧାରିତ ଉତ୍କର୍ଷ
Read More...

ଜନ୍ମଦିନରେ ନିଜର ଚକ୍ଷୁଦାନ ପାଇଁ ପଞ୍ଜିକରଣ କଲେ ସୌରଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭୀମଭୋଇ ହସ୍ପିଟାଲରେ ସୌରଭ ବିଶ୍ୱାସ ତାଙ୍କର ଜନ୍ମଦିନରେ ନିଜର ଚକ୍ଷୁଦାନ ପଞ୍ଜିକରଣ କରିଛନ୍ତି । ଭୀମଭୋଇ ହସ୍ପିଟାଲ ଚକ୍ଷୁ ବିଭାଗର ଡା. ନିହାରିକା ଶର୍ମାଙ୍କୁ ଭେଟି ଚକ୍ଷୁଦାନ ପଞ୍ଜିକରଣ କରିଥିଲେ । ସାଂପ୍ରତିକ ସମୟରେ ଲୋକେ ବିଭିନ୍ନ ଦୁର୍ଘଟଣାରେ
Read More...

ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ୨ ବଖରା ଘର : ଗାଈ ମୃତ

ଭାପୁର : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କରବର ଅଡୁଆସାହିରେ ରୋଷଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡର ଫାଟି ୨ ବଖରା ଚାଳଘର ପୋଡି ଯାଇଥିବା ବେଳେ ଗୋଟିଏ ଗାଈର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ କରବର ଅଡୁଆସାହିର ସ୍ୱର୍ଗତ କାମନା ମଲ୍ଲିକଙ୍କ ପୁଅ ଭିକାରି ମଲ୍ଲିକଙ୍କ ସ୍ତ୍ରୀ ସନ୍ଧ୍ୟା ସମୟରେ
Read More...

ବିପୁଳ ପରିମାଣର ମଦ ଜବତ, ୪ ଗିରଫ

ଢେଙ୍କାନାଳ : ଢେଙ୍କାନାଳ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୩ ହଜାରରୁ ଅଧିକ ଲିଟର ଦେଶୀ ମଦ ଓ ଏକ ମୋଫେଡ ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଗଁଦିଆ ଥାନା ଦିଗମ୍ବରପୁର ଗ୍ରାମରୁ ୨୯୦ ଲିଟର, ଯୁଗଳ ସାହୁ
Read More...

ଗଞ୍ଜେଇ ଜବତ : ୧ ଗିରଫ

ବାଉଁଶୁଣି : ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ପୁଲିସ ଶନିବାର ସାନ୍ତୁମ ଗ୍ରାମରେ ଚଢାଉ କରି ଗଞ୍ଜେଇ ଜବତ କରିବା ସହ ବାଞ୍ଛା ଗାଈଗୌରିଆ(୫୫)ଙ୍କୁ ଗିରଫ କରିଥିବା ଜଣାପଡିଛି । ଜବତ ଗଞ୍ଜେଇର ପରିମାଣ ୧୭ କେଜି ବୋଲି ପୁଲିସ ପ୍ରକାଶ କରିଛି । ଏନେଇ ବାଉଁଶୁଣି ଥାନାରେ ଏକ ମାମଲା ରୁଜୁ ହୋଇଥିବା
Read More...

ବନବିଭାଗ ପକ୍ଷରୁ ଚୋରା କାଠ ସହିତ ପିକ୍‌ ଅପ୍ ଭେନ ଜବତ : ୩ ଗିରଫ

ଭୋଗରାଇ : ପଶ୍ଚିମବଙ୍ଗକୁ କାଠ ଚୋରା ଚାଲାଣ ବେଳେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଚୋରା କାଠ, ଗାଡ଼ି ସମେତ ତିନି ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ୫୭ ନଂ ରାଜ୍ୟ ରାଜପଥ ଦେଇ ଶୁକ୍ରବାର ବିଳମ୍ବିତ ରାତିରେ ବାଟଗ୍ରାମ ପୋଲ
Read More...