Yearly Archives

2022

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରାଣୀ ଚିକିତ୍ସକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ (ଭିଏଏସ୍) ବିଭୁପ୍ରଦ ଧଳ ଭିଜିଲାନ୍ସ ଜାଲରେ ଧରା ପଡିଥିବା ଜଣାପଡିଛି । ପ୍ରାଣୀ ଚିକିତ୍ସାଳୟରେ ବ୍ୟବହୃତ ଗାଡିର ପାଉଣା କରାଇ ଦେବା ପାଇଁ କୋଡିଏ ହଜାର ଟଙ୍କା ଲାଞ୍ଚ
Read More...

କଣ୍ଟାବାଞ୍ଜି ରେଞ୍ଜରେ ହାତୀ ଆତଙ୍କ

ତୁରେକେଲା, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ବନ ବିଭାଗ ରେଞ୍ଜରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଅନେକ ଦିନ ହେଲା ଗୋଟିଏ ହାତୀ ଘୂରି ବୁଲୁଥିବା ବନ ବିଭାଗ କର୍ମଚାରୀ ସମେତ ତୁରେକେଲା ବ୍ଲକର ଘୁନେସ, ବର୍ଲା, ମହଖଣ୍ଡ ଅଂଚଳବାସୀ ଦେଖିବାକୁ ପାଇଛନ୍ତି । ଶୁକ୍ରବାର ରାତିରେ ଏହି ହାତୀଟି
Read More...

ଆଜି ପଞ୍ଚୁକର ତୃତୀୟ ଦିବସରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ତ୍ରିବିକ୍ରମ ବେଶ ଦର୍ଶନ କରିବେ ଭକ୍ତ

ପୁରୀ : ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଠାକୁରମାନଙ୍କର ତ୍ରିବିକ୍ରମ ବା ଆଡ଼ିକିଆ ବେଶ ଅନୁଷ୍ଠିତ ​‌ହେଉଛି । ପ୍ରାତଃ ସମୟରେ ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ । ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଥାନ୍ତି
Read More...

ସଡକ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ ୪ ଡାକ୍ତରୀ ଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତୁଳସୀ ନଗର ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି । ସୂଚନାନୁଯାୟୀ, ଶନିବାର ସନ୍ଧ୍ୟାରେ ୪ ଜଣ ଡାକ୍ତରୀ ଛାତ୍ରୀ ବଲାଙ୍ଗିର ଆୟୁର୍ବେଦିକ କଲେଜରୁ ପଢା ସାରି ଅଟୋ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ତୁଳସୀ ନଗର ନିକଟ
Read More...

ହକି ବିଶ୍ୱକପର ସୁପରିଚାଳନା ଏବଂ ଆଇଟି ଭିତ୍ତିଭୂମି ବିକାଶ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁଆରୀ ୨୦୨୩ରେ ପୁରୁଷ ହକି ବିଶ୍ୱକପ ଆୟୋଜିତ ହେବାକୁ ଥିବାବେଳେ ଚଳିତ ନଭେମ୍ବରରେ ମେକ୍‌ ଇନ୍‌ ଓଡିଶା କନକ୍ଳେଭ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ଓଡ଼ିଶା ଦ୍ରୁତ ପ୍ରଗତି ପଥରେ ଅଗ୍ରସର ହେଉଛି । ଏହି କ୍ରମରେ
Read More...

ରେଳଧାରଣାରୁ ଯୁବତୀଙ୍କ କଟା ମୁଣ୍ଡ ଓ ଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌): ସ୍ଥାନୀୟ ଖୁଜେନପାଲି ନିକଟ ଦେଇ ଯାଇଥିବା ରେଳ ଧାରଣାରେ ଜଣେ ଯୁବତୀଙ୍କ କଟା ମୁଣ୍ଡ ଓ ଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ତେବେ ମୃତ ଯୁବତୀ ଜଣକ ବଲାଙ୍ଗିର ସହରର ସାରିକା ସାଏ ବୋଲି ଜଣାପଡିଛି । ନିଜ କାର୍‌ରେ ଆସି ସେ ଆତ୍ମହତ୍ୟା କରିଥିବା ନେଇ ଆଲୋଚନା
Read More...

ରାଜ୍ୟ କଂଗ୍ରେସ ସଂଖ୍ୟାଲଘୁ କମିଟିର ସଦସ୍ୟ ଭାବେ ମନୋନୀତ ହେଲେ ଅଫତାବ ଆଲମ୍‌ ଖାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି ମାଇନରିଟି ବିଭାଗର ଅନୁମୋଦନ କ୍ରମେ ବଲାଙ୍ଗିରର ଯୁବ ଆଇନଜୀବୀ ତଥା ପୂର୍ବ ଛାତ୍ର ନେତା ଅଫ୍‌ତାବ ଆଲମ୍‌ ଖାନ୍‌ କଂଗ୍ରେସ ମାଇନରିଟି କମିଟିର ରାଜ୍ୟ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ଏହି ନୂଆ ନିଯୁକ୍ତି ପାଇବା ପରେ
Read More...

ସଚେତନ ମହିଳା ମଞ୍ଚ ଓ ସୌମ୍ୟ ସେବା ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ସଚେତନ ମହିଳା ମଞ୍ଚ ଓ ସୌମ୍ୟ ସେବା ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ କିଡିନି ରୋଗୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଭୀମ ଭୋଇ ମେଡିକାଲ କଲେଜର
Read More...

୭ରୁ ୯ ନଭେମ୍ବର ପର୍ଯ୍ୟନ୍ତ ଲଣ୍ଡନରେ ୱାର୍ଲଡ୍ ଟ୍ରାଭେଲ୍ ମାର୍କେଟ ୨୦୨୨ରେ ଅଂଶଗ୍ରହଣ କରିବ ପର୍ଯ୍ୟଟନ ମନ୍ତ୍ରଣାଳୟ

ଚଳିତ ବର୍ଷ ପ୍ରଦର୍ଶନୀର ଥିମ ହେଉଛି ‘ଦି ଫ୍ୟୁଚର ଅଫ୍ ଟ୍ରାଭେଲ୍ ଷ୍ଟାର୍ଟସ ନାଓ’ ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ୭ରୁ ୯ ନଭେମ୍ବର ପର୍ଯ୍ୟନ୍ତ ଲଣ୍ଡନରେ ୱାର୍ଲଡ୍ ଟ୍ରାଭେଲ୍ ମାର୍କେଟ୍ (ଡବ୍ଲୁଟିଏମ୍) ୨୦୨୨ରେ ଅଂଶଗ୍ରହଣ କରିବ ଯାହାକି ସବୁଠାରୁ ବଡ଼
Read More...

ବାଧ୍ୟତାମୂଳକ ବିଆଇଏସ୍ ମାନାଙ୍କ ଉଲ୍ଲଂଘନ କରି ଘରୋଇ ପ୍ରେସର କୁକର ବିକ୍ରୟ କରୁଥିବା କ୍ଲାଉଡଟେଲ ବିରୋଧରେ ନିର୍ଦ୍ଦେଶ…

କ୍ଲାଉଡଟେଲ୍କୁ ବିକ୍ରି ହୋଇଥିବା ୧,୦୩୩ ୟୁନିଟ୍ ପ୍ରେସର କୁକର ଫେରସ୍ତ ଆଣିବାକୁ ସିସିପିଏଙ୍କ ନିର୍ଦ୍ଦେଶ୪୫ ଦିନ ମଧ୍ୟରେ ଖାଉଟି ମାନଙ୍କୁ କୁକରର କ୍ରୟ ମୂଲ୍ୟ ଫେରସ୍ତ କରି ଏକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶକ୍ୟୁସିଓ ଉଲ୍ଲଂଘନ କରିବା ସହିତ ଗ୍ରାହକଙ୍କ ଅଧିକାର ଉଲ୍ଲଂଘନ
Read More...