ଶତାୟୁ ଧର୍ମ ପରାୟଣା ମହିଳାଙ୍କ ପରଲୋକ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନିବାସୀ କନକ ମିଶ୍ର ଗତ ୪ ତାରିଖ କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀରେ ଇହଳୀଲା ସମ୍ବରଣ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କୁ ଶହେ ବର୍ଷ ପୁରି ଯାଇଥିଲା । ସେ ଜଣେ ଧର୍ମ ମହିୟଷି ଓ ମେଳାପି ମହିଳା ଥିଲେ । ତାଙ୍କର ମୃତ୍ୟୁରେ ଏ ଅଂଚଳରେ ଶୋକର ଛାୟା!-->…
Read More...
Read More...