Yearly Archives

2022

ସାନ୍ଦୁଲ ନଦୀ ପାଖରେ ସଡ଼କ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନ ବାଲିପଡା ପଟରୁ ରୁପ୍ରା ପଟକୁ ଗତକାଲି ସନ୍ଧ୍ୟାରେ ଆସୁଥିବା ଏକ ଖାଲି ହାଇୱା ଟ୍ରକ୍ ଭଟାଖମାର ନିକଟ ସାନ୍ଦୁଲ୍ ନଦୀର ବ୍ରିଜ୍ ପାଖରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିବା ବେଳେ ଅଳ୍ପକେ ଚାଳକ ବର୍ତ୍ତି ଯାଇଛନ୍ତି । ସୂଚନା…
Read More...

ଛେଳି ପାଇଁ ଯୁବକ ଜୀବନ ଗଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ଥାନା ମିଠାପାଲି ଗ୍ରାମ ପଞ୍ଚାୟତ ଲଉଡମାଲ ଗ୍ରାମରେ ସେହି ଗ୍ରାମର ଲକ୍ଷ୍ମଣ ଭୁଏ (୨୪) ନାମକ ଜଣେ ଯୁବକ ଛେଳି ପାଇଁ ଡାଳ କାଟୁଥିବା ବେଳେ ୩୩ କେଭି ବିଜୁଳି ସଂସ୍ପର୍ଷରେ ଆସି ତାଙ୍କ ମୃତ୍ୟୁ ହୋଇଯାଇଛି । ମୃତଦେହ ଏକ ଗଛରେ ଝୁଲୁଥିବା କିଛି ଲୋକ…
Read More...

ହାଇକୋର୍ଟ ବେଂଚ ସ୍ଥାପନକୁ କଟକ ବାର ଆସୋସିଏସନର ବିରୋଧକୁ କଂଟାବାଂଜି ଓକିଲ ସଂଘର ନିନ୍ଦା ପ୍ରସ୍ତାବ : ହାଇକୋର୍ଟକୁ…

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଓକିଲ ସଂଘ ଗୁରୁବାର ଦିନ କଟକ ବାର ଆସୋସିଏସନ ହାଇକୋର୍ଟ ବେଂଚ ସ୍ଥାପନକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ପତ୍ର ଲେଖି ଜଣାଇଛନ୍ତି । ପ୍ରକାଶ ଥାଉକି କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରାଜୁ…
Read More...

ମହାନଦୀ ଜଳ ବିବାଦରେ ପ୍ରତିକ୍ରିୟା ରଖିଲେ ନରସିଂହ

ଉଭୟ ବିଜେଡି ଓ ବିଜେପିର ଷଡଯନ୍ତ୍ର ପାଇଁ ଓଡିଶାରେ ମହାନଦୀ ଶୁଖି ଯାଉଛି, କଂଗ୍ରେସ ନୁହେଁ ମହାନଦୀ ପାଇଁ ବିଜେପି କାନ୍ଦୁଛି କୁମ୍ଭୀର କାନ୍ଦଣା : ନରସିଂହମହାନଦୀ ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କଲେ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାନଦୀ ଜଳ ବିବାଦରେ…
Read More...

ଷୋହଳ ପ୍ରହର ନାମଯଜ୍ଞର ଦ୍ଵିତୀୟ ଦିବସରେ ମହାମନ୍ତ୍ର ଧ୍ୱନିରେ ପ୍ରବାହିତ ପୁରେନା ଗ୍ରାମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତ ପୁରେନା ଗ୍ରାମରେ ତିନି ଦିନ ବ୍ୟାପୀ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି । ନାମଯଜ୍ଞ ଆରମ୍ଭରୁ ପ୍ରହର ଅନୁସାରେ ଭଗବାନଙ୍କଠାରେ ଭୋଗ ସହ ହୋମ ଅନୁଷ୍ଠିତ ହୋଇଅଛି । ମହାମନ୍ତ୍ର ଧ୍ୱନିରେ…
Read More...

୧୯୬ ବୋତଲ ନକଲି ବିଦେଶୀ ମଦ ଜବତ : ବିଦେଶୀ ମଦ ଦୋକାନରେ କାମ କରୁଥିବା ୨ କର୍ମଚାରୀ ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ଅବକାରୀ ଗୋଇନ୍ଦା ବିଭାଗ ସମ୍ବଲପୁର ଓ ପାଟଣାଗଡ଼ ଅବକାରୀ ବିଭାଗର ମିଳିତ ଭାବେ ଚଢ଼ଉ କରି ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ରାମବ୍ରତ ସାହୁ ଓ ଗୌତମ ମହନ୍ତ । ମିଳିଥିବା ରିପୋର୍ଟ…
Read More...

ପୁଣି ଏକ ଦାଦନ ଶ୍ରମିକଙ୍କ ଶବକୁ ଇଟା ଭାଟି ମାଲିକ ପୋଡ଼ି ଦେଇଥିବା ଅଭିଯୋଗ : ତଦନ୍ତ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ସରୁନି ଦାଦନ ଦୁଃଖ । ଶିଳ୍ପ ବିହୀନ ବଲାଙ୍ଗିର ଜିଲ୍ଲାରେ କାମଧନ୍ଦା ଅଭାବରୁ ପେଟପାଟଣା ପାଇଁ ବାହାର ରାଜ୍ୟ ଆନ୍ଧ୍ର ପ୍ରଦେଶ, କେରଳ, ଚେନ୍ନାଇ ଓ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ । ହେଲେ ଦୁଃଖର…
Read More...

ଜିଲ୍ଲା ଟୀକା ଭଣ୍ଡାର ଉଦ୍‌ଘାଟନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍‌ପିଟାଲ ପରିସରରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଜିଲ୍ଲା ଟୀକା ଭଣ୍ଡାରର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇଯାଇଛି । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ନୂତନ ପ୍ରକାର ଭୂତାଣୁ ଜନିତ ରୋଗର…
Read More...

ହୋଟେଲ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ

ଜୟ ପୁରୋହିତ ସଭାପତି ଓ ରବି ପୁଝାରୀ ସଂପାଦକ ଭାବେ ମନୋନୀତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସ୍ୱୟମ ହୋଟେଲଠାରେ ବଲାଙ୍ଗିର ହୋଟେଲ ସଂଘର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଶୋକ ପାଢିଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକ ପ୍ରାରମ୍ଭରେ ଆଗ।।ମୀ ବର୍ଷରେ ସଂଘର…
Read More...

ବୃହତ୍ତର ଓ ସଂଯୁକ୍ତ କୋସଲ ଆନ୍ଦୋଳନ ପାଇଁ ପ୍ରସ୍ତୁତି ୧୮ରେ : ବରଗଡ ଠାରେ ମନ୍ଥନ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋସଲ ଆନ୍ଦୋଳନ କେବଳ ଏକ ରାଜନୈତିକ ଆନ୍ଦୋଳନ ନୁହେଁ । ଏହା ଏହି ଅଂଚଳବାସୀଙ୍କ ଦଶନ୍ଧି ଦଶନ୍ଧି ଧରି ହୋଇଥିବା ଶୋଷଣ, ଉତ୍‌ପୀଡନ ଓ କ୍ରାନ୍ତି ଗାଥାର ପ୍ରତୀକ । କିନ୍ତୁ ବିଗତ ଦୁଇ ବର୍ଷରେ କରୋନା ମହାମାରୀ ଓ ଅଞ୍ଚଳର ଅସମ୍ବେଦନଶୀଳ ନେତାମାନଙ୍କ ଆତ୍ମଘାତି…
Read More...