Yearly Archives

2022

ଅଖିଳ ଭାରତୀୟ ଅଘରିଆ ସମାଜର ବୈଠକ : ନିଜର ଜନ ଗଣନା ପାଇଁ ନେଲେ ନିଷ୍ପତ୍ତି

ଝାରସୁଗୁଡା : ଅଖିଳ ଭାରତୀୟ ଅଘରିଆ ସମାଜର ରାଜ୍ୟ କମିଟିର ବୈଠକ ସଭାପତି ନରେଶ ନାଏକଙ୍କର ସଭାପତିତ୍ୱ ଓ ପ୍ରହଲ୍ଲାଦ ନାଏକଙ୍କର ପରିଚାଳନାରେ ଆଜି ହଁସାମୁରା କଣ୍ଟାପାଲିର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଗାମୀ ସାଙ୍ଗଠାନିକ ନିର୍ବାଚନ ସହିତ ଜନ ଗଣନା କରାଯିବାକୁ…
Read More...

ନିଜ ଖର୍ଚ୍ଚରେ ପୋଖରୀରୁ ପଙ୍କ ବାହାର କଲେ ସାନକଲଙ୍ଗାପାଲି ଗ୍ରାମବାସୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ବାଲିପଟା ପଞ୍ଚାୟତ ଅନ୍ତର୍ଗତ ସାନକଲଙ୍ଗାପାଲିରେ ପାନୀୟ ଜଳ ସମସ୍ୟା ପାଇଁ ଗ୍ରାମବାସୀ ପାଣ୍ଠି ସଂଗ୍ରହ କରି ନିଜ ପୋଖରୀରୁ ପଙ୍କ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ କଲଙ୍ଗାପାଲି ଗ୍ରାମରେ ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ…
Read More...

କନ୍ଦରାଭଟାଠାରେ ଗୋଣ୍ଡୱାନା ଛାତ୍ର ସଂଗଠନର ୨ୟ ବୈଠକ ଅନୁଷ୍ଠିତ

ଜୁନ ୨୪ରେ ରାନୀ ଦୂର୍ଗାବତୀ ବଳିଦାନ ଦିବସକୁ ତେଲେନପାଲିରେ ପାଳନ କରିବାକୁ ନିଷ୍ପତ୍ତି ପାଟଣାଗଡ଼ (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅଧିନସ୍ଥ କନ୍ଦରାଭଟାଠାରେ ଖପ୍ରାଖୋଲ ବ୍ଲକ ଗୋଣ୍ଡୱାନା ଛାତ୍ର ସଂଗଠନ(ଜେଏସ୍ ୟୁ) ସଭାପତି ତନ୍ତ୍ର ଧରୁଆଙ୍କ ସଭାପତିତ୍ୱରେ…
Read More...

ଅନ୍ୟ ଚାଷୀଙ୍କ ୩ ଶହ ହେକ୍ଟର ରୟତି ଜମିରେ ଜମି ଦଲାଲଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ପଂଜିକୃତ ହୋଇଥିବା ଅଭିଯୋଗ : ଗିରଫ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ଜଣେ ଜମି ଦଲାଲ ବାମଦେବ ସାହୁ ପାଇକମାଲ, ଝାରବନ୍ଧ ଅଞ୍ଚଳର ପାଖାପାଖି ୫୦ରୁ ଅଧିକ ଚାଷୀଙ୍କ ୩ ଶହ ହେକ୍ଟରରୁ ଅଧିକ ରୟତି ଜମି ଉପରେ ନିଜ ପୁଅ, ବହୁ ଆଦିଙ୍କ ନାମରେ ପ୍ରଧାନମନ୍ତ୍ରୀ ଫସଲ ବୀମା ନିଜ ନାମରେ ପ୍ରିମିୟମ ଜମା କରି ଟଙ୍କା…
Read More...

ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପ୍ରଦାନ କଲେ ସରପଞ୍ଚ ତାରାକାନ୍ତୀ ତାଣ୍ଡି

ପାଟଣାଗଡ଼, (ଗୋରେଖନାଥ ବରିହା) : କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପ୍ରଦାନ କରାଯାଇଛି । ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଦମାଇଁପାଲି ପଞ୍ଚାୟତ ଦମାଇଁପାଲି ଗ୍ରାମର ଚନ୍ଦ୍ରମଣି ବାଗ (୪୫) ଦୀର୍ଘ ଦିନ ଧରି କିଡିନି…
Read More...

୪୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ସହ ୧ ଗିରଫ

ଲମତାପୁଟ : ଆନ୍ଧ୍ର ସୀମାନ୍ତ ବାଙ୍ଗୁରପଡା ନଦୀ ଘାଟରୁ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚୋରା ଚାଲଣ ବେଳେ ୪୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ସହ ଜଣେ ମାଫିଆ ଗିରଫ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ୪ ଜଣିଆ ଟିମ୍…
Read More...

ଯାତ୍ରୀବାହୀ ଅଟୋକୁ ଧକ୍କାଦେଲା ଟ୍ରକ : ୨ ମୃତ

ଅନୁଗୋଳ : ଅନୁଗୋଳ ଜିଲ୍ଲା ୫୫ ନଂ ଜାତୀୟ ରାଜପଥରେ ଜରପଡା ଥାନା ଅନ୍ତର୍ଗତ ମରାତିରା ଗ୍ରାମ ଠାରେ ଏକ ଯାତ୍ରୀବାହୀ ଅଟୋକୁ ପିଆଜ ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଅଟୋରେ ବସିଥିବା ୨ ମହିଳା ଯାତ୍ରାଙ୍କର ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ହୋଇଥିବା ଏହି ଦୁର୍ଘଟଣାରେ ଦୁଇଜଣ…
Read More...

ରାଜ୍ୟ ଯୁବ ସମାଜସେବୀ ମହାସଂଘର ରାଜ୍ୟ ଉପସଭାପତି ହେଲେ ବଲାଙ୍ଗିରର ସୋମନାଥ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଯୁବ ସମାଜସେବୀ ମହାସଂଘର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି ବଲାଙ୍ଗିରର ତଥା ସାରା ଓଡିଶାରେ ସମାଜସେବା କ୍ଷେତ୍ରରେ ନା କରିଥିବା ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ସଭାପତି ସୋମନାଥ ମିଶ୍ର । ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା…
Read More...

ଆଜି ପବିତ୍ର ସାବିତ୍ରୀ ବ୍ରତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ । ସଧବା ନାରୀମାନେ ଏହି ଦିନ ସ୍ୱାମୀଙ୍କ ଦୀର୍ଘ ଆୟୁଷ ଓ ମଙ୍ଗଳ କାମନା କରି ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ପ୍ରତ୍ୟେକ ନାରୀ ନିଜ ସ୍ୱାମୀଙ୍କର ସୁନ୍ଦର ସ୍ୱାସ୍ଥ୍ୟ ଓ…
Read More...

ମେ ୩୦ ତାରିଖରେ ପିଲାଙ୍କ ପାଇଁ ପିଏମ କେୟାର୍ସ ଯୋଜନାର ଲାଭ ବିତରଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୩୦ ତାରିଖ ୨୦୨୨ ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ପିଲାଙ୍କ ପାଇଁ ପିଏମ କେୟାର୍ସ ଯୋଜନାର ଲାଭ ବିତରଣ କରିବେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବୃତ୍ତି ଅର୍ଥ ହସ୍ତାନ୍ତର କରିବେ ।…
Read More...