Monthly Archives

November 2022

ଅଲିଭ ରିଡଲେଙ୍କ ମିଳନ ପର୍ବ ଆରମ୍ଭ, ଋଷିକୂଲ୍ୟା ମୁହାଁଣରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପୁରୁଣାବନ୍ଧ ପଞ୍ଚାୟତ ଋଷିକୂଲ୍ୟା ମୁହାଁଣ ଠାରୁ ଆରମ୍ଭ କରି ପୋଡ଼ମପେଟା ବେଳାଭୂମିକୁ ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଗଞ୍ଜାମ ସହରର ଋଷିକୂଲ୍ୟା ମୁହାଁଣ ଗଞ୍ଜାମ ଜିଲ୍ଲାର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।…
Read More...

ବିଜେପି କାର୍ଯ୍ୟକର୍ତ୍ତା ଧନେଶ୍ୱର ସାହୁଙ୍କ ଦୁର୍ଘଟଣାରେ ଅକାଳ ବିୟୋଗ

ପଦ୍ମପୁର ଡାକ୍ତରଖାନାରେ ଆମ୍ବୁଲାନ୍ସ, ଅକ୍ସିଜେନ ଥିଲେ ହୁଏତ ଆଜି ଧନେଶ୍ୱର ଜୀବନ ବଂଚିପାରିଥାନ୍ତା : ସମୀର ମହାନ୍ତିଶେଷ ଦର୍ଶନ କରି ଦଳୀୟ ପତକା ଏବଂ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟ ସଭାପତି ପଦ୍ମପୁର, (ନିରୋଜ କୁମାର ପାଣୀ) : ଏକ ସଡକ ଦୁର୍ଘଟଣାରେ ଗତକାଲି ପଦ୍ମପୁର…
Read More...

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ସଭାର ତ୍ରୟୀବାର୍ଷିକ ଅଧିବେଶନ ଓ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶ୍ରୀ ନରସିଂହ ମନ୍ଦିର ଠାରେ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ତ୍ରୟୀବାର୍ଷିକ ଅଧିବେଶନ, କର୍ମକର୍ତ୍ତା ନିର୍ବାଚନ ଓ ନୂଆଁଖାଇ ଭେଟ୍‌ଘାଟ୍‌ ସଭାପତି ଗିରିଧାରୀ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭରେ ଭଗବାନ ପର୍ଶୁରାମଙ୍କ…
Read More...

ଯୁବ କୁଲୁତା ସମାଜ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ସ୍ଥାନୀୟ ଅଗ୍ରସେନ ଭବନଠାରେ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତିଶଗଡ କୁଲୁତା ସମାଜ ସଭାପତି…
Read More...

ହିଞ୍ଜିଳିକାଟୁଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ସମାବେଶରେ ଗଞ୍ଜାମ ଜିଲ୍ଲାପାଳଙ୍କ ଋଣ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟ ନେଇ ଗଢିଉଠିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ଆୟୋଜନ ହୋଇଯାଇଛି ଏକ ବିଶାଳ ମିଶନ ଶକ୍ତି ବ୍ଲକସ୍ତରୀୟ ଋଣ ମେଳା । ଯାହାକି ଗଞ୍ଜାମ ଜିଲ୍ଲାର ମୁଖ୍ୟମନ୍ତ୍ରୀଙ୍କ…
Read More...

ଜ୍ୟୋତି ରଂଜନ ସ୍ମାରକୀ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ, ବାରପୁଡୁଗିଆ ଆନୁକୂଲ୍ୟରେ ୧୮ତମ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ, ଜ୍ୟୋତି ରଂଜନ ସ୍ମାରକୀ ଉଦ୍‌ଯାପିତ ହୋଇଯାଇଛି । ଆଜି ପ୍ରଥମ ସେମିଫାଇନାଲ ମ୍ୟାଚରେ ଚାଣ୍ଟିମୁଣ୍ଡା ଦଳ ବାରପୁଡୁଗିଆ ଦଳକୁ ହରାଇ ଫାଇନାଲକୁ ପ୍ରବେଶ କରିଥିବା…
Read More...

ପଦ୍ମପୁର ଉପନିର୍ବାଚନରେ ପ୍ରଚାରର ମଙ୍ଗ ଧରିବେ ଧର୍ମେନ୍ଦ୍ର ପ୍ରଧାନ

ଆସନ୍ତାକାଲି ଠାରୁ ୩ ଦିନିଆ ପ୍ରଚାରରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ପୃଥ୍ୱୀରାଜ ହରିଚନ୍ଦନନଭେମ୍ବର ୨୯, ୩୦ ଓ ଡିସେମ୍ବର ୧ରେ ପଦ୍ମପୁରରେ ପ୍ରଚାର କରିବେରୋଡ ସୋ, ପଦଯାତ୍ରା ଓ ଜନସଭାର କାର୍ଯ୍ୟକ୍ରମ ରହିଛିଡିସେମ୍ବର ୩ରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିବେଆୟକର…
Read More...

୧୧ କ୍ୱିଣ୍ଟାଲ ମହୁଲ ଜବତ : ୧ ଗିରଫ

ମୋରଡ଼ା : ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଅବକାରୀ ବିଭାଗ ସୋମବାର ଦାନ୍ତିଆମୁଁହା ପଞ୍ଚାୟତର ବଡ଼ଜାମବଣି ଗ୍ରାମରେ ଚଢ଼ାଉ କରି ୧୧ କ୍ୱିଣ୍ଟାଲ ମହୁଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ତପନ କୁମାର ପାତ୍ର । ଅବକାରୀ ଅଧିକାରୀ ପୀତାମ୍ବର ମହାପାତ୍ରଙ୍କ ସୂଚନା…
Read More...

ଆମ୍ବୁଲାନ୍ସରୁ ନାଗସାପ ଉଦ୍ଧାର

ଅନୁଗୁଳ : ଆମ୍ବୁଲାନ୍ସରୁ ନାଗସାପ ଉଦ୍ଧାର । ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ । ଗାଁ ଗାଁ ବୁଲି ମାଗଣା ଚିକିତ୍ସା ଯୋଗାଇ ଦେଉଥିବା ଭ୍ରାମ୍ୟମାଣ ଚିକିତ୍ସା ସେବା ଗାଡ଼ି କୋଶଳା, ନାଣ୍ଡିଛୋଡ଼ ଅଞ୍ଚଳରୁ ଫେରୁଥିଲା । ଜଙ୍ଗଲ ରାସ୍ତାରେ ଯାଉଥିବା…
Read More...

କୋଣାର୍କରେ ସାମ୍ବାଦିକଙ୍କୁ ପ୍ରଶିକ୍ଷଣ ଶିବିର

କୋଣାର୍କ : ସୋମବାର କୋଣାର୍କ ଅର୍କଶ୍ରୀ ଶିଳ୍ପୀ ବାଟିକା ପରିସରରେ ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧିନସ୍ଥ ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଓ କଲ୍ୟାଣ ବୋର୍ଡ ଦ୍ୱାରା ଜିଲ୍ଲାସ୍ତରୀୟ ସାମ୍ବାଦିକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ…
Read More...