Daily Archives

ଓସାକା ହାଇଦ୍ରାବାଦ୍‌ର ପଶ୍ଚିମ ଓଡ଼ିଶା ପରିବେଶରେ ନୂଆଁଖାଇ ପାଳିତ

ହାଇଦ୍ରାବାଦ : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ “ଓସାକା” ଦ୍ୱାରା ସେପ୍ଟେମ୍ବର ୧୮ ତାରିଖ ମହା ଧୁମ୍‌ଧାମ୍‌ରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି । ପଶ୍ଚିମ ଓଡ଼ିଶାର ପାରମ୍ପାରିକ ପରିବେଶରେ ପାଳିତ ଏହି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ଡେଲାଙ୍ଗ ଥାନା ପରିସରରେ ରକ୍ଷକ କର୍ମଶାଳା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସଡକ ଦୁର୍ଘଟଣା ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗଇଦେବା ସହିତ ସେମାନଙ୍କ ଜୀବନ ରକ୍ଷା ଦିଗରେ ରାଜ୍ୟ ସରକାର ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ଏନେଇ ରକ୍ଷକ କର୍ମଶାଳା ମାଧ୍ୟମରେ ଜନସାଧାରଣଙ୍କୁ ବିଭିନ୍ନ ସ୍ଥାନରେ ସଚେତନ କରାଯାଉଛି । ଏଣିକି ସଡକ
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ କମିଟି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ କମିଟି ବୈଠକ ଗାନ୍ଧୀ ଷ୍ଟାଡ଼ିଉମଠାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିଲେ । ସାଧରଣ ସମ୍ପାଦକ ମନରଞ୍ଜନ ମିଶ୍ର ପୂର୍ବ ସଭାର ବିବରଣୀ ପଠନ କରିଥିଲେ । ପ୍ରଥମ
Read More...

ସାଲେପାଲି ଜରାନିବାସରେ ମାହେଶ୍ୱରୀ ସଂଗଠନ କୁଡ଼ାସିଂହା ଶାଖା ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ନୂଆଁଖାଇ ପରେ ଗାଁ ଗାଁରେ ଆୟୋଜିତ ହେଉଛି ନୂଆଁଖାଇ ଭେଟ୍‌ଘାଟ୍‌ । କିଏ ସହର ଭିତରେ ପାଳୁଛି ତ ପୁଣି କିଏ ଗାଁ ଲୋକଙ୍କୁ ନେଇ ପାଳୁଛି । ହେଲେ ବଲାଙ୍ଗିର ଜିଲ୍ଲାର ସାଲେପାଲି ଠାରେ ଥିବା ବୃଦ୍ଧାଶ୍ରମରେ ସମାଜରୁ ଅଲୋଡ଼ା ହୋଇ ବଞ୍ଚୁଥିବା ଅସହାୟ ଲୋକଙ୍କୁ ନେଇ
Read More...

ବେହେରାପାଲିଠାରେ ଅଣସଂକ୍ରାମକ ରୋଗ ଚିହ୍ନଟ ଓ ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲିପଡ଼ା ରାଜେନ୍ଦ୍ର ଯୁବକ ସଂଘ ତରଫରୁ ବେହେରାପାଲି କମ୍ୟୁନିଟି ହଲଠାରେ ଏକ ଅଣସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ଡାକ୍ତର ନନ୍ଦ କିଶୋର ପାଢି ଏବଂ ମୁଖ
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୫୯ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡିଆରଡିଏ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ
Read More...

ଭୁବନେଶ୍ୱରରେ ଉଦ୍‌ଘାଟିତ ହେଲା ସୁବର୍ଣ୍ଣାଶ୍ରୀର ଭବ୍ୟ ଶୋ’ରୁମ୍‌

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ବଳିଷ୍ଠ ନେତୃତ୍ୱ ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁବର୍ଣ୍ଣପୁରର ଗୌରବମୟ କଳା ଓ ହସ୍ତଶିଳ୍ପର ଉତ୍ତରାଧିକାରୀ ହିସାବରେ ସୁବର୍ଣ୍ଣାଶ୍ରୀ ଆଉ ଗୋଟିଏ ପାହାଚ ଚଢି ଉତ୍ତମ ଗୁଣବତ୍ତାର ଉତ୍ପାଦ ସହ ଜିଲ୍ଲାର ବୟନ ହସ୍ତ ତନ୍ତ ଓ ହସ୍ତ
Read More...

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି

ପିଚ୍ଛିଲା ଭାବେ ଜାନୁଆରୀ ୨୦୨୨ରୁ ଲାଗୁ ହେବ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ
Read More...

ଓୟୁଡବ୍ଲୁଜେର ନୂଆଁଖାଇ ଭେଟ୍‌ଘାଟ୍‌

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଓୟୁଡବ୍ଲୁଜେର ନୂଆଁଖାଇ ଭେଟ୍‌ଘାଟ୍‌ ଏବଂ ସ୍ୱ ନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ ସାମ୍ବାଦିକମାନଙ୍କ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି
Read More...

ରାମଚନ୍ଦ୍ରପୁର ଗ୍ରାମରେ ବିଶ୍ୱକର୍ମା ପୂଜା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ଦିନରେ ପୂଜା ଅନୁଷ୍ଠିତ ହେବା ପରେ ରାତ୍ରିରେ ବିଶ୍ୱକର୍ମା ପୂଜା ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥିରେ ରାମଚନ୍ଦ୍ରପୁର
Read More...