pakka
Daily Archives

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଷୋଡଷ ଦିବସ

ଅମାମୁଣ୍ଡା ଓ ପ୍ରୋଗ୍ରେସିଭ୍‌ କ୍ଲବ ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆୟୋଜିତ ଆଜି ସୁପର ନକ ଆଉଟ ଖେଳ ଗାନ୍ଧୀ ଷ୍ଟାଡିୟମ ଠାରେ ପ୍ରୋଗ୍ରେସିଭ୍‌ କ୍ଲବ ବଲାଙ୍ଗିର ଟ୍ରାଇବ୍ରେକର ସଡନ୍‌ ଡେଥ୍‌ରେ ଜିଏସ୍‌ପି ଟିଟିଲାଗଡକୁ ହରାଇ
Read More...

ପାଟଣାଗଡ଼ରେ ରୋଗୀ କଲ୍ୟାଣ ସମିତିର ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାର ସଭାଗୃହରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ସରୋଜ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ଏନ୍‌ଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଲ, ଉପଖଣ୍ଡ
Read More...

ମେଧାବୀ ଛାତ୍ରକୁ ପାଠପଢ଼ାରେ ସହଯୋଗ କଲେ ସମାଜସେବୀ ଦେବାନନ୍ଦ ବାବୁ

ବରଗଡ଼, (ନିରୋଜ କୁମାର ପାଣୀ) : ସବୁବେଳେ ପରଦା ପଛରେ ରହି ଅଞ୍ଚଳର କଳା ସଂସ୍କୃତି ତଥା ଗ୍ରାମାଞ୍ଚଳରେ ହେଉଥିବା କ୍ରୀଡ଼ା ପ୍ରତିଯୋଗିତାକୁ ଆର୍ଥିକ ପ୍ରୋତ୍ସାହନ ଦେବା ସହିତ ଧର୍ମାନୁଷ୍ଠାନ ମାନଙ୍କୁ ବିଭିନ୍ନ ସମୟରେ ସହାୟତା ଯୋଗାଇ ଅନ୍ୟ ଶିଳ୍ପପତି ମାନଙ୍କ ପାଇଁ ଉଦାହରଣ ସୃଷ୍ଟି
Read More...

ଓରମାସ ଦ୍ଵାରା ପାଟଣାଗଡ଼ ବ୍ଲକ ସ୍ତରୀୟ ପରାମର୍ଶ ଶିବିର

୨୫୬ ଜଣ ପଞ୍ଜିକରଣ ୧୯୬ ଜଣ ତାଲିମ ପାଇ ଯୋଗ୍ୟବିବେଚିତ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ କାର୍ଯ୍ୟାଳୟଠାରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଅଧିନସ୍ଥ ଓରମାସ ଓ ଜିଲ୍ଲାପ୍ରଶାସନ ଦ୍ଵାରା ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନା ଦ୍ଵାରା ବ୍ଲକର
Read More...

ବଲାଙ୍ଗିର ଜିଲ୍ଲା ଓପେପା କର୍ମଚାରୀ ସେବା ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଓପେପା କର୍ମଚାରୀ ସେବା ସଂଘର ସମସ୍ତ ସଭ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଭ୍ୟମାନଙ୍କ ଦ୍ୱାରା ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ନୂତନ ସଭାପତି ଭାବେ ସନ୍ତୋଷ କୁମାର ମହାରଣା, ଉପସଭାପତି ଭାବେ
Read More...

ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ ଶାଖାର ନବମ ବାର୍ଷିକ ଉତ୍ସବ ଓ ନୂଆଁଖାଇ ଭେଟ୍‌ଘାଟ ଉତ୍ସବ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ନବମ ବାର୍ଷିକ ଉତ୍ସବ ଏବଂ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ସଭାପତି ଆଶୁତୋଷ ରଥଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବରଗଡ ଯୁବ ବିଧାୟକ ତଥା ଜିଲ୍ଲା
Read More...

ବେନକେରାରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ସ୍ୱାସ୍ଥ୍ୟ ହିଁ ସମ୍ପଦ : ସାଂସଦ ନିରଞ୍ଜନ ବିଶି ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବେନକେରାଠାରେ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପରାମର୍ଶଦାତା ସଦସ୍ୟ ନିରଞ୍ଜନ ବିଶିଙ୍କ ଉଦ୍ୟମ କ୍ରମେ
Read More...

ବିଜ୍ଞାନ ସାହିତ୍ୟ ପରିଷଦର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜ୍ଞାନ ସାହିତ୍ୟ ପରିଷଦର ଏକ କାର୍ଯ୍ୟକାରିଣୀ ବୈଠକ ସଭାପତି ଡ. ଅଭିମନ୍ୟୁ ମିଶ୍ରଙ୍କ ସଭାପତିତ୍ୱରେ କ୍ଲବପଡା ସ୍ଥିତ ଅଚ୍ୟୁତାନନ୍ଦ ଉଦ୍‌ଗାତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ କିଛି ଦିନ ହେଲା ପୀଡିତ ଥିବା ଶ୍ରୀ ଉଦ୍‌ଗାତାଙ୍କ
Read More...

ଡେଲାଙ୍ଗ ଓ କଣାସରେ ପ୍ରତିବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି : କଣ୍ଟି ଓ ମାଧିପୁର କାଜକୁ ବନ୍ଦ କରିବା ପାଇଁ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନଦୀ ବନ୍ଧ ସୁଦୃଢିକରଣ, ନଦୀ ଖନନ ନିମନ୍ତେ ସରକାର କୋଟି କୋଟି ଟଙ୍କା ଅର୍ଥ ବ୍ୟୟ କରୁଛନ୍ତି । ହେଲେ ବନ୍ୟା ସମୟରେ ଲୋକଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ବନ୍ୟା ସମୟରେ କେଉଁଠି ନଦୀ ବନ୍ଧ ଭାଙ୍ଗିଲାଣି ତ କେଉଁଠି ବନ୍ଧରେ ଗଳିଆ ପଡି ଗାଁ
Read More...

ହଳଦିଆ ତେଲି ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ଓ ଛତିଶଗଡ ହଳଦିଆ ତେଲି ସମାଜ ତରଫରୁ ବରଗଡ ଜିଲ୍ଲା ପୁଞ୍ଜିପଥରଠାରେ ଖୁବ ଯାକ ଯମକରେ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ସମାପନ ହୋଇଯାଇଛି । ଏହି ଶାଶ୍ୱତ ମହାସମାରୋହରେ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମନ୍ତ୍ରୀ ରିତା ସାହୁ ମୁଖ୍ୟ ଅତିଥି ଭାବେ ଓ
Read More...