Monthly Archives

June 2022

୭୦ ବର୍ଷୀୟ ବୃଦ୍ଧା ନିଖୋଜ

ବରଗଡ, (ନିରୋଜ କୁମାର ପାଣୀ) : ୭୦ ବର୍ଷୀୟ ବୃଦ୍ଧା ମନଭାଙ୍ଗି ମେହେର ନିଖୋଜ ଥିବା ଖବର ମିଳିଛି । ସୂଚନା ଅନୁସାରେ ଗତ ୨୯/୦୫/୨୦୨୨ତାରିଖ ରବିବାର ଦିନ ୧୧ ଟା ସମୟରେ ବରଗଡ ସ୍ଥିତ ତାଙ୍କ ଘରୁ କୁଆଡେ ଚାଲି ଯାଇଛନ୍ତି । ଘରୁ ଯିବା ସମୟରେ ସେ ସବୁଜ ରଙ୍ଗର ସମ୍ବଲପୁରୀ ଶାଢ଼ୀ ପରିଧାନ
Read More...

ବଲାଙ୍ଗିରଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ରାଜ୍ୟରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ୧୫ ଦିନିଆ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଆୟୋଜିତ ଏକ ସଚେତନତା ରଥକୁ
Read More...

ରୋଟାରୀ ଇଲାଇଟର କନକ୍ଲେଭ ୨୦୨୨ ଅନୁଷ୍ଠିତ

ଛାତ୍ରଛାତ୍ରୀ ବିଶ୍ୱବଜାରର ସ୍ଥିତିକୁ ଆଖି ଆଗରେ ରଖି ପାଠପଢନ୍ତୁ - ଅସୀତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସାମ୍ବାଦିକ ଭବନଠାରେ ବଲାଙ୍ଗିର ରୋଟାରୀ ଇଲାଇଟ ତରଫରୁ କନକ୍ଲେଭ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ପଶ୍ଚିମ ଓଡିଶା
Read More...

ହରିଶଙ୍କର ରେଞ୍ଜ ଜଙ୍ଗଲ ବିଭାଗ ପକ୍ଷରୁ ଚାଉଲବାଞ୍ଜିଠାରେ ସଚେତନତା କାର୍ଯ୍ୟକ୍ରମ ଓ ବନସୁରକ୍ଷା ସମିତିକୁ ଟେଣ୍ଟ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଚାଉଳବାଞ୍ଜି ଠାରେ ଜଙ୍ଗଲ ବିଭାଗ ତରଫରୁ ଆମ ଜଙ୍ଗଲ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଆମ ଜଙ୍ଗଲ ଯୋଜନା ଟିମ୍ ଲିଡର ସଂଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ
Read More...

ରାଜ୍ୟସଭା ପ୍ରାର୍ଥୀ ନିରଞ୍ଜନ ବିଶିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ପାଇଁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦିବାସୀମାନଙ୍କର ଗର୍ବ ଓ ଗୌରବ, ଆଦିବାସୀଙ୍କର ଯନ୍ତ୍ରଣା ବନ୍ଧୁ, ଖଟିଖିଆ, ମେହନତି, ଅବହେଳିତ, ଦଳିତ ଓ ନିଷ୍ପେସିତ ଲୋକଙ୍କ ସମସ୍ୟା ସମେତ ଖେତ ମଜଦୁର ଶ୍ରମିକମାନଙ୍କର ସମସ୍ୟାକୁ ଭଲ ଭାବରେ ଉପଲବ୍ଧି କରିଛନ୍ତି ଶ୍ରୀ ବିଶି ତଥା ପଶ୍ଚିମ ଓଡିଶା ଆଦିବାସୀ
Read More...

ଡିଏଫ୍‌ଓଙ୍କ କାର୍ଯ୍ୟାଳୟଠାରେ ଡିଏଫ୍‌ଓଙ୍କ ସହିତ ଆଲୋଚନା କଲେ ପୌରଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଡିଏଫ୍‌ଓଙ୍କ କାର୍ଯ୍ୟାଳୟଠାରେ ଡିଏଫ୍‌ଓ ନୀତିଶ କୁମାରଙ୍କ ସହିତ ଆଲୋଚନା କରିଛନ୍ତି ପୌରଧ୍ୟକ୍ଷା ଲିକା ସାହୁ । ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ମୁଖ୍ୟତଃ ବଲାଙ୍ଗିର ସହରରେ ବୃକ୍ଷ ରୋପଣ କରିବା ପାଇଁ ଆଲୋଚନା କରିଥିବା ବେଳେ ଡିଏଫ୍‌ଓ ନୀତିଶ
Read More...

କନସିଂହାଠାରେ ସପ୍ତମ ଶୀତଳ ଷଷ୍ଠୀ ଶିବ ବିବାହ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ କନସିଂହା ଗ୍ରାମ ସ୍ଥିତ ବାବା ଚନ୍ଦ୍ରଶେଖର ପୀଠରେ ମହାନ୍ ପୌରାଣିକ କଥାବସ୍ଥୁ ଉପରେ ଆଧାରିତ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହୋତ୍ସବ ନିରାଡମ୍ବର ଭାବେ ପାଳିତ ହୋଇଛି । ଚଳିତ ବର୍ଷ ଏହା ସପ୍ତମ ଶୀତଳ ଷଷ୍ଠୀ
Read More...

ଷ୍ଟେଟ ବ୍ୟାଙ୍କ ଆର୍ସେଟି ଦ୍ୱାରା ପାପଡ, ଆଚାର ଓ ମସଲା ପାଉଡର ତାଲିମ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଷ୍ଟେଟ ବ୍ୟାଙ୍କ ଆର୍ସେଟି ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ଫଟକରା ଗ୍ରାମରେ ଏକ ଦଶ ଦିନିଆ ପାପଡ, ଆଚାର ଓ ମସଲା ପାଉଡର ତିଆରି କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୁଇଁତଲା ବ୍ଲକର ଦୁର୍ଗା ପ୍ରସାଦ
Read More...

ପଂଚାୟତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ପୁଇଁତଲା, (ଶମ୍ଭୁନାଥ ସାହୁ) : ଆଜି ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାରେ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତ ଶିକ୍ଷକ ସଂକୀର୍ତ୍ତନ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ସମାରୋହରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି
Read More...

ବାଲ୍ୟ ବିବାହକୁ ରୋକିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ବାଲ୍ୟ ବିବାହ ପ୍ରତୋରୋଧ ମଞ୍ଚ ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ, ସୁବର୍ଣ୍ଣପୁର, ଆକ୍ସନ ଏଡ଼୍‌ ଓ ୟୁନିସେଫ ଓଡିଶାର ମିଳିତ ଆନୁକୂଲ୍ୟରେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଆବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ
Read More...