Monthly Archives

June 2022

ଡକାୟତି ଘଟଣାର ୨ ଅଭିଯୁକ୍ତଙ୍କୁ ଗିରଫ କଲା ନୟାଗଡ ପୋଲିସ

ନୟାଗଡ : ଡକାୟତି ଘଟଣାରେ ନୟାଗଡ ଟାଉନ୍‌ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ହୋଇଥିବା ୨ ଜଣ ଅଭିଯୁକ୍ତ ହେଲେ ନୂଆଗାଁ ଥାନା ଖୁଣ୍ଟୁବନ୍ଧ ଗାଁର ଦିଲ୍ଲିପ କୁମାର ନାୟକ ଏବଂ ଚନ୍ଦନ ନାୟକ । ସେମାନଙ୍କ ଠାରୁ ଦେଢ କେଜି ରୁପା, ବହୁ ପରିମାଣର ସୁନା ଅଳଙ୍କାର,
Read More...

ବାପାକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଲେ ୨ ପୁଅ

ସୁନ୍ଦରଗଡ : ବାପାକୁ କାଠ ଫାଳିଆରେ ପିଟି ପିଟି ପୁଅ ହତ୍ୟା କରିଥିବା ଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଣାଇର ଚାନ୍ଦିପୋଷ ଥାନାର ରାଣିବେର୍ଣ୍ଣା ଅଞ୍ଚଳରେ । ଘରୋଇ କଳହକୁ କେନ୍ଦ୍ର କରି ବାପାକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛନ୍ତି ୨ ପୁଅ । ମୃତକ ଜଣକ ମଙ୍ଗରା ଭୂମିଜ
Read More...

ସଡକ ଦୁର୍ଘଟଣା : ୨ ଡ୍ରାଇଭର୍ ଗୁରୁତର

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ କାଠ କରଞ୍ଜିଆ ପୋଲ ନିକଟରେ ଆଜି ସକାଳ ୬ ଟାରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ସୂଚନାନୁଯାୟୀ, କରଞ୍ଜିଆ ଥାନା ଅନ୍ତର୍ଗତ ୪୯ନମ୍ବର
Read More...

ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମା' ସମଲେଶ୍ୱରୀଙ୍କ ଦର୍ଶନ ସହ ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ବିଭିନ୍ନ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମ ସହ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ । ଯୁଯୁମୁରାଠାରେ ହେବାକୁ ଥିବା ବିଶାଳ
Read More...

ଆଜି ବିଶ୍ଵ ପରିବେଶ ଦିବସ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ବିଶ୍ଵ ପରିବେଶ ଦିବସ ଅବସରରେ ବାଲୁକାଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ୍ ହାଉସ ବେଳାଭୂମିରେ ୧୫ ଫୁଟ ଓସାର ବିଶିଷ୍ଟ ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ୧୨ଟନ ବାଲି ଉପଯୋଗ କରାଯାଇଛି । ଚଳିତ ବର୍ଷର ଥିମ୍ "Only One Earth"କୁ ନେଇ
Read More...

ଦେଓଗାଁ ଅଞ୍ଚଳରେ ଝଡ ତୋଫାନ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ସନ୍ଧ୍ୟାରେ ଦେଓଗାଁ ଅଞ୍ଚଳରେ ଝଡ ତୋଫାନ ହୋଇଥିବା ଦେଖିବାକୁ ମିଳିଥିଲା । ରାସ୍ତା କଡର ଗଛଗୁଡ଼ିକ ଭାଙ୍ଗି ପଡ଼ିଥିବା ବେଳେ କିଛି ସ୍ଥାନରେ ବିଦ୍ୟୁତ୍ ତାର ମଧ୍ୟ ଛିଣ୍ଡି ପଡ଼ିଥିବା ଜାଣିବାକୁ ମିଳିଛି । ଏପରିକି ଗ୍ରାମାଞ୍ଚଳରେ ଡ୍ରେନ ସଫେଇ
Read More...

ଭାରତ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପରିଷଦ (ଆଇଟିୟୁ)କୁ ପୁନଃ ନିର୍ବାଚିତ ହେବା ପାଇଁ କରିବ ପ୍ରତିଦ୍ୱନ୍ଦିତା

-ବେତାର ନିୟନ୍ତ୍ରଣ ବୋର୍ଡ (ଆର୍‌ଆର୍‌ବି)ର ସଦସ୍ୟ ପଦ ପାଇଁ ଭାରତର ଶ୍ରୀମତୀ ଏମ୍‌. ରେବତୀଙ୍କ ନାମ ପ୍ରସ୍ତାବିତ -ଭାରତ ଆଇଟିୟୁର ସ୍ୱପ୍ନ ଓ ଦୂରଦୃଷ୍ଟିକୁ ଭାଗିଦାର ଭାବେ ଗ୍ରହଣ କରେ, ବିଶ୍ୱକୁ ବାର୍ତ୍ତା ଦିଏ ଯେ ସମାଜ ସହିତ ଯୋଡି ହୋଇ ରହିଛି ଓ ଆଇସିଟିଏସ୍‌କୁ ୨୦୩୦ ସୁଦ୍ଧା
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ସାଂସଦ ସଙ୍ଗିତାଙ୍କ କଡା ଚେତାବନୀ, ରୋଗୀ ଚିକିତ୍ସା ବାଧିତ ହେଲେ ରଦ୍ଦ…

୩ଜଣ ବଦଳରେ ମାତ୍ର ଜଣେ ଟେକନିସିଆନ୍‌ବିଭାଗର ସମସ୍ତ ଏସି ଦୁର୍ବଳହାତରେ ସଫା ହେଉଛି ଡାଇଲାଇଜରବ୍ୟବସ୍ଥା ସୁଧାରିବାକୁ ୧୦ ଦିନ ଦେଲେ ମହଲତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭୀମଭୋଇ ମେଡିକାଲର ଡାଏଲିସିସ୍‌ ଓ ଅଲ୍‌ଟ୍ରାସାଉଣ୍ଡ ବିଭାଗର ସାଂଘାତିକ ଅବସ୍ଥା ନେଇ ‘କୋଶଳ
Read More...

ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଯୁବକବି ଅଶୋକ କୁମାର ରାଉତ ସମ୍ବର୍ଦ୍ଧିତ

ରାଉରକେଲା, (ସସ୍ମିତା ପ୍ରଧାନ) : 'ସ୍ୱାଧୀନତାର ଅମୃତ ମହୋତ୍ସବ' ଅବସରରେ ରାଜଭବନର ଅଭିଷେକ ହଲରେ କବିତାପାଠ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡଃ ହୃଷୀକେଶ ମଲ୍ଲିକ ଯୋଗ ଦେଇ
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୨ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୨ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...