Monthly Archives

June 2022

ହରିଶଙ୍କର ଠାରେ ଶୀତଳ ଷଷ୍ଠୀ ପୂଜା ପାଇଁ କଳସ ଶୋଭାଯାତ୍ରା

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରସିଦ୍ଧ ହରିଶଙ୍କର ଐତିହାସିକ ତୀର୍ଥ ପୀଠ ଠାରେ ସର୍ବ ଭାରତୀୟ ବିଂଝାଲ ସମାଜ ପକ୍ଷରୁ ଶୀତଳ ଷଷ୍ଠୀ ଓ ଶିବ ବିବାହ ପୂଜନୋତ୍ସବ ପାଇଁ କଳଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । । ଘଣ୍ଟ, ଶଂଖ ,ଦୁଲଦୁଲି ବାଜା ସହ ଏକ ଶୋଭାଯାତ୍ରାରେ ବାହାରି ଗନ୍ଧମାର୍ଦ୍ଦନ
Read More...

ମାଣ୍ତିଆଢିପା ସରପଞ୍ଚଙ୍କ ନିଆରା ପ୍ରୟାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ତିଆଢିପା ପଞ୍ଚାୟତର ସରପଞ୍ଚ ଚନ୍ଦ୍ରିକା ସାହୁ ନିଜ ଉଦ୍ୟମରେ ପଞ୍ଚାୟତ ଅଧିନସ୍ଥ ସମସ୍ତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଲେଖାଁଏ ଖାତା ବଣ୍ଟନ କରିଛନ୍ତି । ଗ୍ରୀଷ୍ମ ଛୁଟି ଅବସରରେ ଚାଳିବାକୁ ଥିବା
Read More...

୩୫ ଲିଟର ରନ୍ଧାମଦ ଓ ୭ କ୍ୱିଣ୍ଟାଲ ମହୁଲ ଫୁଲ ଜବତ, ୨ଗିରଫ ପରେ କୋର୍ଟ ଚାଲାଣ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଅବକାରୀ ବିଭାଗ ପୃଥକ୍ ପୃଥକ୍ ସ୍ଥାନରେ ଚଢାଉ କରି ରନ୍ଧା ମହୁଲି ମଦ ସହ ମହୁଲ ଫୁଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଲରମ୍ଭା ଥାନା ଗଡିଆଜୋର ଗାଁ ମେଘ ମେହେର (୪୦) ଓ ଅଏଁଲାତୁଙ୍ଗା ଗ୍ରାମର କୃଷ୍ଣ ବରିହା (୪୩) ମେଘ ଓ
Read More...

କୋଶଳ ପ୍ରବାହର ପ୍ରଭାବ ଦିବ୍ୟାଙ୍ଗ ଛଟୁ ନାଗଙ୍କୁ ମିଳିଲା ହୁଇଲ୍‌ ଚେୟାର

ପାଟଣାଗଡ଼, (ଗୋରେଖନାଥ ବରିହା) : ଦିବ୍ୟାଙ୍ଗ ଛଟୁଙ୍କ ଅଚଳ ଦୁଇ ଗୋଡ଼ ତଥାପି ତାଙ୍କ ଦୃଢ଼ ମନ ଯୋଗ ଅଧ କିମି ରାସ୍ତା ଘୋଷାରି ଘୋଷାରି ନିଜ ଗାଁ ସ୍କୁଲକୁ ଯାଆନ୍ତି ପାଠପଢି ଏନେଇ କୋଶଳ ପ୍ରବାହରେ ଖବର ପ୍ରକାଶିତ ହେବା ପରେ ଆଜି ପାଟଣାଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ୍ ସାମାଜିକ ସୁରକ୍ଷା
Read More...

ଯାଜପୁରରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ

ଯାଜପୁର : “ଶିଶୁ ଶ୍ରମ ମୁକ୍ତ ଯାଜପୁର ଜିଲ୍ଲା” ଆମର ସଂକଳ୍ପ । ଏହି ଲକ୍ଷ୍ୟ ନେଇ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଓଡିଶା ସରକାର ଏବଂ ଶ୍ରମ ବିଭାଗ, ଯାଜପୁର ମିଳିତ ଆନୁକୁଲ୍ୟରେ “ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ”ର ଶୁଭାରମ୍ଭ କରାଯାଇଛି । ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
Read More...

ବାଉଁଶୁଣୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ବ୍ଲକ ବାଉଁଶୁଣୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜ଼ିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ରାଉତଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି କ୍ଷ ଏହି ଶିବିରରେ ସର୍ବମୋଟ ୧୪୪ ଗୋଟି ଅଭିଯୋଗ
Read More...

ଫୁଲବାଣୀ ସହରରେ ବିଶ୍ୱ ସାଇକେଲ ଦିବସ ପାଳିତ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଫୁଲବାଣୀ ସହରର ସ୍ଥାନୀୟ ମାଦିକୁନ୍ଦ ଛକଠାରେ ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ୱ ବାଇସାଇକେଲ ଦିବସ ଗତକାଲି ପାଳିତ ହୋଇଯାଇଛି ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବରେ ଡେପୁଟି- ଜ଼ିଲ୍ଲାପାଳ ବୁନା ପ୍ରଧାନ ଯୋଗ ଦେଇଥିବା ବେଳେ
Read More...

ଜିଲ୍ଲାରେ ପ୍ରତିଭାବାନ ହକି ଖେଳାଳି ଚିହ୍ନଟ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ତରଫରୁ ରାଜ୍ୟରେ ଖେଳ ଓ ଖେଳାଳି ତଥା କ୍ରୀଡା ଭିତ୍ତିଭୂମିକୁ ଗରୁତ୍ୱ ପ୍ରଦାନ ପୂର୍ବକ ଅନେକ ବିକାଶ ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ରାଜ୍ୟର କୋଣ ଅନୁକୋଣରେ ଲୁଚିରହିଥିବା ପ୍ରତିଭା ସମ୍ପନ୍ନ ଖେଳପ୍ରେମୀ
Read More...

ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ସୂଜନପୂର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାତ୍ତିକପୂର ଗ୍ରାମର ଆରାଧ୍ୟ ଠାକୁର ବାବା ବାଙ୍କାନାଥ ଦେବଙ୍କ ପୀଠସ୍ଥଳୀରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର କଲ୍ୟାଣ ଏବଂ ଜଗତର କଲ୍ୟାଣ ନିମନ୍ତେ ଗ୍ରାମବାସୀ ପକ୍ଷରୁ ଏହି ଯଜ୍ଞ ଆୟୋଜନ
Read More...

ଦୁର୍ବୃତ୍ତ ଏସ୍‌ବିଆଇ ଏଟିଏମ୍‌ ଭାଙ୍ଗି ଦେଲେ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗ-ଖୋର୍ଦ୍ଧା ରାସ୍ତାର ମହତାବ ହାଇସ୍କୁଲ ସନ୍ନିକଟ ଏବେ ନୂଆ କରି ବସିଥିବା ଷ୍ଟେଟ୍‌ ବ୍ୟାଙ୍କ ଓଫ୍‌ ଇଣ୍ଡିଆର ଏଟିଏମ୍‌ ଓ ସଲଗ୍ନ ସିସି କ୍ୟାମେରାକୁ ଗତ ରାତିରେ କିଛି ଦୁର୍ବୁତ୍ତ ଟଙ୍କା ଲୁଟି ନେବା ପାଇଁ ଏଗୁଡିକୁ ଭାଙ୍ଗି ନଷ୍ଟ କରିଥିବା
Read More...