pakka

ଡିଏଫ୍‌ଓଙ୍କ କାର୍ଯ୍ୟାଳୟଠାରେ ଡିଏଫ୍‌ଓଙ୍କ ସହିତ ଆଲୋଚନା କଲେ ପୌରଧ୍ୟକ୍ଷା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଡିଏଫ୍‌ଓଙ୍କ କାର୍ଯ୍ୟାଳୟଠାରେ ଡିଏଫ୍‌ଓ ନୀତିଶ କୁମାରଙ୍କ ସହିତ ଆଲୋଚନା କରିଛନ୍ତି ପୌରଧ୍ୟକ୍ଷା ଲିକା ସାହୁ । ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ମୁଖ୍ୟତଃ ବଲାଙ୍ଗିର ସହରରେ ବୃକ୍ଷ ରୋପଣ କରିବା ପାଇଁ ଆଲୋଚନା କରିଥିବା ବେଳେ ଡିଏଫ୍‌ଓ ନୀତିଶ କୁମାର ନିଜସ୍ଵ ତତ୍ତ୍ଵାବଧାନରେ ଅତି ଶୀଘ୍ର ବୃକ୍ଷରୋପଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଆଲୋଚନା ସମୟରେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁଙ୍କ ସହିତ ପୌରସଂସ୍ଥାର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିପିନ ଦୀପ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

18 − 12 =