Monthly Archives

May 2022

କାର୍ପାସ ବ୍ୟବସାୟ ସହିତ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ପ୍ରତିନିଧିଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ

• ମନ୍ତ୍ରୀଙ୍କ ଦ୍ୱାରା ଭାରତୀୟ କାର୍ପାସ ପରିଷଦ ଗଠନ ଘୋଷଣା ; ସୁରେଶ ଭାଇ କୋଟାକଙ୍କ ଅଧ୍ୟକ୍ଷତାରେ ଗଠିତ ହେବ ଏହି ଅଣଆନୁଷ୍ଠାନିକ ସଂଗଠନ• ପରିଷଦରେ ବୟନ, କୃଷି, ଅର୍ଥ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ତଥା ଭାରତୀୟ କାର୍ପାସ ନିଗମ ଓ କାର୍ପାସ ଗବେଷଣା ପ୍ରତିଷ୍ଠାନର ପ୍ରତିନିଧି ସଦସ୍ୟ…
Read More...

କନିଷ୍ଠ ଯନ୍ତ୍ରୀ ହତ୍ୟାକାରୀଙ୍କୁ ଗିରଫ ଦାବୀ ନେଇ ଡିପ୍ଳୋମା ଇଞ୍ଜିନିୟର ସେବା ସଂଘ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ଡିପ୍ଳୋମା ଇଞ୍ଜିନିୟର ସେବା ସଂଘ ବଲାଙ୍ଗିର ଶାଖା ପକ୍ଷରୁ ଗତକାଲି ସଂନ୍ଧ୍ୟା ୭ଟା ସମୟରେ ହାତିଶାଳପଡ଼ା ସ୍ଥିତ ଓଡିଶା ଭବନଠାରୁ ଏକ ନୀରବ କ୍ୟାଣ୍ଡେଲ୍‌ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ସ୍ୱର୍ଗତ ଇଂ ସୁରେଶ ଚନ୍ଦ୍ର…
Read More...

ମା’ ଭୈରବୀ ବସ କର୍ମଚାରୀ ସଂଘର ବଦାନ୍ୟତା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ମା' ଭୈରବୀ ବସ ଚାଳକ ସଂଘ ତାର ବଦାନ୍ୟତା ବଜାୟ ରଖିଛି । ବିଭିନ୍ନ ସମୟରେ ଅସୁବିଧାକୁ ସାମ୍ନା କରୁଥିବା ବସ କର୍ମଚାରୀଙ୍କୁ ସହାୟତାର ହାତ ବଢାଉଛି । ଟ୍ରାଭେଲ୍ସ ନାମକ ଏକ ଘରୋଇ ବସର କଣ୍ଡକ୍ଟର ଭାବେ କାର୍ଯ୍ୟ କରୁଥିବା ରମେଶ ଡାକୁଆ (୫୫ବର୍ଷ)ଙ୍କ…
Read More...

ବୌଦ୍ଧ‐କନ୍ଧମାଳ ସୀମାନ୍ତ ଖଡଙ୍ଗ ନଦୀରେ ଲାଗିଲା ମାଓ ପୋଷ୍ଟର

ବୌଦ୍ଧ, (ବଂଶୀଧର ମାଝୀ) : କିଛି ମାସର ନୀରବତା ପରେ ପୁଣିଥରେ ନିଜର ଉପସ୍ଥିତି ଜାହିର କଲା ମାଓ ସଂଗଠନ । ବୌଦ୍ଧ-କନ୍ଧମାଳ ସୀମାନ୍ତ ଲଣ୍ତାଗାଁ ପାର୍ଶ୍ବ ଖଡ଼ଙ୍ଗ ନଦୀ ସେତୁ ଉପରେ ଲାଗିଛି ମାଓ ପୋଷ୍ଟର । ଏକ ଲାଲ ରଂଗର ବ୍ୟାନର ଲାଗିଥିବା ବେଳେ ଦୁଇଟି ପୋଷ୍ଟର ମାଟିରେ ରଖା ଯାଇଥିଲା ।…
Read More...

ଇନ୍ଦୁପୁର ଗ୍ରାମର ଶିବମନ୍ଦିରରେ ଚୋରି ଅଭିଯୋଗ

ପୋଲିସ ପ୍ରଶାସନ ପକ୍ଷରୁ କଡାକଡ଼ି ଭାବରେ ପେଟ୍ରୋଲିଂ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ପାଟଣାଗଡ଼, (ଗୋରେଖନାଥ ବରିହା) : ଲରମ୍ଭା ଥାନା ଅନ୍ତର୍ଗତ ଗତକାଲି ରାତିରେ କିଛି ଦୁର୍ବୃତ୍ତ ଇନ୍ଦୁପୁର ଗ୍ରାମର ଶିବ ମନ୍ଦିରର ତାଲା ଭାଙ୍ଗି ଚୋରି କରି ନେଇ ଯାଇଥିବା ଅଭିଯୋଗ ହେଉଛି । ସକାଳୁ…
Read More...

ମାଲକାନଗିରିର ସ୍ୱାଭିମାନ ଅଂଚଳରେ ପ୍ରତିଷ୍ଠା ହେଲା ନିଜସ୍ୱ ଅଗ୍ନିଶମ ସେବା କେନ୍ଦ୍ର

ପ୍ରତି ବ୍ଲକ୍‌ରେ ଗୋଟିଏ ଲେଖାଏଁ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠାରେ ସରକାରଙ୍କ ମାଇଲ୍‌ଖୁଣ୍ଟ ସ୍ଥାପନ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ଅଗ୍ନିଶମ ସେବା ଦ୍ୱାରା ଆଜି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ ନିମନ୍ତେ ଚିତ୍ରକୋଣ୍ଡା ଠାରେ ଏବଂ ମୟୁରଭଂଜ ଜିଲ୍ଲାର କୁଳିଅଣା…
Read More...

ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ : ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, କଂଟାବାଂଜି…
Read More...

କଲେଜ ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ଘଟଣା : ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ନିର୍ଦେଶ ପରେ ତଦନ୍ତ ଆରମ୍ଭ

ମନି ରିସିଭ, କେସ୍‌ ବୁକ୍‌ ଓ ବ୍ୟାଙ୍କ ସଞ୍ଚୟ ଖାତାର ବିବରଣୀ ଜବତ  ସଇଁତଲା, (ପ୍ରମୋଦ ସେଲମା) : ଚଳିତ ବର୍ଷ +୩ ପ୍ରଥମ ବର୍ଷ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁତଲା କୁଇକେଡ଼ା ପଞ୍ଚାୟତ ଅଞ୍ଚଳର ଜୈନିକା ଆଦିବାସୀ କଲେଜ ଛାତ୍ରୀ ପରୀକ୍ଷା ଫର୍ମ ପୂରଣ କରିବା ସତ୍ୱ…
Read More...

ଲାନ୍ଥବୁଢ଼ା ପୂଜା ସାରି ଫେରୁଥିବା ବେଳେ ଅଘଟନ : ବଜ୍ରପାତରେ ଜଣେ ମୃତ, ପରିବାର ଲୋକଙ୍କୁ ସରକାରୀ ସାହାଯ୍ୟ ପାଇଁ ଦାବୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା  ଟିକ୍ରାପଡା ଫାଣ୍ଡି ଅଞ୍ଚଳରେ ଜଣେ ଲୋକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ଭୁବନ ଓରଫ ମାଟୁ (୪୨) ବୋଲି ଜଣାପଡିଛି । ତାଙ୍କ ଘର ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ଗ୍ରାମରେ । ସେ ପୂଜା କରିବା ପାଇଁ…
Read More...

ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ ପ୍ରଭାବିତ ଅଂଚଳର ଜନସାଧାରଣଙ୍କ ସୂଚନା ନିମନ୍ତେ ମାର୍ଗ ଦର୍ଶିକା ପୁସ୍ତକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ ପ୍ରଭାବିତ ସମସ୍ତ ବ୍ୟକ୍ତିଙ୍କ ସୂଚନା ନିମନ୍ତେ ଜମି ଅଧିଗ୍ରହଣ, ଥଇଥାନ ଏବଂ ପୁନଃବସତିରେ କ୍ଷତିପୂରଣ ଏବଂ ସ୍ୱଚ୍ଛତା ପ୍ରତି ଅଧିକାର ଆଇନ, ୨୦୧୩ ତଥା ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି, ୨୦୦୬ର ବିଭିନ୍ନ ଉପାଦେୟ…
Read More...