Monthly Archives

May 2022

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଆଜି ପୂର୍ବାହ୍ନ ନଅଟା ବେଳେ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଏକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ଅଂଶ
Read More...

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଅନ୍ତର୍ଗତ ଧୂମାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସର
Read More...

ଜନକଲ୍ୟାଣ ଟ୍ରଷ୍ଟର ଆଉ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ : ମାନବ ସେବା ହିଁ ମାଧବ ସେବା ଉପଲବ୍ଧ କରି ସେବା କରିବା ଲକ୍ଷ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଳପଡା ବ୍ଲକ ନୂତନ ଭାବେ ମୁଣ୍ଡ ଟେକିଥିବା ଜନକଲ୍ୟାଣ ଟ୍ରଷ୍ଟ ଏବେ ଲୋକଙ୍କ ସେବା ଯୋଗାଉଥିବା ହେତୁ ଚର୍ଚ୍ଚାରେ ରହିଛନ୍ତି । ଜନକଲ୍ୟାଣ ଟ୍ରଷ୍ଟ ଗଠନ ହେବା ଦିନଠାରୁ ନର ନାରାୟଣ ସେବାରେ ଲାଗି ପଡିଥିବାର ଦେଖିବାକୁ ମିଳିଛି । କିଛି
Read More...

ୟାର୍ଡରୁ ଧାନ ଉଠୁନଥିବା ନେଇ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲାରେ ରବିଋତୁ(ଡାଲୁଆ) ଧାନ ସଂଗ୍ରହରେ ଅବ୍ୟବସ୍ଥା ଲାଗି ରହିଛି । ବିକ୍ରି ପାଇଁ ଚାଷୀମାନେ ଟୋକନ୍‌ ସହିତ ଧାନ ଆଣୁଥିଲେ ସୁଦ୍ଧା ତାହା ବିକ୍ରି ହେଉ ନ ଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ମିଲର୍ସମାନେ ଧାନର ଗୁଣାତ୍ମକ ମାନ ପରୀକ୍ଷା ନ କରି କଟନୀ
Read More...

ଓଡିଶା ରାଜ୍ୟ ସମାଜସେବୀ ମହାସଂଘର ସହ ସମ୍ପାଦିକା ଓ ଜିଲ୍ଲା ସଂଯୋଜକ ହେଲେ ସମାଜସେବୀ ନୂତନ ଦାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ନୂତନ ଦାସ ମହିଳାମାନଙ୍କ ଉନ୍ନତି ତଥା ସେମାଙ୍କର ସ୍ୱାସ୍ଥ୍ୟ ଓ ଅସହାୟ ଲୋକଙ୍କ ସଦାସର୍ବଦା ସାହାଯ୍ୟ ପାଇଁ ଓ ରୋଗୀମାନଙ୍କୁ ରକ୍ତ ଯୋଗାଣରେ ଦିନରାତି ତାଙ୍କ ପାଖରେ ପହଞ୍ଚିଥିବା ଦେଖାଯାଇଥାନ୍ତି । ବର୍ତ୍ତମାନ ସେ ନାରୀ ଶକ୍ତି ସଙ୍ଗଠନର
Read More...

ମା’ ଛେଉଣ୍ଡ ୯ ମାସର ଶିଶୁକୁ ଜିଲ୍ଲା ପ୍ରଶାସନ ତରଫରୁ ସହାୟତା

ତୁରନ୍ତ ଶିଶୁ ଖାଦ୍ୟ ପ୍ରଦାନ କଲେ ଜିଲ୍ଲାପାଳ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ୧୫ ଦିନ ତଳେ ନିଜ ମା'କୁ ହରାଇଥିବା ୯ ମାସର ଶିଶୁକୁ ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକ ସହାୟତା ସ୍ୱରୂପ ଶିଶୁ ଖାଦ୍ୟ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ । ଉଲୁଣ୍ଡା ବ୍ଲକ
Read More...

ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନ ନିଷେଧ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

ଶିଶୁ ଶ୍ରମ ମୁକ୍ତ ଓଡିଶା ଆମ ସମସ୍ତଙ୍କ ଲକ୍ଷ୍ୟ ହେଉ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଶିଶୁ ଶ୍ରମ ମୁକ୍ତ ଓଡିଶା ଆମ ସମସ୍ତଙ୍କ ଲକ୍ଷ୍ୟ ହେଉ, ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନକୁ ନିଷେଧ କରିବା ଉଦେଶ୍ୟରେ ଆଜି ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ
Read More...

ମଡେଲ୍‌ଙ୍କ ସନ୍ଦେହଜନକ ମୃତ୍ୟୁ

କୋଲକାତା : କୋଲକାତାର କସବା ଅଞ୍ଚଳରେ ମଡେଲ୍‌ ସରସ୍ୱତୀ ଦାସଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି । ଏହା ଆତ୍ମହତ୍ୟା ମାମଲା ବୋଲି ପୁଲିସ ସନ୍ଦେହ କରୁଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି । ରିର୍ପୋଟରେ ଦର୍ଶାଯାଇଛି, ବାପା-ମାଆଙ୍କ ଛାଡପତ୍ର ପରେ ୧୭ ବର୍ଷ ହେଲା ସରସ୍ୱତୀ
Read More...

ବିସ୍ଫୋରଣରେ ଜଣେ ମୃତ, ୪ ଆହତ

ମଣିପୁର : ମଣିପୁରର ଥୈବାଲ ଜିଲ୍ଲାର ଖୋଙ୍ଗଜୋମ ସ୍ଥିତ ଏକ କମ୍ୟୁନିଟି ହଲ୍‌ରେ ବିସ୍ଫୋରଣ ଯୋଗୁଁ ଜଣେ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ହେବାପରେ ଆହତ ୫ ଶ୍ରମିକଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପଙ୍କଜ
Read More...

ପଞ୍ଚାୟତ କାର୍ଯ୍ୟାଳୟରେ ନାମ ଓ ମୋବାଇଲ ନମ୍ବର ଲେଖିବାକୁ ଦାବୀ

ଲାଠୋର, (କେପିଏ୍‌ଏସ୍‌) : ଖପ୍ରାଖୋଲ ବ୍ଲକର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଇଓ ଓ ଅନ୍ୟ କର୍ମଚାରୀମାନଙ୍କ ନାମ ଓ ମୋବାଇଲ ନମ୍ବର ଲେଖିବାକୁ ଦାବୀ ହେଉଛି । ଲୋକମାନେ ବିଭିନ୍ନ କାମରେ ପଞ୍ଚାୟତ କାର୍ଯ୍ୟାଳୟକୁ ଗଲେ ଏମାନଙ୍କୁ ନଭେଟି ନିରାଶ ହେଉଛନ୍ତି । ତେଣୁ କାର୍ଯ୍ୟାଳୟରେ ନାମ ଓ
Read More...