Monthly Archives

May 2022

ସେଣ୍ଟ୍ରିଂ କରୁଥିବା ବେଳେ ତଳେ ପଡି ରାଜମିସ୍ତ୍ରୀ ମୃତ

ବରପାଲି, (କେପିଏନ୍‌ଏସ୍‌) : ବରଗଡ ଜିଲ୍ଲା ବରପାଲି ବ୍ଲକ ଧାଙ୍ଗେରପାଲି ଗ୍ରାମରେ ଘର ନିର୍ମାଣ ପାଇଁ ସେଣ୍ଟ୍ରିଂ କରୁଥିବା ସମୟରେ ଜଣେ ରାଜମିସ୍ତ୍ରୀ ତଳେ ପଡି ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ବର୍ଷିରଙ୍କା ଗ୍ରାମର ହଲିମ ସେକ୍‌(୨୫) ।
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...

ଆନ୍ଧ୍ରପ୍ରଦେଶରେ ସଡକ ଦୁର୍ଘଟଣା, ୭ମୃତ

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶରେ ଗତକାଲି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୮ ଜଣ ଆହତ ହୋଇଛନ୍ତି । ଏକ ମିନିଟ୍ରକ୍‌ରେ ଶ୍ରମିକମାନେ ଯାତ୍ରା କରୁଥିବା ବେଳେ ସେମାନଙ୍କ ଗାଡି ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା । ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଶ୍ରମିକମାନେ
Read More...

ଭଙ୍ଗା ବିଦ୍ୟୁତ ଖୁଣ୍ଟରେ ଟ୍ରାସଫର୍ମର ଲାଗିଥିବା ଅଭିଯୋଗ : କିଛି ଅଘଟଣ ନ ଘଟିବା ପୂର୍ବରୁ ନୂତନ ବିଦ୍ୟୁତ ଖୁଣ୍ଟ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଅଧିନସ୍ଥ ଭଇଁଷା ଜୌାତିବିକାଶ କଲେଜ ସାମ୍ନାରେ ଓ ବସ୍ତି ଭିତରକୁ ଯାଉଥିବା ରାସ୍ତା ସମ୍ମୁଖରେ ଥିବା ଦୁଇଟି ଯାକ ବିଦ୍ୟୁତ ଖୁଣ୍ଟ ଉପରେ ଭାଙ୍ଗିଯାଇ ଥିବାରୁ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ଅଭିଯୋଗ ହେଉଛି । ଏହି ରାସ୍ତା ଦେଇ ପ୍ରତିଦିନ
Read More...

ରଙ୍ଗାରଙ୍ଗ ନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ଛତ୍ରପୁର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦଶଭୂଜା ତ୍ରି-ନେତ୍ର ଧାରୀ ଜଗଦମ୍ବା ମାଆଙ୍କ ସୋମବାର ପବିତ୍ର ସାବିତ୍ରୀ ଅମାବାସ୍ୟା ତିଥିରେ ଦେବୀଙ୍କ ସ୍ୱତନ୍ତ୍ର ନୀତି ଲାଗି ହୋଇଛି । ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟାଣାମ୍ମା ଦେବୀ ଘଟଯାତ୍ରାରେ ନଗର ବୁଲିବାକୁ ବାହାରିନଥିଲେ ।
Read More...

ସାଆନ୍ତ

ଗଜାନନ ମିଶ୍ର -୧-କାଟିଦେଲୁ କାଏଁଯେକଲାଖଡିର ଗାର୍ !ବିନ୍‌ ମୁହେଁ ଠାଡ୍ ହେଲୁଟୁଡେଁ ଟୁଡେଁ କହେବାର୍‌ଟାପାସରିଦେଲୁ ଦୁଇଦୁନେ ଚାଏର୍। ମେଟେଇ ଦେଇକରି ଭିତରର୍ରଗ୍ ରଗ୍ ଜୁଏ ରହିଗଲୁ ଲୁକନିଆଁ ।ଇ ଫାଲ୍ ସେଫାଲ୍ କରିଦେଲୁଇଥିତାହିଁଁ ଗୁଟା ସମିଆଁକିଁଂଦ୍ରେଇ କିଁଂଦ୍ରେଇ ଆରୁଡେଗିଗଲୁ
Read More...

ମଡେଲ ଗଞ୍ଜାମ ପରିଦର୍ଶନ କରି ଖୁସିବ୍ୟକ୍ତ କଲେ ୩୮ଜଣ ପ୍ରବେସନାରୀ ଆଇଏଏସ୍‌ ଅଧିକାରୀ

• ଭାରତୀୟ ପ୍ରଶାସନିକ ସେବା ଏବଂ ରୟାଲ ଭୁଟାନ୍ ସିଭିଲ ସର୍ଭିସେସ୍ ଅଧିକାରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ପ୍ରଶାସନିକ ସେବା ଏବଂ ରୟାଲ ଭୁଟାନ୍ ସିଭିଲ ସର୍ଭିସ୍‌ର ୨୦୨୧ ବ୍ୟାଚ୍ ଅଧିକାରୀ ଗଣ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି
Read More...

ବ୍ରହ୍ମପୁରରେ କିନ୍ନରମାନେ ପାଳିଲେ ସାବିତ୍ରୀ ବ୍ରତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସାବିତ୍ରୀ ବ୍ରତ ପାଳିଲେ, ମାଆ, ମାଉସୀ, ବୋହୂ, ଝିଅମାନେ । ଦକ୍ଷିଣାଞ୍ଚଳରେ ମହିଳାମାନଙ୍କ ସାବିତ୍ରୀ ବ୍ରତ ପାଳନରେ ଏକଭିନ୍ନ ପରମ୍ପରା ଦେଖିବାକୁ ମିଳେ । ଯାହା ଅନ୍ୟସ୍ଥାନ ଠାରୁ କିଛିଟା ଅଲଗା ପରି ମନେହୁଏ । ତେବେ
Read More...

ଚଳନ୍ତା ଟ୍ରେନରୁ ପଡି ଯୁବତୀ ଗୁରୁତର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳନ୍ତା ଟ୍ରେନରୁ ପଡି ଜନୈକା ଯୁବତୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଛି ।ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ
Read More...

ସୋମବାର ବିଳମ୍ବିତ ରାତିରେ ଦେବୀଙ୍କ ଘଟ ପରିକ୍ରମା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଲୀଳାମୟୀ କରୁଣାମୟୀ ଭବାନୀ ଭଗବତୀ ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟାଣାମ୍ମା ଦେବୀଙ୍କ ଘଟଯାତ୍ରା ବର୍ଣ୍ଣାଢ୍ୟ ପଟୁଆର ଦିନକୁଦିନ ଖୁବ୍‌ ସରଗରମ ହୋଇଉଠିଛି । ଦେବୀଙ୍କ ସମ୍ଭାର, ବେଶ ପଟୁଆର ଦେଖି ଜନତା ମୁଗ୍ଧ ହୋଇଛନ୍ତି । ଦଶଭୂଜା
Read More...