Daily Archives

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ/ସିନ୍ଧେକେଲା, (କେପିଏନ୍‌ଏସ୍‌) : ଟିଟିଲାଗଡ- କେସିଙ୍ଗା ରେଳ ଧାରଣାର ୨୦୬ ନଂ ମାଇଲ ଖୁଣ୍ଟ ନିକଟରୁ ଜିଆର୍‌ପି ପୋଲିସ ଏକ ମୃତଦେହ ଉଦ୍ଧାର କରିଛି । ମୃତ ଯୁବକ ଜଣକ ଟିଟିଲାଗଡ ହାଇସ୍କୁଲପଡା ନିବାସୀ ମ୍ୟାନେଜର ପୁଟେଲଙ୍କ ପୁଅ ଉତ୍ତମ ପୁଟେଲ(୩୨ ବର୍ଷ) ଏବଂ ସେ ଗତ ରାତିରେ
Read More...

ଜଳିଗଲା ଟ୍ରାନ୍ସଫର୍ମର୍‌

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି-ବଲାଙ୍ଗିର ରାସ୍ତାର ଏସ୍‌ଆର୍‌ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଏକ ଟ୍ରାନ୍ସଫର୍ମର୍‌ ଗତକାଲି ସନ୍ଧ୍ୟାରେ ହଠାତ୍‌ ଜଳିଯାଇଥିଲା । ଏହା ଦେଖି ଆଖପାଖର ଲୋକେ ଭୟଭୀତ ହୋଇ ପଡିଥିଲେ । ବିଦ୍ୟୁତ୍‌ ବିଭାଗକୁ ଖବର ଦେବା ପରେ କର୍ମଚାରୀମାନେ
Read More...

ଆଦିବାସୀ ହାଇସ୍କୁଲ ମନେଇପାଦରେ ଅନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଙ୍ଗ ଡେ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଅଧିନସ୍ଥ ମନେଇପାଦ ଆଦିବାସୀ ହାଇସ୍କୁଲ ପରିସରରେ ୯ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଙ୍ଗ ଡେ ପାଳିତ ହୋଇଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ ଗରୁଡ଼ ସାମଲଙ୍କ ଅଧ୍ୟକ୍ଷତା ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଆର୍ଟ ଅଫ୍‌
Read More...

କୁଚିଣ୍ଡାରେ ଏସିଆର ଆଲୋକ ବୁଦ୍ଧଦେବଙ୍କର ଜୟନ୍ତୀ ପାଳିତ

ସମ୍ବଲପୁର : କୁଚିଣ୍ଡା ପଞ୍ଚମୁଖୀ ଛକରେ ନୂଆ କରି ସ୍ଥାପିତ ଏସିଆର ଆଲୋକ ଭଗବାନ ବୁଦ୍ଧଙ୍କର ଜୟନ୍ତୀ ଉତ୍ସବ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକଙ୍କର ଆବାହକତ୍ୱରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପଶ୍ଚିମାର ମହାସଚିବ, ବରିଷ୍ଠ ଏଡ଼ଭୋକେଟ ହୃଦାନନ୍ଦ ଶର୍ମା, ପିଣ୍ଟୁ ନାୟକ,
Read More...

ଇମ୍ପରିୟଲ କଲେଜ ପରିସରରେ ବୁଦ୍ଧ ପ୍ରତିମୂର୍ତ୍ତି ଏବଂ ବୁଦ୍ଧବନମ୍ ଉଦ୍‌ଘାଟିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜଠାରେ ବୁଦ୍ଧ ପୂର୍ଣ୍ଣିମା ଅବସରରେ ବୁଦ୍ଧ ପ୍ରତିମୂର୍ତ୍ତି ଏବଂ ବୁଦ୍ଧବନମ୍ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁଟାନର ବୁଦ୍ଧଧର୍ମ ଗୁରୁ ଦାୱା ଦ୍ରାକପା ଅତିଥି ଭାବରେ ଯୋଗଦେଇ ଏହାକୁ
Read More...

କବ୍‌ଜା ପକ୍ଷରୁ ଶ୍ରୀ ନାରଦ ଜୟନ୍ତୀ ପାଳିତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ କବ୍‌ଜା କାର୍ଯ୍ୟାଳୟଠାରେ ଆଦ୍ୟ ସାମ୍ବାଦିକ ମହର୍ଷି ନାରଦଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସଂଘର ଉପ ସଭାପତି ପ୍ରଭାତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂପାଦକ ପୂର୍ଣ୍ଣଚରଣ ସାହୁ ସ୍ୱାଗତ ଭାଷଣ ଦେଇଥିଲେ ।
Read More...

ଗୁଣିଆଁ ସନ୍ଦେହରେ ମାଡ଼ ଓ ଦାନ୍ତ ଭାଙ୍ଗିବା ଘଟଣା : ଆହତଙ୍କ ଭଉଣୀ ଦେଲେ ଏତଲା, ଗ୍ରାମରେ ପରିସ୍ଥିତି ନିୟନ୍ତ୍ରଣାଧୀନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ ଗଡ଼ ହୁମ୍ମା ଗ୍ରାମରେ ଦୁଇ ଜଣଙ୍କୁ ବାନ୍ଧି ମାଡ଼ ମାରିବା ସହ ଦାନ୍ତ ଭାଙ୍ଗିବା ଘଟଣାରେ ଆହତ କିଶୋର ଦାସଙ୍କ ଭଉଣୀ ସୋମବାର ରମ୍ଭାଥାନାରେ ଲିଖିତ ଏତଲା ଦେଇଛନ୍ତି । ପ୍ରାୟ ଗ୍ରାମର ୬ରୁ ଅଧିକ ଲୋକଙ୍କ ନାମ ଏତଲାରେ ଉଲ୍ଲେଖ
Read More...

ପୁଣି ଚମକିଲେ ଗଞ୍ଜାମ ଝିଅ ମନସ୍ୱିନୀ : ଦୁଃସାହସିକ ସାମୁଦ୍ରିକ କ୍ରୀଡା ଏସିଆ ଉଇଣ୍ଡ ସର୍ଫିଙ୍ଗ୍‌ ଚମ୍ପିୟାନସିପ୍‌ରେ…

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପୁଣି ଚମକିଛନ୍ତି ଗଞ୍ଜାମର ସୁନାଝିଅ ମନସ୍ୱିନୀ ମହାରଣା । ଦୁଃସାହସିକ ସାମୁଦ୍ରିକ କ୍ରୀଡା ଏସୀୟ ଉଇଣ୍ଡ ସର୍ପିଙ୍ଗ୍‌ ଚମିୟାନ୍‌ସିପ୍‌ରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ଏନେଇ ଗୋଲ୍ଡ ମେଡଲ ପାଇଥିବା ଓଡ଼ିଆ ଝିଅ ମନସ୍ୱିନୀଙ୍କୁ ବିଭିନ୍ନ ଆଡୁ
Read More...

ଲକ୍ଷଲକ୍ଷ ସଂଖ୍ୟାରେ ସମୁଦ୍ରକୁ ମୁହାଁଇଲେ ସାମୁଦ୍ରିକ କଇଁଛ ଛୁଆ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସାମୁଦ୍ରିକ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ବେଳାଭୁମିରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଣ୍ଡାରୁ ଫୁଟି ଏବେ ସମୁଦ୍ର ମୁଁହା । ସନ୍ଧ୍ୟା ଆସିବା ପରେ ଥଣ୍ଡା ପରିବେଶରେ ରାତ୍ର ତମାମ ବିସ୍ତୀଣ୍ଣ ବାଲୁକା ଶଯ୍ୟାରେ ପୋତି
Read More...