Daily Archives

ବୁଦ୍ଧଙ୍କ ନୀତି ଓ ଆଦର୍ଶ ସର୍ବଦା କାଳଜୟୀ

ମହାସମାରୋହରେ ପାଳିତ ହେଲା ଭଗବାନ ବୁଦ୍ଧ ଓ କ୍ରାନ୍ତିକବି ଭୀମଭୋଇଙ୍କ ଜନ୍ମ ଜୟନ୍ତୀ କଳାହାଣ୍ଡି, (ନରୋତ୍ତମ ସେଲମା) : ମଣିଷ, ମଣିଷକୁ ସମ୍ମାନ କରିବା, ଶାନ୍ତି, ମୈତ୍ରୀ, ପ୍ରୀତି ପରି ସହାବସ୍ଥାନର ବାର୍ତ୍ତା ଦେଇଥାଏ ବେପରମ କାରୁଣିକ ଭଗବାନ ବୁଦ୍ଧଙ୍କ ବାଣୀ । ବିନା କୌଣସି…
Read More...

ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟି ପକ୍ଷରୁ ବୈଶାଖ ପୂର୍ଣ୍ଣମୀ ଉପଲକ୍ଷେ ଥଣ୍ଡା ସର୍ବତ ବଣ୍ଟନ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟି ଶିବତଲା, ଲୁଚକିବନ୍ଧ, ରଘୁମଣିପାଲି ଦ୍ୱାରା ବୈଶାଖ ପୂର୍ଣ୍ଣମୀ ଉପଲକ୍ଷେ ଥଣ୍ଡା ସର୍ବତ ବଣ୍ଟନ କରାଯାଇଥିଲା । ପ୍ରଖର ସୂର୍ଯ୍ୟ ତାପରେ ଥଣ୍ଡା ପାନୀୟ ଯୋଗାଣକୁ ପଥଚାରୀ, ଭକ୍ତମାନେ ପ୍ରଶଂସା କରିଥିଲେ । ହରଗୌରୀ…
Read More...

ସ୍କୁଲ ନିର୍ମାଣ କାମ ନିମ୍ନମାନର ହେଉଥିବା ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ରାଜ୍ୟ ସରକାର ୫ଟି ସ୍କୁଲ ରୂପାନ୍ତରିଣ କାମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରୁଛନ୍ତି କିନ୍ତୁ କେତେକ ସ୍ଥାନରେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ଏହିଭଳି ଏକ ଅଭିଯୋଗ ହେଉଛି ଆଗଲପୁର ବ୍ଲକ…
Read More...

ବୁଡାମାଲଠାରେ ଧାନ ମଣ୍ଡି ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁଡ଼ାମାଲ ବଜାର ପ୍ରାଙ୍ଗଣରେ ମା' ସନ୍ତୋଷୀ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ ହେବାକୁ ଥିବା ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗଦେଇ ଉଦ୍‌ଘାଟନ…
Read More...

ଲୋଇସିଂହା ରେଲୱେ ଷ୍ଟେସନ୍‌ରେ ସେଲ୍‌ଫି ନେବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ଗୁରୁତର

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ରେଲୱେ ଷ୍ଟେସନ୍‌ ଠାରେ ଜଣେ ଯୁବକ ସେଲ୍‌ଫି ନେବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିବା ଜଣାପଡିଛି । ଯୁବକ ଜଣକ ହେଲେ ସୋନପୁର ଜିଲ୍ଲା ଖରଜୁରା ଗ୍ରାମର ଦୀପକ ମେହେର(୨୦) ବୋଲି ଜଣାପଡିଛି ।…
Read More...

ଶିକ୍ଷା ବିଭାଗ ଦ୍ୱାରା ବୈଶାଖ ମେଳାରେ ଜଳସେବା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦୁଇ ବର୍ଷ ଅନ୍ତରାଲ ପରେ ବୈଶାଖ ଯାତ୍ରା - ୨୦୨୨ ଅନୁଷ୍ଠିତ ହୋଇଥିବାରୁ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକ୍ରମ ମାନ ହୋଇଥିଲା ଏବଂ ସେଥିରେ ମଧ୍ୟରୁ ଶିକ୍ଷା ବିଭାଗ ବରଗଡ ଜିଲ୍ଲା ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପଙ୍କ ନିର୍ଦ୍ଦେଶାନାମା ଓ…
Read More...

ଚୁଡାପାଲି ନିକଟରେ ଅଜଣା ଗାଡି ଧକ୍କାରେ ଯୁବକ ଗୁରତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭୋର ସକାଳୁ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ନିକଟରେ ଗୋଟିଏ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରତର ଆହତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଯୁବକ ଜଣକ ହେଲେ ସୁପଟପାଲିର ବନମାଳୀ ଧରୁଆ ବୋଲି ଜଣାପଡିଛି…
Read More...

ସଂସ୍କୃତି ଟିଭି ଓଡିଶା ତରଫରୁ ସମ୍ମାନିତ ହେଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ସଂସ୍କୃତି ଟିଭି, ଓଡ଼ିଶାର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ଅସହାୟ ସେବାରେ ସମର୍ପିତ ସାମାଜିକ ଅନୁଷ୍ଠାନ "ସଂକଳ୍ପ ପରିବାର" ବରଗଡ଼କୁ ଗତକାଲି ସମ୍ବଲପୁର ଆଇଏମ୍‌ଏ କନ୍‌ଫରେନ୍ସ ହଲଠାରେ ସମ୍ମାନିତ କରାଯାଇଛି । ଏହି ଅବସରରେ ଡ. କଳାକାହ୍ନୁ ଅଗ୍ରଓ୍‌ବାଲ,…
Read More...

ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ବୁଦ୍ଧପୂର୍ଣ୍ଣିମା ତଥା ଗୁରୁପୂର୍ଣ୍ଣିମା ଅବସରରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ବ୍ରାହ୍ମଣପଡା ସ୍ଥିତ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଅର୍ଘ୍ୟ ପ୍ରଦାନ କରି ଭକ୍ତିପୂତ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଏଥିରେ…
Read More...

ହରିଶଙ୍କରରେ ବହୁ ଭାଷୀ କବିତା ଆସର ଅନୁଷ୍ଠିତ

ସେଲାପଥର ସାହିତ୍ୟ ପତ୍ରିକା ଉନ୍ମୋଚିତ ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ହରିଶଙ୍କର ମନ୍ଦିର ପରିସରର ସଂସ୍କୃତି ମଞ୍ଚରେ ସେଲାପଥର ସାହିତ୍ୟ ସାଂସ୍କୃତିକ ପରିଷଦ ତରଫରୁ ବହୁଭାଷୀ କବିତା ଆସର ରବିବାର ଦିନ ଅନୁଷ୍ଟିତ ହୋଇଯାଇଛି । ପରିଷଦ ସଭାପତି ଅଭୟ ତ୍ରିପାଠୀଙ୍କ…
Read More...