pakka

ଜଳିଗଲା ଟ୍ରାନ୍ସଫର୍ମର୍‌

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି-ବଲାଙ୍ଗିର ରାସ୍ତାର ଏସ୍‌ଆର୍‌ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଏକ ଟ୍ରାନ୍ସଫର୍ମର୍‌ ଗତକାଲି ସନ୍ଧ୍ୟାରେ ହଠାତ୍‌ ଜଳିଯାଇଥିଲା । ଏହା ଦେଖି ଆଖପାଖର ଲୋକେ ଭୟଭୀତ ହୋଇ ପଡିଥିଲେ । ବିଦ୍ୟୁତ୍‌ ବିଭାଗକୁ ଖବର ଦେବା ପରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ରାନ୍ସଫର୍ମରକୁ ଠିକ୍‌ କରିଥିଲେ । ଗ୍ରୀଷ୍ମ ପ୍ରବାଭ ଏବଂ ଅଧିକ ଲୋଡ୍‌ ଯୋଗୁଁ ଏଭଳି ହୋଇଥିବା ବିଭାଗର କର୍ମଚାରୀ କହିଛନ୍ତି ।

Leave A Reply

Your email address will not be published.

4 × two =