Daily Archives

କଚେରିଛକଠାରେ ନିର୍ମାଣାଧିନ ମ୍ୟୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସକୁ ପରିଦର୍ଶନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର କଚେରିଛକ ଠାରେ ନିର୍ମାଣାଧିନ ବଲାଙ୍ଗିର ମ୍ୟୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସକୁ ପୌରାଧ୍ୟକ୍ଷା ଲିକା ସାହୁ ପରିଦର୍ଶନ କରିଛନ୍ତି । ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ପରିଦର୍ଶନ କରି ମାର୍କେଟ କମ୍ପ୍ଲେକ୍ସର କାର୍ଯ୍ୟ ତଦାରଖ କରି ଖୁବ କମ୍‌
Read More...

ଅଖିଳ ଭାରତ ଅଘରିଆ ସମାଜ ପକ୍ଷରୁ ଅକ୍ଷୟ ତୃତୀୟା ଉତ୍ସବ ପାଳିତ

ଝାରସୁଗୁଡା : ଅଖିଳ ଭାରତୀୟ ଅଘରିଆ ସମାଜ ପକ୍ଷରୁ ଆଞ୍ଚଳିକ କମିଟି ସଭାପତି ପ୍ରଜ୍ବଳ ପଟେଲଙ୍କ ସଭାପତିତ୍ୱରେ ତାଳମୁଣ୍ଡା ଠାରେ ଅକ୍ଷୟ ତୃତୀୟା ଉତ୍ସବ ତଥା ଅଘରିଆ ଦିବସ ପାଳିତ ହୋଇଯାଇଛି । ଏଥିରେ ସମାଜର ସାଙ୍ଗଠନିକ ସମ୍ପାଦକ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଦିବସର
Read More...

‘ଗୋ ସୁଗମ’ ଜରିଆରେ ସୁବିଧାରେ ସରକାରୀ ସହାୟତା ପାଇପାରିବେ ଚାଷୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚାଷୀମାନଙ୍କ ପାଇଁ ବିଭିନ୍ନ କୃଷି ଭିତ୍ତିକ କାର୍ଯ୍ୟକୁ ଆହୁରି ସହଜ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ଗୋ ସୁଗମ' ପୋର୍ଟାଲ୍ ଲୋକାର୍ପଣ କରିବାକୁ ଯାଉଛନ୍ତି । ଏହି ପୋର୍ଟାଲ୍ ଜରିଆରେ କୃଷି ଓ ଆନୁସଙ୍ଗିକ ବିଭାଗର ବିଭିନ୍ନ ଯୋଜନାର ଲାଭ
Read More...

ବାଙ୍ଗାଲୋର ଲୋକକଳା ମଞ୍ଚ ତରଫରୁ ସାଂସଦ ଡ. ପ୍ରଶାନ୍ତ ନନ୍ଦଙ୍କ ୭୫ତମ ଜନ୍ମଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବର୍ଷିୟାନ ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ, ଲେଖକ ତଥା ସାଂସଦ ଡ. ପ୍ରଶାନ୍ତ ନନ୍ଦଙ୍କ ୭୫ତମ ଜନ୍ମ ବାର୍ଷିକୀ ଆଜି ଲୋକକଳା ସୁହୃଦ୍ ପରିବାର ବାଙ୍ଗାଲୋର ତରଫରୁ ଆଭାସୀ ମାଧ୍ୟମରେ ପାଳିତ ହୋଇଯାଇଛି । ଲୋକପ୍ରିୟ ଅଭିନେତା ତଥା ଓଡିଶା ଫିଲ୍ମ
Read More...

ଏବିଏସ୍‌ଏସ୍‌ପଡାରେ ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଏବିଏସ୍‌ଏସ୍‌ପଡାରେ ଶ୍ରୀ ଶ୍ରୀ ସିଦ୍ଧେଶ୍ଵର ବାବାଙ୍କ ଶୀତଳ ଷଷ୍ଠୀ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇ ବର୍ଷ ହେଲା କରୋନା ପାଇଁ କେବଳ ବିବାହ ନୀତି କରାଯାଉଥିଲା । ହେଲେ ଆଉ କଟକଣା ନ ଥିବାରୁ ମହା ଆଡମ୍ବରରେ ଶିବ
Read More...

ଭୋଗରାଇ ଏଆଇୟୁଟିୟୁସି ପକ୍ଷରୁ ଚନ୍ଦନେଶ୍ୱର ନେତାଜୀ ପବ୍ଲିକ ଲାଇବ୍ରେରୀ ହଲରେ ଜନସଭା ଆୟୋଜିତ

ଭୋଗରାଇ, (ଶିବ ନାରାୟଣ ପାତ୍ର) : ଭୋଗରାଇ ଏଆଇୟୁଟିୟୁସି କେନ୍ଦ୍ରୀୟ ଶ୍ରମିକ ସଂଗଠନ ସହବନ୍ଧିତ ଓଡିଶା ମିଳିତ ନିର୍ମାଣ ସଂଗଠନ ଭୋଗରାଇ ଶାଖା ତରଫରୁ ଚନ୍ଦନେଶ୍ୱର ସ୍ଥିତ ନେତାଜୀ ପବ୍ଲିକ ଲାଇବ୍ରେରୀ ହଲରେ ଜନସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଓଡିଶା ମିଳିତ ନିର୍ମାଣ
Read More...

ଥଣ୍ଡା ପାଣି ଏବଂ ସରବତ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମ ଭୋଇ ମେଡିକାଲ ହସ୍‌ପିଟାଲ ପ୍ରସୂତି ଭବନ ସାମ୍ନାରେ ମିତ୍ର ରୋଟି ବ୍ୟାଙ୍କ ପରିବାର ତରଫରୁ ପୌରାଧ୍ୟକ୍ଷା ଲିକା ସାହୁଙ୍କ କରକମଳରେ ଥଣ୍ଡା ପାଣି ଏବଂ ସରବତ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମିତ୍ର ରୋଟି ବ୍ୟାଙ୍କର ସଭାପତି ଜୟସିଂ
Read More...

ଷାଠିଏ ଘର ଡୁମାଲ ସମାଜର ଜାଗୃତି ସଭା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଲଣ୍ଡାପଥର ପଞ୍ଚାୟତ ରୁଗୁଡିପାଲି ଗାଁରେ ଷାଠିଏ ଘର ଡୁମାଲ ସମାଜର ଜାଗୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ହୁତାସନ ପାତ୍ର ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଜିଲ୍ଲା ଡୁମାଲ
Read More...

ଓଡିଶା ଜୀବିକା ମିଶନ ପକ୍ଷରୁ ଦକ୍ଷିଣ ନାଡବଣି ଠାରେ ଅକ୍ଷିମୁଠି ଅନୁକୂଳ କାର୍ୟ୍ୟକ୍ରମ ଅନୁଷ୍ଠିତ

ଭୋଗରାଇ, (ଶିବ ନାରାୟଣ ପାତ୍ର) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କଚାଡି ପଂଚାୟତର ଦକ୍ଷିଣ ନାଡବଣି ଠାରେ ଓଡିଶା ଜୀବିକା ମିଶନ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭୋଗରାଇ ପଂଚାୟତ ସମିତିର ଅଧ୍ୟକ୍ଷ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡ଼େନମାର୍କ ପ୍ରଧାନମନ୍ତ୍ରୀ ଓଡ଼ିଶାର ପଟ୍ଟଚିତ୍ର ଦେଖାଇବା ପ୍ରସଙ୍ଗ

ଓଡ଼ିଶାର ଅନନ୍ୟ କଳା ସଂସ୍କୃତି, ପଟ୍ଟଚିତ୍ର, ଭାସ୍କର୍ଯ୍ୟକୁ ପ୍ରଧାନମନ୍ତ୍ରୀ ବିଶ୍ୱ ଦରବାରରେ ପହଞ୍ଚାଇଥିବାରୁ ମୁଁ ଓଡ଼ିଶା ତରଫରୁ କୃତଜ୍ଞତା ଜ୍ଞାପନ କରୁଛି - ଧର୍ମେନ୍ଦ୍ର ପ୍ରଧାନ• ଓଡ଼ିଶାର ପଟ୍ଟଚିତ୍ରକୁ ନେଇ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଓଡ଼ିଶାର ପାରମ୍ପରିକ କଳାର
Read More...