Daily Archives

ଭଡାଟିଆ ସେନାବାହିନୀ

- ସୌମେନ୍ଦ୍ର ଜେନାଅତୀତ କାଳରେ ରାଜା-ମହାରାଜା ଏବଂ ସାମନ୍ତ ରାଜାମାନେ ଏମିତି ଭଡାଟିଆ ସେନାଙ୍କୁ ବ୍ୟବହାର କରୁଥିଲେ । ଏବେ ଲୋକଙ୍କୁ ଦମନ କରିବା ପାଇଁ ସେମିତି ଆମେରିକା ଓ ରୁଷିଆ ନିଜର ଲକ୍ଷ୍ୟସାଧନ ପାଇଁ ସେନାଙ୍କୁ ବ୍ୟବହାର ନକରି ଭଡାଟିଆ ସେନାବାହିନୀ ବା ବେସରକାରୀ ସେନାଙ୍କୁ ଉପଯୋଗ
Read More...

ଦେଶରେ କରୋନା ସଂକ୍ରମଣରୁ ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିିଁ, ଗତ ୨୪ ଘଣ୍ଟା ମଧ୍ୟରେ ୮୯୩ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଯଦିଓ ଦେଶରେ କରୋନାର ସଂକ୍ରମଣ ଟିକେ ସ୍ଥିର ଥିବା ପରି ମନେହେଉଛି, କିନ୍ତୁ ଏହାର ଅନ୍ୟ ଏକ ଦିଗ ନଛୋଡ଼ବନ୍ଧା ମନେହେଉଛି । କରୋନା ସଂକ୍ରମଣରୁ ମୃତ୍ୟୁ ସଂଖ୍ୟା ତେଜୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୯୩ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ, ୨ ଲକ୍ଷ ୩୪ ହଜାର ୨୮୧
Read More...

କବିତା : ଶୂନ୍ୟ ସୀମନ୍ତିନୀ ରାଧା

ବିଜୟ କୁମାର ତ୍ରିପାଠୀ (ଏକ) ନିରାଭରଣ ହୋଇଛିଶୂନ୍ୟକୁଂଭ ଟେକି ଦେଇଛିଦେହରୁ ଉତାରି ଦେଇଯେତେ ସବୁ ମିଛ ଆବରଣ, ଆଭୂଷଣଅନଂତ ଆକାଶର ଛାତ ତଳେଉତ୍ତୋଳିତ ହାତରେକେତେ କାଳରୁ ଛିଡ଼ା ହୋଇଛି,କାହା ଇଚ୍ଛାରେ ନୁହଁସ୍ୱଇଚ୍ଛାରେ କେବେଠୁ ନିଜକୁତୁମଠାରେ ସମର୍ପି ଦେଇଛି । ଫୁଟେଇ ଥିବା
Read More...

ବ୍ୟାପୁଛି ଡାଇରିଆ : ଏପର୍ଯ୍ୟନ୍ତ ୪୦ ଜଣ ସଂକ୍ରମିତ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଲଖନ୍‌ପୁର ବ୍ଲକ କୁଆକୁଣ୍ଡା ଗ୍ରାମରେ ଡାଇରିଆ ରୋଗ ବ୍ୟାପିବାରେ ଲାଗିଛି । ସଂକ୍ରମଣ ସଂଖ୍ୟା କମିବାର ନାଁ ନେଉ ନଥିବା ବେଳେ ଏପର୍ଯ୍ୟନ୍ତ ୪୦ ଜଣ ସଂକ୍ରମିତ ହୋଇ ସାରିଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଡାଇରିଆ ଯୋଗୁଁ ଜଣେ ମୃତ୍ୟୁବରଣ କରି
Read More...

ଭିଜିଲାନ୍ସ ଜାଲରେ ରାୟଗଡା ଜିଲ୍ଲାର କୋଟିପତି ଶିକ୍ଷକ : ଘରୁ ଠାବ ହେଲା ୪ କୋଟି ୭୩ଲକ୍ଷ ଟଙ୍କାର ସମ୍ପତ୍ତି

ରାୟଗଡା : ଭିଜିଲାନ୍ସ ଜାଲରେ ପଡିଛନ୍ତି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ନୂଆପଡା ଗ୍ରାମର କମ୍ପର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିଶିର କୁମାର ସିମିଳି । ଆୟ ବହିର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ବେଳେ ଶିକ୍ଷକଙ୍କ ଘରୁ ଅମାପ ସମ୍ପତ୍ତି ଠାବ ହୋଇଛି । ଶନିବାର
Read More...

ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ ସଫଳତା : ଏନ୍‌କାଉଣ୍ଟର୍‌ରେ ଜୈଶ୍‌-ଏ-ମହମ୍ମଦ୍‌ କମାଣ୍ଡର୍‌ଙ୍କ ସମେତ ୫ ଆତଙ୍କବାଦୀ…

ଜମ୍ମୁ : ଗତ ୧୨ ଘଣ୍ଟା ମଧ୍ୟରେ ଦୁଇଟି ଏନ୍‌କାଉଣ୍ଟର୍‌ରେ ୫ ଆତଙ୍କବାଦୀ ନିହତ ହୋଇଥିବା ନେଇ କଶ୍ମୀର ପୁଲିସ ଟୁଇଟ୍‌ କରି ସୂଚନା ଦେଇଛି । ଟୁଇଟ କରି କଶ୍ମୀର ପୁଲିସ ଲେଖିଛି ଯେ, ଗତ ୧୨ ଘଣ୍ଟା ମଧ୍ୟରେ ଦୁଇଟି ଏନ୍‌କାଉଣ୍ଟର୍‌ରେ ପାକିସ୍ତାନ ଦ୍ୱାରା ପ୍ରୋତ୍ସାହିତ ନିଷିଦ୍ଧ ଆତଙ୍କବାଦୀ
Read More...

ୱାର୍ଡସଭ୍ୟ ପାଇଁ ୧୪ଟି ୱାର୍ଡରେ ହେବ ପ୍ରାର୍ଥୀପତ୍ର ଦାଖଲ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷହେବା ସହିତ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇସାରିଛି । ନିର୍ବାଚନରେ ପ୍ରତିଦ୍ବନ୍ଦୀତା କରୁଥିବା ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
Read More...

ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ : ଗାଁରେ ପାଦ ପକାଇଲେ ସାଂସଦ ସଂଗୀତା

ଟିଟିଲାଗଡ଼, (ଅଜିତ କୁମାର ସାହୁ) : କରୋନା କଟକଣାକୁ ନେଇ ରାଜ୍ୟ ସରକାର ୫ ଜଣଙ୍କୁ ନେଇ ଭୋଟ ପ୍ରଚାର ପ୍ରସାର କରିବାକୁ କହୁଛନ୍ତି ହେଲେ ସରକାରଙ୍କ କଥାକୁ ପାଳନ କରୁଛି କିଏ ! ନେତାଙ୍କ ଭିଡରେ ଲୋକ ବେହାଲ ହୋଇ ପଡିଛନ୍ତି । ତେବେ ଗତକାଲି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଜୋନ ନମ୍ୱର ୯ରେ
Read More...

ଦେଶରେ ଗତ ୨୪ ଘଣ୍ଟାରେ ୨,୩୪,୨୮୧ ଆକ୍ରାନ୍ତ ଚିହ୍ନଟ : ୮୯୩ ଜଣ ମୃତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୩୪,୨୮୧ କରୋନାଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୮୯୩ ମୃତ୍ୟୁ ରେକର୍ଡ କରାଯାଇଛି । ତେବେ ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୧୦,୯୨,୫୨୨ରେ ପହଞ୍ଚିଥିବା ବେଳେ ୮୯୩ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ
Read More...

ନୂଆପଡ଼ା ଜିଲ୍ଲା ଭେଲା ଗାଁର ସ୍ୱାଧୀନତା ସଂଗ୍ରାମୀ ଜଗଦୀଶ ପ୍ରସାଦ ଯୋଶୀ ଦିଲ୍ଲୀ ଦରବାରରେ ସ୍ଥାନ ପାଇଲେ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଭେଲା ଗାଁର ସ୍ୱାଧୀନତା ସଂଗ୍ରାମୀ ଜଗଦୀଶ ପ୍ରସାଦ ଯୋଶୀ ଗତ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ଦରବାରରେ ସ୍ଥାନ ପାଇଥିବା ବେଳେ ଏହାକୁ ନେଇ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଯୋଶୀ ୧୯୧୩ ଅକ୍ଟୋବର ୧୦ରେ
Read More...