pakka

ଦେଶରେ କରୋନା ସଂକ୍ରମଣରୁ ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିିଁ, ଗତ ୨୪ ଘଣ୍ଟା ମଧ୍ୟରେ ୮୯୩ ଜଣଙ୍କର ମୃତ୍ୟୁ

bbehera

ନୂଆଦିଲ୍ଲୀ : ଯଦିଓ ଦେଶରେ କରୋନାର ସଂକ୍ରମଣ ଟିକେ ସ୍ଥିର ଥିବା ପରି ମନେହେଉଛି, କିନ୍ତୁ ଏହାର ଅନ୍ୟ ଏକ ଦିଗ ନଛୋଡ଼ବନ୍ଧା ମନେହେଉଛି । କରୋନା ସଂକ୍ରମଣରୁ ମୃତ୍ୟୁ ସଂଖ୍ୟା ତେଜୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୯୩ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ, ୨ ଲକ୍ଷ ୩୪ ହଜାର ୨୮୧ ନୂତନ କରୋନା ରୋଗୀ ଚିହ୍‌ହ୍ନଟ ହୋଇଛନ୍ତି ଏବଂ ୩ ଲକ୍ଷ ୫୨ ହଜାର ୭୮୪ ରୋଗୀ ଆରୋଗ୍ୟ ହୋଇଛନ୍ତି । ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୮ ଲକ୍ଷ ୮୪ ହଜାର ୯୩୭ରେ ପହଞ୍ଚିଛି ଏବଂ ପଜିଟିଭ୍‌ ହାର ୧୪.୫୦ ପ୍ରତିଶତକୁ ବୃଦ୍ଧି ପାଇଛି ।

jay balangir
Leave A Reply

Your email address will not be published.

4 × two =

error: Content is protected !!