ଗାଇସିଲେଟ ବ୍ଲକ କେନ୍ଦୁଭଟା ଟ୍ରାଫିକ ଛକରେ ଟ୍ରାଫିକ ପେଣ୍ଡାଲ ନାହିିଁ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କେନ୍ଦୁଭଟା ଟ୍ରାଫିକ ଛକରେ ଟ୍ରାଫିକ ପେଣ୍ଡାଲ ନାହିିଁ । ହେଲେ ପଦ୍ମପୁର ପିଡ୍ଳୁଡି ବିଭାଗର ଏଥିପ୍ରତି ଦୃଷ୍ଟି ପଡୁନାହିଁ । ଏହି ଛକଟି ଚାରୋଟି ରାସ୍ତା ଆସି ସଂଯୋଗ ହୋଇଛି । କିନ୍ତୁ ଟ୍ରାଫିକର କୌଣସି ପେଣ୍ଡାଲ ନ!-->…
Read More...
Read More...