Yearly Archives

2021

ଗାଁ ମୁହାଁ କରୋନା ଚିନ୍ତାରେ ଲୋକେ : ସ୍ଥିତି ଅନୁଧ୍ୟାନ କରୁଛି ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନାକୁ ନେଇ ଏବେ ଚିନ୍ତାରେ ଲୋକେ ଓ ପ୍ରଶାସନ । ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗୁଛି । ହେଲେ କମିବାରେ ନାଁ ନେଉ ନାହିଁ । ତେବେ ବଲାଙ୍ଗିର ଜିଲ୍ଲାରେ ଲଗାତାର ଭାବରେ ବୃଦ୍ଧି ପାଉଛି । ତେବେ ସଇଁନ୍ତଲା ବ୍ଳକର ବିଭିନ୍ନ ଗ୍ରାମରେ…
Read More...

ବିସିମୁଣ୍ଡା ରାଧାକୃଷ୍ଣ ମଠର ବାବା କୃଷ୍ଣ ଚନ୍ଦ୍ର ଦାଶ ହତ୍ୟାକାଣ୍ଡର ପର୍ଦ୍ଦାଫାଶ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ବିସିମୁଣ୍ଡା ଗାଁର ରାଧା କୃଷ୍ଣ ମଠର ମଠାଧିସ ବାବା କୃଷ୍ଣ ଚନ୍ଦ୍ର ଦାଶ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ବାବାଙ୍କ ସମ୍ପର୍କୀୟ ଦୁଇ ପୁତୁରା ଅମିତ ଓରଫ ଶମ୍ଭୁ ଭୂଷଣ ମିଶ୍ର ଓ ମିଥୁନ ଓରଫ ଡୋଳାମଣି ମିଶ୍ର ହେଉଛନ୍ତି…
Read More...

ବଲାଙ୍ଗିର ଜିଲ୍ଲାରେ ୪୩୭ ନୂଆ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୧୪୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୪୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୧୪୧ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧୨ରୁ ୧, ୮ରୁ ୧, ୧୪ରୁ ୨, ୧୬ରୁ ୨, ୧ରୁ ୩, ୧୦ରୁ ୩,…
Read More...

ପରିବାରରେ ଜଣେ କରୋନା ପଜିଟିଭ୍‌ରେ ମୃତ୍ୟୁ ପରେ ସହଯୋଗ କଲେନି ଗାଁ ଲୋକେ, ସମସ୍ତଙ୍କ ଟେଷ୍ଟିଂ ରିପୋର୍ଟ ଆଣିବାକୁ…

ମ.ରାମପୁର, (ହେମନ୍ତ ସାହୁ) : କରୋନା କାଳରେ ଭିନ୍ନ ଭିନ୍ନ ଦୃଶ୍ୟ ସବୁ ଦେଖିବାକୁ ମିଳୁଛି । ମଣିଷ ନିଜ ଭିତରୁ ସମବେଦନାକୁ ହଜେଇ ଦେଇ କଠୋର ହେଇଯାଉଛି । କରୋନାରେ ଜଣଙ୍କର ମୃତ୍ୟୁ ପରେ ସେହି ପରିବାରର ଅନ୍ୟସମସ୍ତଙ୍କ ରିପୋର୍ଟ ଆଣିଲେ ହିଁ ଗାଁରେ ଅନ୍ୟ କିଛି କାମରେ ସହଯୋଗ କରାଯିବ ବୋଲି…
Read More...

ଶିକ୍ଷକଙ୍କୁ ମୃତ୍ୟୁ ପରେ ମିଳିଲାନି ଚାରିକାନ୍ଧ : ବାପ ପୋଡିଲା ପୁଅର ଶବ, ଗ୍ରାମବାସୀଙ୍କ ତରଫରୁ ୧୪ ଦିନ ବାସନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ରାଜ୍ୟରେ କରୋନାର ଦ୍ଵିତୀୟ ଲହରୀ ଚାଲୁଥିବା ବେଳେ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାକୁ ଲାଗିଛି । ଏଥିରେ ଶିକ୍ଷକ ମାନେ ବିଶେଷ ଭାବରେ ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଅନେକ ଶିକ୍ଷକଙ୍କ ବହୁମୂଲ୍ୟ ଜୀବନ ଅକାଳରେ ଚାଲିଯାଉଥିବା ଦେଖିବାକୁ…
Read More...

ତାମିଲନାଡୁ ଆସନ୍ତା ମେ ୧୦ରୁ ‘ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌’

ତାମିଲନାଡୁ : ଦିନକୁ ଦିନ କରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଛି । ତେବେ ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁକୁ ମେ ୧୦ ତାରିଖରୁ ଦୁଇ ସପ୍ତାହ ନିମନ୍ତେ ରାଜ୍ୟରେ 'ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌' ଘୋଷଣା କରିଛନ୍ତି ତାମିଲନାଡୁ ସରକାର । ରାଜ୍ୟରେ ଗତକାଲି ରେକର୍ଡସଂଖ୍ୟକ ୨୬୦୦୦ ନୂତନ ସଂକ୍ରମଣ…
Read More...

ଢ଼ାବା ଉପରେ ଅବକାରୀ ବିଭାଗ ଚଢ଼ାଉ : ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଢ଼ାବା ମାଲିକ ଏବଂ ତାର ଭାଇ ଗିରଫ

ଢେଙ୍କାନାଳ : ଅବକାରୀ ବିଭାଗ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ କଡରେ ଥିବା ରାଜକୁମାର ଢ଼ାବା ଉପରେ ଚଢ଼ାଉ କରିଛି । ଚଢ଼ାଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଢ଼ାବା ମାଲିକ ଏବଂ ତାଙ୍କ ଭାଇକୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ…
Read More...

ସାଲେଭଟାରେ ବିଶ୍ୱ ରେଡକ୍ରସ ଦିବସ ପାଳିତ : ଗରିବ ମାନଙ୍କୁ ମାସ୍କ, ସାବୁନ, ବିସ୍କୁଟ, ଚାଉଳ ଓ ପରିବା ବଂଟନ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା ) ବ୍ଲକ ସାଲେଭଟା ସରକାରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜୁନିଅର ରେଡକ୍ରସ ତରଫରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ରେଡକ୍ରସ ପ୍ରତିଷ୍ଠାତା ସାର ଜାଁ ହେନେରୀ ଡୁନାଂଟଙ୍କ ତୈଳଚିତ୍ର ପ୍ରତି ମାଲ୍ୟାର୍ପଣ ସହ…
Read More...

କେନାଲ ପାଣିରୁ ହରିଣ ଉଦ୍ଧାର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅଧିନସ୍ଥ କ୍ଷୀରପୁର ଗ୍ରାମରେ ଆଜି ଅପରାହ୍ନରେ ଏକ ହରିଣ ଶୋଷରେ ଜଙ୍ଗଲରୁ ପାଣି ପିଇବା ଉଦ୍ଦେଶ୍ୟରେ କେନାଲକୁ ଆସିଥିବା ବେଳେ କୁକୁରମାନେ ଦୌଡାଇବାରୁ ଜୀବନ ବିକଳରେ ହରିଣ ଟି କେନାଲ ପାଣିକୁ ଡେଇଁ ପଡିଥିଲା । ଏ…
Read More...

ଦିବଂଗତ ଅଜାମ୍ବର ମଲ୍ଲ ଥିଲେ ଜଣେ ପ୍ରଚଣ୍ଡ ପ୍ରତିଭା ଓ ନମସ୍ୟ ପୁରୁଷ, ଏ ମାଟି ତାଙ୍କୁ ସବୁବେଳେ ମନେ ପକାଇବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଗ୍ମୀ, ଗୁଣି ଅଧ୍ୟାପକ ଡଃ. ଅଜାମ୍ବର ମଲ୍ଲ ମହୋଦୟଙ୍କ ଗତ ୭ ତାରିଖ ଭୋର୍ ୫ ପାଖାପାଖି କୋରନାରେ ଆକ୍ରାନ୍ତ ହେଇ ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗିର କିମ୍‌ସ୍‌ କୋଭିଡ଼୍‌ କେୟାର୍‌ ସେଂଟର୍‌ ଠାରେ ପରଲୋକ ଘଟିଛି । ଜଣେ ଛାତ୍ର ବତ୍ସଳ ଅଧ୍ୟାପକ, ବାଗ୍ମୀ,…
Read More...