Yearly Archives

2021

ଆନ୍ଧ୍ରରେ ଫଶିଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟରେ ସାହଯ୍ୟ କରିବା ସହ ଖାଇବାର ସମସ୍ତ ବ୍ୟବସ୍ଥା କଲେ ସମାଜସେବୀ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ଦୁଇ ଦିନ ତଳେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ବରଗଡ ଓ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ଲୋକେ ଇଟାଭାଟିକୁ କାମ କରିବାକୁ ଯାଇ ମାଲିକ ଦ୍ୱାରା ନିର୍ଯାତନାର ଶିକାର ହେଉଥିବା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ପାଇଥିଲେ । ତାପରେ ଶ୍ରମିକଙ୍କୁ…
Read More...

ପଦ୍ମପୁର ସବ-ଜେଲରେ ୮୩ ଜଣଙ୍କର ବାହାରିଲା କୋଭିଡ ପଜିଟିଭ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଦିନ ପ୍ରତିଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗୁଥିବା ବେଳେ ଲକଡାଉନ ପରେ ଏହି ସଂଖ୍ୟାରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଥିଲା । ହେଲେ ବର୍ତ୍ତମାନ ପଦ୍ମପୁର ସବ-ଜେଲରେ ୮୩ ଜଣ ଅନ୍ତେବାସୀଙ୍କର କୋଭିଡ ପୋଜିଟିଭ୍‌ ବାହାରିଥିବା…
Read More...

ରିଷିଡାରେ ରବି ଧାନମଣ୍ଡି ଉଦଘାଟିତ

କର୍ଲାମୁଣ୍ଡା, (ନରୋତ୍ତମ ସେଲ୍‌ମା) : ଆଜି କର୍ଲାମୁଣ୍ଡା ବ୍ଲକର ରିଷିଡା ଆରଏମସି ବଜାର ପ୍ରାଙ୍ଗଣରେ ରବି ଧାନ କିଣିବା ପାଇଁ ପେକ୍ସ ପକ୍ଷରୁ ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ନିରାଡ଼ମ୍ବର ଉତ୍ସବରେ ତେରେସିଙ୍ଗା ସରପଞ୍ଚ ହନୁମାନ ଦାସ, ଚାଷୀନେତା ଗୋକୁଳ ମାଝୀ,…
Read More...

ଡ. ସୁଧୀର ପରିଚ୍ଛାଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡ. ସୁଧୀର ପରିଚ୍ଛା ବଲାଙ୍ଗିର ଜିଲ୍ଲା କୃଷକ ସମାଜର ଅନ୍ୟତମ ଶାଣିତ ସ୍ଵର ଭାବେ ସମଗ୍ର ରାଜ୍ୟରେ ଜଣାଶୁଣା ଥିଲେ । ଜିଲ୍ଲାର ବିଭିନ୍ନ ସମସ୍ୟା ପାଇଁ ସେ ନୀରବଛିନ୍ନ ଭାବରେ ସ୍ଵର ଉତ୍ତୋଳନ କରୁଥିଲେ । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ…
Read More...

ମାନ୍ୟବର ହାଇକୋର୍ଟଙ୍କ ରାୟକୁ ତୁରନ୍ତ ଲାଗୁ କରାଯାଉ : ଏଆଇଡିଏସ୍‌ଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍କୁଲ ବନ୍ଦ ନେଇ ହାଇକୋର୍ଟଙ୍କ ରାୟକୁ ତୁରନ୍ତ କାର୍ଯ୍ୟକାରୀ କରି ସରକାରୀ ପ୍ରାଥମିକ ସ୍କୁଲମାନଙ୍କରେ ନାମଲେଖା ଆରମ୍ଭ କରିବା ଦାବୀରେ ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ଗୁରୁବାର ଜିଲ୍ଲା ସ୍ତରୀୟ ଦାବୀ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ…
Read More...

ଗତ ୨୪ ଘଣ୍ଟା ମଧ୍ୟରେ ୨୬ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୬ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା…
Read More...

ଅସହାୟଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଲେ ସିଏନ୍‌ସି ବାଣିଜ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀ ସମୟରେ ହସ୍‌ପିଟାଲ୍‌କୁ ରୋଗୀଙ୍କୁ ଆଣି ଭର୍ତ୍ତି କରୁଥିବା ପରିଜନଙ୍କୁ ଲାଗି ରହିଥିବା ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଯୋଗୁଁ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ବେଳେ ଖାଇବାକୁ ମୁଠେ ପାଇବା ବି ସମୟ ସମୟରେ ବଡ଼ ମୁସ୍‌କିଲ୍‌…
Read More...

କୋସଲି ଡେରା ପକ୍ଷରୁ ଅନଲାଇନ କୋସଲି କବିତା ଆସର ଆୟୋଜିତ

ପାଟଣାଗଡ, (ପୁସ୍ତମ ଯୁଆଡି) : ପାଟଣାଗଡର ସାହିତ୍ୟ ଅନୁଷ୍ଠାନ କୋସଲିଡେରାର ଏକ କୋସଲି କବିତା ଆସର ଗୁଗୁଲ ମିଟ୍'ରେ ମାଧ୍ୟମରେ ଆୟୋଜିତ ହୋଇଯାଇଛି । କୋସଲ ଓ କୋସଲି ଭାବକୁ ଆଧାର କରି ହୋଇଥିବା କାର୍ଯ୍ୟକ୍ରମରେ ଅଧ୍ୟାପକ ଦିଲୀପ କୁମାର ପସାୟତ ଓ ରାମଭକ୍ତ ଫରିକାର ଅତିଥି ଭାବରେ ଯୋଗଦେଇ…
Read More...

ମଦୁଆ ପୋଲିସ କନେଷ୍ଟବଳଙ୍କ ଦାଦାଗିରି : ଡ୍ୟୁଟି ବାହାନାରେ ଅସୁସ୍ଥ ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର, ନାବାଳକକୁ ଚାପୁଡ଼ା…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମାତାଲ ଅବସ୍ଥାରେ ପୋଲିସ ପୋଷାକରେ ଡ୍ୟୁଟି କରୁଥିବା ଦୁଇ କନେଷ୍ଟବଳଙ୍କ ଉନ୍ମତ୍ତ କାଣ୍ଡ । ଡ୍ୟୁଟି ନାଁରେ ଜଣେ ଅସୁସ୍ଥ ବ୍ୟକ୍ତି ଓ ଅନ୍ୟ ଜଣେ ନାବାଳକଙ୍କୁ ଦୁଇ ପୋଲିସ କର୍ମୀ ଦୁର୍ବ୍ୟବହାର କରିବା ସହ ଚାପୁଡ଼ା ମାରିଥିବା ନେଇ ଥାନାରେ…
Read More...

ଅକ୍‌ସିଜେନ୍‌ ବ୍ୟାଙ୍କ ଖୋଲାଯିବା ସହ ଦକ୍ଷ ଟେକ୍‌ନିସିଆନ୍‌ ବ୍ୟବସ୍ଥା କରାଯିବା ଉଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶେଷ ଉତ୍ସାହପ୍ରଦ ବିଷୟ ଯେ, କରୋନାର ଦ୍ୱିତୀୟ ଲହରି ସମୟରେ ଅକ୍‌ସିଜେନ୍‌ ସଂକଟକୁ ଦୂର କରିବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅକ୍‌ସିଜେନ୍‌ ବ୍ୟାଙ୍କ ଖୋଲା ଯାଉଛି । ବର୍ତ୍ତମାନ ସମୟ ନିମନ୍ତେ ଏହା ଅତ୍ୟନ୍ତ ପ୍ରଶଂସନୀୟ ପଦକ୍ଷେପ ।…
Read More...