Yearly Archives

2021

ଅଷ୍ଟମ ଦିନରେ ସେବା ଶିବିର : ରକ୍ତଦାନ କଲେ ଛାତ୍ର କଂଗ୍ରେସର ସଦସ୍ୟ ବୃନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆରମ୍ଭ ହୋଇଥିବା ସେବା ଶିବିର ଅବସରରେ ରକ୍ତଦାନ କାର୍ଯ୍ୟକ୍ରମର ଆଜି ହେଉଛି ଅଷ୍ଟମ ଦିନ । ଏହି ଅବସରରେ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଜିଲ୍ଲା ସଭାପତି ଅଙ୍କିତ ସାହୁଙ୍କ ଉପସ୍ଥିତିରେ ଛାତ୍ର ନେତା ନିରଞ୍ଜନ…
Read More...

ବିଜେପି ଯୁବମୋର୍ଚ୍ଚା ତରଫରୁ ଘରକୁ ଘର ବୁଲି କରୋନା ସଚେତନ କରିବା ସହ ଅକ୍ସିମିଟର ଦ୍ୱାରା ଅକ୍ସିଜେନ୍ ତଥା ତାପମାତ୍ରା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ମାନବ ସମାଜକୁ କରୋନା ସଂକ୍ରମଣର ଚିନ୍ତା ଘାରିଥିବା ବେଳେ ଦିନକୁ ଦିନ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ଏଣୁ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁଚିନ୍ତା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନରେ ରାଜ୍ୟ…
Read More...

ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ମକର୍ଦ୍ଧଜ ଏବଂ ମନୋରଞ୍ଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ବର୍ତ୍ତମାନ ଗରିବ ଲୋକମାନଙ୍କ ପାଇଁ ନାନା ଯୋଜନା କାର୍ଯ୍ୟକାରୀ କରୁଛନ୍ତି କିନ୍ତୁ ପ୍ରକୃତ ହିତାଧୀକାରୀ ମାନଙ୍କର ପାଖକୁ ପହଞ୍ଚି ପାରୁନାହିଁ । ଅଭିଯୋଗ ଅନୁସାରେ ପଦ୍ମପୁର ବ୍ଲକ ଡ଼ଙ୍ଗାଘାଟ ପଂଚାୟତ ପୁଢେରଖାର ଗ୍ରାମର ମକର୍ଦ୍ଧଜ ଅଦାବର ଓ…
Read More...

ଢାବା ଉପରେ ଚଢ଼ଉ : ବିପୁଳ ପରିମାଣର ବିଦେଶୀ ମଦ ଜବତ, ୧ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏକ ଢାବା ଉପରେ ଚଢ଼ଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ପୁଇଁତଲା ଥାନା ଅନ୍ତର୍ଗତ ମଲମୁଣ୍ଡାଠାରେ ଥିବା ଆର୍ୟ୍ୟାନ୍ ଢାବା ଉପରେ ପୁଇଁତଲା ପୋଲିସ ଚଢାଉ କରିଛି ଓ ଢାବାରୁ ବିପୁଳ ପରିମାଣର…
Read More...

ଭୁବନେଶ୍ୱରରେ ପହଂଚିଲେ ପ୍ରଧାନମନ୍ତ୍ରୀ ମୋଦୀ : ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ପହଂଚି ବାତ୍ୟା 'ୟାସ' ଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରୁଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ଅନୁଷ୍ଠିତ ଏକ ବୈଠରେ ମୋଦୀ ଏହାର ସମୀକ୍ଷା କରିଛନ୍ତି । ଏହି ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ…
Read More...

ଛତ୍ରପୁର ବିଧାୟକଙ୍କ ଦ୍ୱାରା ଅସହାୟଙ୍କୁ ସହାୟତା ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଜନତା ଦଳ ସୌଜନ୍ୟରେ ଗଞ୍ଜାମ ଏନ୍‌ଏସି ତରଫରୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ପ୍ରାୟ ୫୦ ଗୋଟି ଅସହାୟ ପରିବାରଙ୍କୁ ରାସନ ସାମଗ୍ରୀ ପ୍ୟାକେଟ ପ୍ରଦାନ…
Read More...

କରୋନା ମହାମାରୀ ସମୟରେ ଅସହାୟଙ୍କ ସହାୟତାର ସାଥୀ ପାଲଟିଛି ସୀତାରାମ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀର କାୟା ବିସ୍ତାରକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସାରା ରାଜ୍ୟରେ ଲକ୍‌ଡ଼ାଉନ୍‌ ସଟ୍‌ଡାଉନ୍‌ ଓ ଆଦି ପ୍ରତିବନ୍ଧକ ଜାରି ରହିଥିବା ବେଳେ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଗରିବମାନଙ୍କ ରୋଜଗାର ପୁରା ଠପ୍‌ ହୋଇଯାଇ ଚଳିବା କଷ୍ଟକର ହୋଇଯାଇଛି ।…
Read More...

ବାତ୍ୟା ପରବର୍ତ୍ତୀ ବିଦ୍ୟୁତ୍‌ ପୁନଃସଂଯୋଗ କାର୍ଯ୍ୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବାତ୍ୟା ପ୍ରଭାବିତ ଜିଲ୍ଲାର ଅଧିକାଂଶ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଛି । ଅଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ପାଇଁ ସ୍ୱତନ୍ତ୍ର ଭାବରେ ଏକ ହଜାର କୁଶଳୀ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି । ଆଜି ରାତି ସୁଦ୍ଧା ୮୦…
Read More...

ବାତ୍ୟା ପୁନରୁଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ର ଏବଂ ଅଗ୍ନିଶମ ସେବାଦଳର ତ୍ୱରିତ ପଦକ୍ଷେପ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବାତ୍ୟା ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଏନ୍‌ଡିଆର୍‌ଏଫ୍‌ର ୫୨ଟି ଦଳ, ଓଡ୍ରାଫ୍‌ର ୫୦ଟି ଦଳ, ଅଗ୍ନିଶମ ସେବାର ୨୦୦ରୁ ଅଧିକ ଦଳ ଏବଂ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ୫୦୦ରୁ ଅଧିକ ସ୍ୱତନ୍ତ୍ର ଇଞ୍ଜିନିୟରିଂ ଦଳ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଉପୁଡି…
Read More...

ଜୁଆ ଖେଳ ସମୟରେ ପୋଲିସର ଚଢଉ : ୪ଗିରଫ ଏବଂ ୮୩୬୦ ଟଙ୍କା ସହ ୭ ଟି ବାଇକ୍ ଜବତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା କୀର୍ତ୍ତିପୁର ଗାଁରେ ଗତକାଲି ସନ୍ଧ୍ୟାରେ ଜୁଆ ଖେଳ ସମୟରେ ସୋନପୁର ପୋଲିସ ଚଢ଼ଉ କରି ୪ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ କିର୍ତିପୂର୍ ଗାଁ ପାଖ ଅଞ୍ଚଳର ଦୃବାଦଳ ମହାକୁର, ପ୍ରଦ୍ୟୁମ୍ନ ପଣ୍ଡା, ଶଙ୍କର୍ଷଣ ଅମଡ଼ା…
Read More...