Yearly Archives

2021

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ନିର୍ଯ୍ୟାତିତ ଶୈଶବ

ଲାଭକାରୀ ସରକାରୀ ସଂସ୍ଥାରେ ଗୋତି ଶ୍ରମିକ ଖଟୁଛି ଶୈଶବସରକାରୀ ନିୟମକୁ ବିଭାଗୀୟ କାମଚଳା ରେଞ୍ଜଙ୍କ ଖାତିର ନାହିଁଟିଟିଲାଗଡ କେନ୍ଦୁପତ୍ର ଡିଭିଜନ ଅଧିନସ୍ଥ ବେଳଗାଁରେ ନିୟୋଜିତ ଶିଶୁ ଶ୍ରମିକଟିଟିଲାଗଡ, (ଗୌରବ ଦର୍ଜୀ) : ଆଜିର ଶିଶୁ ଆସନ୍ତାକାଲି ଦେଶର ଭବିଷ୍ୟତ । କେତେବେଳେ କେଉଁ ସମୟରେ…
Read More...

ଲକ୍ ଡାଉନରେ ଅମାନିଆଙ୍କୁ ସାବଡ୍‌ କରୁଛି ପୋଲିସ

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟରେ କରୋନା ସଂକ୍ରମଣର ବୃଦ୍ଧିକୁ ନେଇ ସରକାର କଟକଣାକୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମଣ ଆୟତ୍ତ ହେଉ ନ ଥିବା ବେଳେ ପୋଲିସ ବିଭିନ୍ନ ସ୍ଥାନରେ ରହି ଯାଞ୍ଚ କରିଛି । ଟିଟିଲାଗଡ ପୋଲିସ…
Read More...

ଜୁଆ ଖେଳ ଉପରେ ଚଢ଼ଉ : ପାଞ୍ଚ ବାଇକ୍ ସହ ପାଞ୍ଚ ଜୁଆଡି ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶା କାରବାର ଓ ଚୋରା କାରବାର, ଡକାୟତି ଘଟଣା, ବେଆଇନ ଜୁଆ, ସଟ୍ଟା ବଢ଼ିବାରେ ଲାଗୁଥିବା ବେଳେ ବେଆଇନ କାରବାର ଅଞ୍ଚଳରେ ଏକ ଭୂସ୍ୱର୍ଗ ପାଲଟିଛି । ନୂତନ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ…
Read More...

୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୩୨,୩୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ୨,୭୧୩ ମୃତ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୩୨,୩୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨,୭୧୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୮୫,୭୪,୩୫୦ ଓ ମୃତ୍ୟୁସଂଖ୍ୟା ୩,୪୦,୭୦୨ରେ ପହଞ୍ଚିଛି ।…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୧୨କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ, ଅନୁଗୁଳ, ଝାରସୁଗୁଡା, କଳାହାଣ୍ଡି, ରାୟଗଡା ଓ…
Read More...

ଧାନ କିଣିବା ଦାବୀରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦାବୀପତ୍ର

ଲୋଇସିଂହା, (କେପିଏନ୍‌ଏସ୍‌) : ମଣ୍ଡିରେ ଧାନ କିଣିବା ଦାବୀରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗାଡ଼ ପେକ୍ସର ଚାଷୀ ମାନେ ଗୁରୁବାର ଦିନ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଟୋକନ୍ ଆସିବା ପରେ ଚାଷୀ ମାନେ…
Read More...

ନିଃସହାୟ ବିଧବା ମହିଳା ମଞ୍ଜୁଳାଙ୍କ ଦୁଃଖ ଦିଶୁନି କାହା ଆଖିରେ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ଗ୍ରା:ପ: ଅନ୍ତର୍ଗତ ମହୁଲବାହାଲି ଗାଁର ଚେୟାରମେନପଡ଼ା ନିବାସୀ ନିଃସହାୟ ବିଧବା ମହିଳା ମଞ୍ଜୁଳା ମେହେର ଅତି ଦୟନୀୟ ଅବସ୍ଥାରେ ଅଭାବ ଅନାଟନରେ ଭଙ୍ଗା କୁଡିଆରେ କାଳାତିପାତ କରୁଥିବା ଖବର ମିଳିଛି । ତାଙ୍କ ସ୍ଵାମୀ ଲଛମନ ମେହେର ପ୍ରାୟ ତିନି ବର୍ଷ…
Read More...

ଗାଁ ପାଖରେ ପଥର ଖୋଦାନ ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

ତୁରେକେଲା, (କୈଳାଶ ସଗ୍ରିଆ) : କନ୍ଦେଇ ଗ୍ରା.ପ. ଅନ୍ତର୍ଗତ ଟିକ୍ରାପଡା ଗାଁ ପାଖରେ ଏକ ପଥର ଖୋଦାନ ଖୋଳା ଯାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେମାନେ କହିଛନ୍ତି ଯେ, ଏହା ଗାଁ ପାଖ, ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ସମ୍ମୁଖରେ ହେଉଥିବାରୁ ପଥର ବ୍ଲାଷ୍ଟିଙ୍ଗ…
Read More...

ପିପିଏଲ ପକ୍ଷରୁ କୁଜଙ୍ଗ ବ୍ଲକ୍‌କୁ କେଭିଡ୍‌ ସାମଗ୍ରୀ ପ୍ରଦାନ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପାରାଦୀପ ଫସ୍‌ଫେଟସ୍‌ ଲିମିଟେଡ୍‌ ପକ୍ଷରୁ କୁଜଙ୍ଗ ବ୍ଲକ୍‌କୁ ସୋଡିୟମ୍‌ ହାଇପୋକ୍ଲୋରାଇଡ୍‌ ସଲ୍ୟୁସନ, ହାଣ୍ଡ ସାନିଟାଇଜର, ପିପିଇ କିଟ୍‌, ଥର୍ମାଲ ସ୍କାନର, ପଲସ୍‌ ଅକ୍ସିମିଟର ଏନ୍‌-୯୫ ମାସ୍କ,…
Read More...

ସମନ୍ନୟ ଓ ସହଯୋଗ ଅଭାବରୁ ପାରାଦ୍ୱୀପରେ କରୋନା ଯୁଦ୍ଧରେ ଶିଥିଳତା

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : କରୋନା ସଂକ୍ରମଣ ବା କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ପର୍ୟ୍ୟାୟରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସତ୍ୱେ ସମନ୍ୱୟ ଓ ସହଯୋଗ ଅଭାବରୁ ଏହି ଯୁଦ୍ଧରେ ଶିଥିଳତା ଦେଖାଯାଇଛି । ଜିଲ୍ଲାର ବନ୍ଦର ଓ ଶିଳ୍ପ ସହର ପାରାଦ୍ୱୀପର…
Read More...