Yearly Archives

2021

୧୧କେଭି ତାର ଲାଗି ଦନ୍ତାହାତୀ ମୃତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ଅନ୍ତର୍ଗତ ଲାଠିପୋଡ଼ା ଗ୍ରାମ ଶ୍ମଶାନ ଘାଟ ନିକଟ ଜଙ୍ଗଲରେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ସୂଚନା ମୁତାବକ ୮ ଜଣିଆ ହାତୀ ଦୀର୍ଘ ୩ ଦିନଧରି ଲାଠିପୋଡ଼ା ଅଞ୍ଚଳର ବାଘୁଆପଲି,…
Read More...

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୬,୪୯୮ ଆକ୍ରାନ୍ତ ଚିହ୍ନଟ : ୨୧୨୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୬,୪୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ମୃତ୍ୟୁ ସଂଖ୍ୟା ୨୧୨୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୮୯ଲକ୍ଷ ୯୬ ହଜାର ୪୭୩ରେ ପହଞ୍ଚିଛି । ଏତତ୍ ବ୍ୟତୀତ…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୮୦କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬ ଜଣ, ସୁନ୍ଦରଗଡରୁ ୪, ଗଞ୍ଜାମ, ପୁରୀରୁ ୩ ଜଣ ଲେଖାଏଁ…
Read More...

କୋଭିଡ ଯୋଦ୍ଧା ଡିଏସ୍‌ପି ଶେଷଦେବ ବରିହାଙ୍କୁ ଗାର୍ଡ ଅଫ୍‌ ଅନର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ ଆକ୍ରାନ୍ତ ହୋଇ କୋଭିଡ ଯୋଦ୍ଧା ବଲାଙ୍ଗିର ଡିଏସ୍‌ପି ଶେଷଦେବ ବରିହା ପ୍ରାଣ ହରାଇଥିବା ବେଳେ ଆଜି ସ୍ଥାନୀୟ ମନୋହରପୁର ପୋଲିସ ଗ୍ରାଉଣ୍ଡରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ବଲାଙ୍ଗିର…
Read More...

କନ୍ଦକେଲଗାଁ ରେଲୱେ ଲାଇନ ନିକଟରେ ଯୁବକଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେନ୍ଦକେଲଗା ରେଲୱେ ଲାଇନ ନିକଟରୁ ଜଣେ ଯୁବକଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ ଯୁବକ ଜଣକଙ୍କ ପରିଚୟ ମିଳିପାରି ନଥିବା ବେଳେ କେଉଁ କାରଣରୁ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ତାହା ବର୍ତ୍ତମାନ…
Read More...

ଛତ୍ରପୁର ବିଧାୟକଙ୍କ ଦ୍ୱାରା ସ୍ୱତନ୍ତ୍ର ଟୀକାକରଣ କେନ୍ଦ୍ର ଉଦଘାଟିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲାସଦର ମହକୁମା ଛତ୍ରପୁରଠାରେ ୧୮ରୁ ୪୪ ବର୍ଷୀୟଙ୍କ ପାଇଁ ୩ଟି ସ୍ଥାନରେ ଟିକାକରଣ କେନ୍ଦ୍ରମାନ ଖୋଲା ଯାଇଛି । ସୋମବାର ଆରମ୍ଭ ହୋଇଥିବା ଛତ୍ରପୁର କଲ୍ୟାଣ ମଣ୍ଡପଠାରେ ବିବିଧ ଵ୍ୟଵସ୍ଥାପନାରେ ଆୟୋଜିତ ଟିକାକରଣ କେନ୍ଦ୍ରରେ ଛତ୍ରପୁର…
Read More...

ରାଜ୍ୟରେ ୬ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବି କମୁଛି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୬ ହଜାର ତଳକୁ ଖସିଛି କରୋନା ସଂକ୍ରମଣ । ସୁସ୍ଥତା ହାର ବି ବେଶ୍‌ ବଢ଼ି ବଢ଼ି ଚାଲିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସେହି ଅନୁପାତରେ କମିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୮୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ…
Read More...

ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା : ୫୧ ମୃତ, ଶତାଧିକ ଆହତ

କରାଚି : ପାକିସ୍ତାନର ଦକ୍ଷିଣ ସିନ୍ଧ ପ୍ରଦେଶରେ ସୋମବାର ସକାଳେ ଏକ ଏକ୍ସପ୍ରେସ ଟ୍ରେନ ଅନ୍ୟଏକ ଟ୍ରେନର ପଟରିରୁ ଓହ୍ଲାଇ ଯାଇଥିବା ବଗି ସହ ଧକ୍‌କା ହେବା ଫଳରେ ୫୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହାକୁ ନିକଟ ଅତୀତରେ ଦେଶରେ ଘଟିଥିବା ସବୁଠାରୁ ବଡ…
Read More...

ଆଗାମୀ ଡିସେମ୍ବରରୁ ରାମ ମନ୍ଦିର ନିର୍ମାଣର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହେବ : ଟ୍ରଷ୍ଟ ପକ୍ଷରୁ ସୂଚନା

ଅଯୋଧ୍ୟା : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଡିସେମ୍ବରରୁ ଆରମ୍ଭ ହେବ । ଏଥିରେ ମନ୍ଦିର ଗଠନ ପାଇଁ ପଥର ନିର୍ମାଣ କାର୍ଯ୍ୟ କରାଯିବ । ସୋମବାର ଦିନ ମନ୍ଦିର ଟ୍ରଷ୍ଟ ଏହି ସୂଚନା ଦେଇଛି । ରାମ ମନ୍ଦିର ଟ୍ରଷ୍ଟ ଅନୁଯାୟୀ ଅକ୍ଟୋବର ଶେଷ ସୁଦ୍ଧା…
Read More...

ଜନ୍ମଦିନରେ ଅନାଥ ଶିଶୁଙ୍କ ମୁହଁରେ ହସ ଫୁଟାଇଲେ ଜଗତପତି ଦାନୀ

ଦେଓଗାଁ, (ମନୀଷ କୁମାର ସାହୁ) : ଜନ୍ମଦିନରେ ଲୋକେ ମଜାମସ୍ତି କରି ଘର ଲୋକ, ସାଙ୍ଗ ସାଥିଙ୍କ ସାଙ୍ଗରେ ସମୟ ବିତାଇ ପାର୍ଟି, ଭୋଜି ଭାତି କରିଥାନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ବୁର୍ଡା ଗାଁର ଜଗତପତି ଦାନୀ ନାମକ ଜଣେ ଯୁବକ ତାଙ୍କ ଜନ୍ମଦିନରେ ଅନାଥ ଶିଶୁଙ୍କ ମୁହଁରେ…
Read More...