Yearly Archives

2021

ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : କୋରନା ମହାମାରୀ ଓ ଗ୍ରୀଷ୍ମ ପ୍ରବାହରେ ରକ୍ତର ଘୋର ଅଭାବ ଦୂର କରିବା ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ପୁଇଁନ୍‌ନ୍ତଲା ବ୍ଲକ ମହିମୁଣ୍ଡା ଗ୍ରାମ ପଞ୍ଚାୟତ ଠାରେ ରାଜ୍ୟ ଯୁବ ପରିଷଦ ସଭ୍ୟ ନିହାର ରଞ୍ଜନ…
Read More...

ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ଅନଲାଇନ ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗ, ଜିଲ୍ଲା ବଲାଙ୍ଗିର ତରଫରୁ ଡ. ଅଜିତ କୁମାର ଭୋଇଙ୍କ ସଭାପତିତ୍ବରେ କରୋନା ସଚେତନତା ଉପରେ ଅନଲାଇନ ମାଧ୍ୟମରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡ. ଅଶୋକ କୁମାର ସେଠୀ ସରକାରୀ ହୋମିଓପାଥି…
Read More...

ବିଜେପି ପକ୍ଷରୁ ରକ୍ତଦାନ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ରକ୍ତ ଦାନ ମହତ ଦାନ । ରକ୍ତ ଅଭାବରୁ ପ୍ରତିଦିନ ଶହ ଶହ ଲୋକ ମୃତ୍ୟୁ ବରଣ କରୁଥିବା ସମୟରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ପାଇକମାଲ ବ୍ଲକ କୁଦୋଗୁଡା (ଭୁବନେଶ୍ଵପୁର) ଗ୍ରାମ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।…
Read More...

ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ : ମସ୍ତିଷ୍କ ଟ୍ୟୁମର କ’ଣ ଓ ଏହାର ଲକ୍ଷଣ କ’ଣ, ଜାଣିବା ଆସନ୍ତୁ

ପ୍ରତିବର୍ଷ ୮ ଜୁନ୍‌ରେ ବିଶ୍ୱ ଟ୍ୟୁମର ଦିବସ ପାଳନ କରାଯାଏ । ଏହି ମାରାତ୍ମକ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ଶୀଘ୍ର ନିରାକରଣ ପାଇଁ ଏହା ୨୦୦୦ ମସିହାରେ ଜର୍ମାନ ବ୍ରେନ୍ ଟ୍ୟୁମର୍ ଆସୋସିଏସନ୍ ଦ୍ୱାରା ଆରମ୍ଭ ହୋଇଥିଲା । ମସ୍ତିଷ୍କ ଟ୍ୟୁମର ରୋଗୀ ଏବଂ ସେମାନଙ୍କ ପରିବାର…
Read More...

ଅନେକଙ୍କ ଜୀବନ ବଞ୍ଚାଉଛି ୧୦୪ ସ୍ୱାସ୍ଥ୍ୟ ସେବା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ସରକାରଙ୍କ ରାଜ୍ୟରେ କୋଭିଡ-୧୯ ସଂକ୍ରାନ୍ତୀୟ ସେବା ନିମନ୍ତେ ଗତବର୍ଷ ଠାରୁ ଏକ ସଂପୂର୍ଣ୍ଣ ଦେୟମୁକ୍ତ ଟେଲିମେଡ଼ିସିନ୍‌ ହେଲ୍ପଲାଇନ୍‌ ୧୦୪ ସେବାକୁ କାର୍ଯ୍ୟକାରୀ କରାଯାଇଥିଲା । ତାହା କିଭଳି ଭାବରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ବରଦାନ ସାବ୍ୟସ୍ତ…
Read More...

ଚଟୁଅନକାରେ କରୋନା ସଚେତନତା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଆଜି ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ ନେତୃତ୍ୱରେ ମହିଳା ସ୍ୱାସ୍ଥ୍ୟକର୍ମୀ ନମିତା ମିଶ୍ର, ଅଙ୍ଗନବାଡ଼ି…
Read More...

ଚନ୍ଦନଭାଟି ଫାଣ୍ଡିର ଲେଡି ପୋଲିସ ସନ୍ତୋଷିନୀ ସାହୁଙ୍କ ସାହସ ବଳରେ ଚୋର ଦଳର ଚୋରୀ ଉଦ୍ୟମ ପଣ୍ଡ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : କିଛିଦିନ ହେଲା ଚନ୍ଦନଭାଟି ଅଞ୍ଚଳରେ ମାତିଛନ୍ତି ଚୋର ଦଳ । ଦୀର୍ଘ ପଚିଶ ଦିନ ପୂର୍ବରୁ ବଘଲା ଛକ ନିକଟସ୍ଥ ସାହୁ ଅଟୋ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ଟାୟାର୍, ମୋବିଲ୍, ମୋଟର ସାଇକେଲ ଏବଂ ଚାରିଚକିଆ ଯାନରେ ବ୍ୟବହୃତ ସାମଗ୍ରୀ ନେଇ ଫୋରାର୍‌…
Read More...

କରୋନା ଟୀକା ନେବା ପାଇଁ ଲୋକଙ୍କ ଉତ୍ସୁକତା

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଦୁଇଦିନ ହେଲା ୧୮ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ପାଇଁ କରୋନା ଟୀକା ଦେବା ଆରମ୍ଭ ହୋଇଯାଇଛି । ପୂର୍ବଦିନ ସଂଧ୍ୟା ୬ ଟାରୁ ବୁକିଂ କରିବାକୁ ପଡୁଥିବା ବେଳେ ସମସ୍ତଙ୍କ ନେବା ଇଚ୍ଛା ଥିଲେ ମଧ୍ୟ କିଛି ସମୟ ମଧ୍ୟରେ ବୁକିଂ ସଂମ୍ପୂର୍ଣ୍ଣ ହୋଇଯାଉଛି ।…
Read More...

ମା’ ମାହେଶ୍ୱରୀ ସେନା ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନାର ଦ୍ୱିତୀୟ ଲହରି ସମଗ୍ର ଦେଶକୁ ଏକ ପ୍ରକାର କବଳିତ କରି ରଖିଛି । ତେବେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପଡିଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ସଟଡ଼ାଉନ୍‌ ଏବଂ ଲକ୍‌ ଡାଉନ୍‌ ଜାରି ରହିଥିବା ବେଳେ ଏଭଳି ସମୟରେ ଭୀମ ଭୋଇ ମେଡିକାଲ କଲେଜ…
Read More...

ନୂତନ ଅବକାରୀ କାର୍ଯ୍ୟାଳୟ ଓ ଥାନା ଉଦଘାଟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆସିକା ଠାରେ ନୂତନ ଭାବେ ଅବକାରୀ ବିଭାଗର ନିରିକ୍ଷକଙ୍କ କାର୍ଯ୍ୟାଳୟ ଓ ଅବକାରୀ ଥାନା କୋଠାଘର ଉଦଘାଟନ ହୋଇଯାଇଛି । ଏହି ଉଦଘାଟନ ଉତ୍ସବ ପାଳନରେ ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ, ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ, ଗଞ୍ଜାମ ଜୋନ…
Read More...