Yearly Archives

2021

ବଲାଙ୍ଗିର ସଦର ବ୍ଲକର ବିଭିନ୍ନ ଗାଁରେ ପୋଷଣ ମାସ ସଚେତନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ ପ୍ରତାପପୁର, କୁଡ଼ାସିଂହା, ବୁଡ଼ିଘାଟ, କର୍ଲାପିଟା, ଫୁଲଝରନ, ଧଅରାଦାଦର୍, ବନ୍ଧକେଡା, ନାଇକେନପାଲି, ବାଗଭାଡ଼ି, କୁନ୍ଦପାଣି ପ୍ରମୁଖ ଗାଁରେ ଗତ ସେପ୍ଟେମ୍ବର ମାସରୁ ରିଲାଏନ୍ସ ଫାଉଣ୍ଡେସନ ଓ ଓଡ଼ିଶା ଜୀବିକା ମିଶନ ବଲାଙ୍ଗିର
Read More...

କଇରାଝୁଲିରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଜୁନିଅର ରେଡକ୍ରସ ୟୁନିଟତ ଗଠିତ ଉଲୁଣ୍ଡା, (କେପିଏନ୍‌ଏସ୍‌) : ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଇରାଝୁଲି ଉଚ୍ଚ ପ୍ରାଥମିକ ସ୍କୁଲରେ କୋଭିିଡ ଗାଇଡଲାଇନ ଅନୁପାଳନ କରି ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ମହାପୁରୁଷ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ
Read More...

କେରମେଲି ହାଇସ୍କୁଲର ଉନ୍ନତି ପାଇଁ ମନ୍ତ୍ରୀଙ୍କୁ ଦାବୀପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟସରକାର ସ୍କୁଲ, କଲେଜର ଉନ୍ନତି ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଦେଉଥିବା କହିଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ କଡ଼ରେ ଥିବା କେରମେଲି ସ୍କୁଲ ଅବହେଳିତ ଅବସ୍ଥାରେ ରହିଥିବା ବେଳେ ଉକ୍ତ ସ୍କୁଲରେ ବାଡ଼ ନଥିବା
Read More...

ଆଗାମୀ ନିର୍ବାଚନ ପାଇଁ ଝିଙ୍କିଡୁଙ୍ଗୁରି ଠାରେ ବିଜେପିର ପ୍ରସ୍ତୁତି ବୈଠକ

ସଇଁନ୍ତଲା, ( ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ସ୍ଥାନୀୟ ଖେଳ ପଡିଆ ଠାରେ ବିଜେପିର ବରିଷ୍ଠ ନେତା ମହେନ୍ଦ୍ର ଠାକୁରଙ୍କ ନେତୃତ୍ୱରେ ବିଜେପି କର୍ମୀ ମାନଙ୍କୁ ନେଇ ଆଗାମୀ ଦିନରେ ହେବାକୁ ଯାଉ ଥିବା ପଞ୍ଚାୟତ ସ୍ତରୀୟ ନିର୍ବାଚନ ପାଇଁ ଏକ
Read More...

ଅଳିଆ ଅବର୍ଜନାର ସହର ପାଇକମାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସହରର ନୃସିଂହନାଥ ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଥିବା ହେତୁ ପ୍ରାୟ ଭାରତର କୋଣ ଅନୁକୋଣରୁ ତୀର୍ଥଯାତ୍ରୀ ମାନେ ସବୁବେଳେ ଆସିଥାନ୍ତି । ଏହି ଅଞ୍ଚଳରେ ଲୋକ ମାନଙ୍କ ଆସିବା ଯୋଗୁଁ ପ୍ରାୟତଃ ଗହଳି ରହିଥାଏ । ବର୍ତ୍ତମାନ ପାଇକମାଲ ସହରର ପରିବେଶ
Read More...

ହିନ୍ଦୁ ଦେବାଦେବୀକୁ ସୋସିଆଲ ମିଡ଼ିଆରେ ଅଶ୍ଳୀଳ ମନ୍ତବ୍ୟ ପୋଷ୍ଟକୁ ନେଇ ଚାପ ଉତ୍ତେଜନା : ବାଲିଗୁଡାରେ ଦୋକାନ ବଜାର…

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନର ଜୈନକ ମୁସଲମାନ ଯୁବକ ହିନ୍ଦୁ ଦେବାଦବୀଙ୍କୁ ନେଇ ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟ ପୋଷ୍ଟକୁ ନେଇ ଚାପ ଉତ୍ତେଜନା ଦେଖାଯିବା ସହ ଉକ୍ତ ଯୁବକକୁ ତୁରନ୍ତ ଗିରଫ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ
Read More...

ରାମଚଣ୍ଡୀ ମନ୍ଦିରରେ ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ନୃସିଂହନାଥ ନିକଟରେ ଥିବା ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପରିସରରେ ରବିବାର ବୃକ୍ଷ ରୋପଣ ସହ ସଫେଇ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ କୁଲତା ସମାଜ ଯୁବ ସଂଗଠନ ଆନୁକୁଲ୍ୟରେ ଏକ ସଭା କର୍ମୁ ବିଶ୍ୱାଳଙ୍କ ସଭାପତିତ୍ୱରେ
Read More...

ରାସ୍ତା ଅବସ୍ଥା ଅତି ଶୋଚନୀୟ : ପ୍ରଶାସନର ଦୃଷ୍ଟି ପଡୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ପଦ୍ମପୁର ବ୍ଲକ ଖଣ୍ଡସିବାଞ୍ଜିରୁ ବରିକେଲ ରାସ୍ତା ଶୋଚନୀୟ ହୋଇପଡ଼ିଛି । ବାରମ୍ବାର ପ୍ରଶାସନକୁ ରାସ୍ତା ନିର୍ମାଣ ପାଇଁ ଦାବୀ କଲା ପରେ ମଧ୍ୟ କିଛି ସୁଫଳ ମିଳିନଥିବା ଅଭିଯୋଗ ହେଉଛି । ୨୦୧୬ ମସିହାରୁ ଏହି ରାସ୍ତାକୁ ପକ୍କାରାସ୍ତା ତିଆରି
Read More...

ନୂତନ ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ଭୂମିପୂଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଝିଟିକି ପଞ୍ଚାୟତ ଝିଟିକି ଗ୍ରାମ ଜାମୁମୁଡା ପଡାରେ ନୂତନ ଅଙ୍ଗନବାଡ଼ି ଗୃହ ନିର୍ମାଣ ସକାଶେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ପଦ୍ମପୁର ପୂର୍ବତନ ବିଧାୟକ ତଥା କୃଷକ
Read More...

ଇପିଏଫ୍‌ର ‘ପ୍ରୟାସ’ ପେନ୍‌ସନ୍‌ ଯୋଜନାର ଶୁଭାରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସିମେଣ୍ଟ କାରଖାନାଠାରେ ଏମ୍‌ପ୍ଲୋଇ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ୍‌) ରାଉରକେଲା ପକ୍ଷରୁ 'ପ୍ରୟାସ' ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ଜଣେ କିରଖାନା ବା ଇପିଏଫ ପେନ୍‌ସନ୍‌ ପାଇଁ ଯୋଗ୍ୟ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନରେ ହିଁ
Read More...