Yearly Archives

2021

ବୀରଭଦ୍ର ହାଇସ୍କୁଲରେ ସୌନ୍ଦର୍ଯ୍ୟକରଣ ପାଇଁ ବ୍ଲକ ପ୍ରଶାସନ ତତ୍ପର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ସ୍ଥିତ ବୀରଭଦ୍ର ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟକ୍ଳାସ ନିର୍ମାଣ କାର୍ଯ୍ୟଚାଲୁ ରହିଛି । ଯାହାକୁ ନେଇ ଅତିଶୀଘ୍ର ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଓ ବିଦ୍ୟାଳୟ ପରିସର ସୌନ୍ଦର୍ଯ୍ୟକରଣପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା
Read More...

ଖପ୍ରାଖୋଲ ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀ ସହ ଚାଷୀ ସମସ୍ୟା ସମାଧାନ କରିବା ପାଇଁ ୧୫ ଦଫା ସମ୍ବଳିତ ଦାବୀପତ୍ର…

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଏକ ଅନୁନ୍ନତ ଅବହେଳିତ ମରୁଡି ପ୍ରବଣ ବ୍ଳକ ହୋଇଥିବା ବେଳେ ଦାରିଦ୍ର୍ୟ , ଅନାହାର, ଅର୍ଧହାର, ବେରୋଜଗାର, ଦାଦନ ଶ୍ରମିକ, ବଢିବଢି ଚାଳିଛି । ୮୦% ଲୋକେ କୃଷି ଉପରେ ନିର୍ଭର କରନ୍ତି । କ୍ରମାଗତ ଭାବରେ ମରୁଡି, ଫସଲ ହାନୀ
Read More...

ଚୋରି ସୁନା ଅଳଙ୍କାର ଜବତ : ୪ କୋର୍ଟ ଚାଲାଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ତିନି ଜଣ ଚୋରଙ୍କ ସହ ଚୋରି ସୁନା ଅଳଙ୍କାର କିଣି ରଖିଥିବା ଜଣଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଏକ ସୁନା ଶୋରିସିଆ ମାଳି ଜବତ
Read More...

ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେ ଶିକ୍ଷକ ଦିବସ : ପ୍ରଶଂସା କଲେ ପରିବହନ କମିଶନର ଅରୁଣ ବୋଥ୍ରା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ଶିକ୍ଷକ ଦିବସ କୁମାର ସାହୁ ଜଣେ ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇ ଜଣେ ସୁନାଗରିକର କର୍ତ୍ତବ୍ୟ ପାଳନ କରିଛନ୍ତି । ଏହି କାମକୁ ଓଡ଼ିଶା ରାଜ୍ୟ ପରିବହନ
Read More...

ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧି : ବିଜୁ ମହିଳା ଜନତା ଦଳ ତରଫରୁ ପ୍ରତିବାଦ,…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରନ୍ଧନ ଗ୍ୟାସ ଓ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ବିଜୁ ମହିଳା ଜନତା ଦଳ ତରଫରୁ ସାରା ରାଜ୍ୟରେ ପ୍ରତିବାଦ ସଭା ମାନ ଆୟୋଜନ କରାଯାଇଛି । ସେହି କ୍ରମରେ ଆଜି ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜୁ ମହିଳା ଜନତା ଦଳର ଶହ ଶହ
Read More...

କନ୍ଧମାଳ ଜିଲାର ବିଭିନ୍ନ ସମସ୍ୟା ନେଇ ମିଳିତ ନାଗରିକ କମିଟି ବୈଠକରେ ଉଦ୍‌ବେଗ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଜିଲା ପ୍ରଶାସନର ତତ୍ପରତା ପ୍ରକାଶ ପାଉନଥିବା ଦେଖି ମିଳିତ ନାଗରିକ କମିଟି ପକ୍ଷରୁ ହାଟପଦାଠାରେ ଡ. ଅରୁପ ଜେନାଙ୍କ ପୌରୋହିତ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ଗୁଦେରପାଲିରେ ୮ଘଣ୍ଟିଆ ବନ୍ଦ : ଅଖଚକ ସବୁ ଠପ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକର ବିଭିନ୍ନ ସ୍ଥାନରେ ମମିତା ମେହେର ହତ୍ୟା ଓ ତୋରାର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁର ସିବିଆଇ ତଦନ୍ତ ଦାବୀକରି ବନ୍ଦ ପାଳିତ ହୋଇଯାଇଛି । ଗୁଦେରପାଲି ମଣ୍ଡଳର ତାଲପାଲି, ଗୁଦେରପାଲି ଏବଂ
Read More...

ନରସିଂହଙ୍କ ଖଲିଆପାଲି ଗସ୍ତ : ସ୍କୁଲ ଗୃହ ଓ କଲ୍ୟାଣ ମଣ୍ଡପ ହେଲା ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନ ଘ.୧୧.୩୦ମି.ରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ନିର୍ବାଚନ ମଣ୍ଡଳିର ବଲାଙ୍ଗିର ବ୍ଲକ ସ୍ଥିତ ଖଲିଆପାଲି ପଞ୍ଚାୟତର ଜାମସିଂହା ଓ କିରାବାହାଲ ଗସ୍ତ କରି ଲୋକଙ୍କ ଅଭାବ ସଂପର୍କରେ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ
Read More...

ପୁଣି ଚର୍ଚ୍ଚାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ : ଲାଗିଲା ଗୋଟିଏ ରୋଗୀଙ୍କୁ ଅନ୍ୟ ରୋଗୀଙ୍କ ସଲାଇନ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ ଆରମ୍ଭ ହେବା ଦିନ ଠୁ ଚର୍ଚ୍ଚାରେ ରହି ଆସୁଛି । କେତେବେଳେ ନର୍ସମାନଙ୍କର ହରିଲୁଟ୍‌ ଘଟଣା ତ' ଆଉ କେତେବେଳେ ଡାକ୍ତରଙ୍କ ଅଣଦେଖା ସମସ୍ୟା ! ଆଜି ପୁଣି ଚର୍ଚ୍ଚାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ
Read More...

ନଭେମ୍ବର ୧ ବଲାଙ୍ଗିର ଦିନ୍‌ : ଦୁଲ୍‌କୁଛେ ସହର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଏଜ୍‌ ନଭେମ୍ବର୍‌ ୧ ବଲାଙ୍ଗିର ଦିନ୍‌ । ଦୁଲ୍‌କୁଛେ ବଲାଙ୍ଗିର ସହର୍‌ । ସକାଲୁ ମା’ ସମ୍‌ଲେଇ, ମା’ ପାଟ୍‌ନେଶରୀର୍‌ ଠାନେ ବଏଠା ଜଲେଇ ଗୁଟେ ବିରାଟ୍‌ ସାଂସ୍କୃତିକ ଶୋଭାଯାତ୍ରା କୋଶଲ କଳା ମଣ୍ଡଳ ନୁ ବାହାରି ସହର୍‌ ପରିକ୍ରମା କରିଥିଲା । ତାର୍‌ ଉତ୍‌ରୁ
Read More...