ତୋଷାଳୀ ମହୋତ୍ସବର ଲୋଗୋ ଉନ୍ମୋଚନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ତୁଷୁରା ଠାରେ ତୋଷାଳୀ ମହୋତ୍ସବ ପାଳନ ନିମନ୍ତେ ଆଜି ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିରରେ ଲୋଗୋ ଉନ୍ମୋଚିତ ହୋଇଯାଇଛି । ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀ ଏହି ଲୋଗୋକୁ ବିଧିବଦ୍ଧ ଭାବେ ଉନ୍ମୋଚନ କରିଥିଲେ । ପ୍ରକାଶ!-->…
Read More...
Read More...