ପୀତାମ୍ବର ନାଏକ ମେମୋରିଆଲ ‘ଅଷ୍ଟଭୂଜା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ’ରେ କୁରୁଲ ଚମ୍ପିଆନ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କୁରୁଲ ଠାରେ ଦୁଇଦିନଧରି ଚାଲିଥିବା ପ୍ରଥମ ପୀତାମ୍ବରନାଏକ ମେମୋରିଆଲ ଅଷ୍ଟଭୂଜା ଫୁଟବଲଟୁର୍ଣ୍ଣାମେଣ୍ଟ ଆଜି ଶେଷ ହୋଇଛି । ଆଜିର ଫାଇନାଲ ମ୍ୟାଚରେ ଖଲିଆପାଲି ଫୁଟବଲ ଦଳକୁ ୩-୧ପେନାଲ୍ଟିକିକ ଗୋଲରେ ହରାଇ କୁରୁଲ ଦଳ ବିଜୟୀ ହୋଇଛି ।!-->…
Read More...
Read More...