Yearly Archives

2021

ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ ବଲାଙ୍ଗିର ଜିଲ୍ଲାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଆଗଲପୁର ବ୍ଲକ ନଅଗାଁ ଗ୍ରା.ପ.ରୁ ୪, ବଲାଙ୍ଗିର ବ୍ଲକ୍‌ ଭୁତିଆରବାହାଲ ଗ୍ରା.ପ.ରୁ ଜଣେ, ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୪, ୧୮ ଓ ୨୦ରୁ ଜଣେ ଲେଖାଏଁ…
Read More...

ପଥର ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି ହରଭଙ୍ଗା ବ୍ଲକ : ଲଣ୍ଠନ ଦେଖାଇ ଆଇନକୁ ମାଇନର ନାଁରେ ଚାଲିଛି ମେଜର ମିନେରାଲ…

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଏବେ ପଥର ମାଫିଆଙ୍କ ପାଇଁ ଭୂ‌ସ୍ୱର୍ଗ ପାଲଟିବାରେ ଲାଗିଛି । ଶାଗ ମାଛ ମୂଲରେ ମିଳୁଥିବା ପଥର କୁଆଁରୀ ସାଙ୍ଗକୁ ପଥର ଉତ୍ତୋଳନ ଓ ଚାଲାଣ ପାଇଁ ମିଳୁଥିବା କଟକଣା ମୁକ୍ତ ଖୋଲାଛୁଟ ଯୋଗୁଁ ଏଠାରେ ଷ୍ଟୋନ କ୍ରସର ଶିଳ୍ପ ପ୍ରତିଷ୍ଠା…
Read More...

ଅର୍ଥାଭାବ ହେତୁ ଚିକିତ୍ସିତ ହୋଇପାରୁନି ମାନୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଗରିବ ଓ ଅସହାୟ ଲୋକଙ୍କ ପାଇଁ ସାହାଯ୍ୟ କରିବା ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । କିନ୍ତୁ ଅଫିସର ବାବୁ ମାନଙ୍କର ଆନ୍ତରିକତାର ଅଭାବ ହେତୁ ପ୍ରକୃତ ତଥା ଯୋଗ୍ୟ ହିତାଧିକାରୀ ମାନେ ବଞ୍ଚିତ ହେଉଛନ୍ତି । ଏହିପରି ଏକ ଅଭାବନୀୟ ବିଷୟ…
Read More...

କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସିନେମା ହଲକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

ରାୟଗଡ଼ା : ମହାମାରୀ କରୋନାର ଦ୍ଵିତୀୟ ଲହର ରାଜ୍ୟରେ କାୟାମେଲାଉଥିବା ବେଳେ କୋଭିଡ୍ ନିୟମ ପାଳନ ପାଇଁ ବାରମ୍ବାର ପ୍ରଶାସନ ଅନୁରୋଧ କରୁଛି । ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ମୁଖ୍ୟତଃ ବଜାର, ସପିଂ ମଲରେ ଏହାର ଉଲ୍ଲଂଘନ ହେଉଥିବା…
Read More...

ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରାଯିବ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଘୁଞ୍ଚିବ ନାହିଁ । ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା କରାଯିବ । ତେବେ ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ବିଭିନ୍ନ…
Read More...

ଡ଼.ହରେକୃଷ୍ଣ ମହତାବଙ୍କ ଦ୍ୱାରା ରଚିତ “ଓଡିଶା ଇତିହାସ’ ହିନ୍ଦୀ ଅନୁବାଦ ପୁସ୍ତକ ପ୍ରଧାନମନ୍ତ୍ରୀଙ୍କ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି ବୋଲି ଡ଼. ହରେକୃଷ୍ଣ ମହତାବ ଫାଉଣ୍ଡେସନ ଆନୁକୂଲ୍ୟରେ ଡ଼.ହରେକୃଷ୍ଣ ମହତାବଙ୍କ ଦ୍ୱାରା ରଚିତ "ଓଡିଶା ଇତିହାସ' (ଓଡ଼ିଆରୁ ହିନ୍ଦୀ ଅନୁବାଦିତ) ପୁସ୍ତକକୁ ମାନ୍ୟବର…
Read More...

ଅବସରପ୍ରାପ୍ତ ମୁଖ୍ୟ କିରାଣୀ ଅଭୟ ପ୍ରସାଦ ମିଶ୍ର ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତାଲପାଲିପଡ଼ା ନିବାସୀ ଅବସରପ୍ରାପ୍ତ ମୁଖ୍ୟ କିରାଣୀ ଅଭୟ ପ୍ରସାଦ ମିଶ୍ର(୭୫)ଙ୍କ ଆଜି ଦେହାନ୍ତ ହୋଇଯାଇଥିବା ଜଣାପଡ଼ିଛି । ତାଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟରୁ ମୁଖ୍ୟ କିରାଣୀ…
Read More...

ଓଲଟିଲା ଭ୍ୟାନ : ୧୫ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ଭ୍ୟାନ୍‌ ଓଲଟି ୧୫ ଜଣ ଆହତ ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ଝିଅ ବାହାଘର ସମାପ୍ତ ପରେ ସାନଟିକା ଗାଁରୁ କନ୍ୟା ଛାଡି଼ ବେହେରାମାଲ ନିକଟସ୍ଥ କୁଡ଼ାଡେ଼ରା ଗାଁକୁ ପ୍ରାୟ ୨୫ ଜଣ ଯାତ୍ରୀ ଭ୍ୟାନ୍‌ରେ ଫେରୁଥିଲେ । ଫେରିବା ବେଳେ ଲୋଇସିଂହା…
Read More...

ଉମାକାନ୍ତ ସାହୁ ହେଲେ ପୁଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପୂର୍ବତନ ସରପଂଚ ତଥା ଆଇନଜୀବୀ ଉମାକାନ୍ତ ସାହୁଙ୍କୁ ପୁଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ଭାବେ ପୁନଃ ନିଯୁକ୍ତି ଦିଆଯାଇଛି । ତାଙ୍କ ନିଯୁକ୍ତିରେ ପୁଇଁନ୍ତଲା ବ୍ଲକ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ…
Read More...

ରାଜ୍ୟ ସରକାର‌ଙ୍କ କୋଭିଡ୍ ମୁକାବିଲା ପାଇଁ ନୂତନ କଟକଣା ଜାରି

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର କୋଭିଡ୍ ମୁକାବିଲା ପାଇଁ ନୂତନ କଟକଣା ଜାରି କରିଛନ୍ତି। ଅନ୍ୟ ରାଜ୍ୟରୁ ଓଡିଶାକୁ ଆସିଲେ ଆର୍‌ଟି ପିସିଆର୍‌ (୭୨ ଘଣ୍ଟା ମଧ୍ୟରେ ହୋଇଥିବା) ଟେଷ୍ଟ ନେଗେଟିଭ ରିପୋର୍ଟ କିମ୍ବା ୨ୟ ଡୋଜ୍ ଟୀକା ଗ୍ରହଣ ସାର୍ଟିଫିକେଟ ପ୍ରଦାନ କରିବାକୁ ପଡିବ।…
Read More...