Daily Archives

୪ ବର୍ଷର ଶିଶୁ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଇଚ୍ଛାପଡାରୁ ଜଣେ ୪ ବର୍ଷର ଶିଶୁ ଉଦ୍ଧାର ହୋଇଥିବା ଜଣାପଡିଛି । ତେବେ ଏହି ଶିଶୁର ପରିଚୟ ଜଣାପଡୁନଥିବା ବେଳେ ବର୍ତ୍ତମାନ ଶିଶୁଟିକୁ ଟାଉନଥାନାରେ ରଖାଯାଇଛି । ପରିଚୟ ଜାଣିଥିଲେ ଟାଉନଥାନାରେ ଯୋଗାଯୋଗ କରିବାକୁ କୁହାଯାଇଛି ।
Read More...

ସିଲଭର ପ୍ଲେ ବଟନ୍ ପାଇଲା ଏସବିପି ଡିଜେ ୱାର୍ଲ୍ଡ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସିକୁଆଁ ଗାଁର ଉଦୟ ସାହୁଙ୍କ ଏସବିପି ଡିଜେ ୱାର୍ଲ୍ଡ ନାମକ ୟୁଟ୍ୟୁବ ଚ୍ୟାନେଲ ସିଲଭର୍ ପ୍ଲେ ବଟନ୍ ପାଇଥିବା ଜଣାପଡିଛି । ପ୍ରାୟ ବର୍ଷେ ହେଲା ଗୀତଗୁଡ଼ିକର ଇନଷ୍ଟ୍ରୁମେଣ୍ଟାଲ ଦେଇ ୟୁଟ୍ୟୁବରେ ପୋଷ୍ଟ କରି ଆସୁଛନ୍ତି । ସେହି ଚ୍ୟାନେଲରେ
Read More...

ଡେଲାଙ୍ଗରେ ଆନ୍ତର୍ଜାତୀୟ ଥାଇବକ୍ସି କ୍ରୀଡାବିତ୍‌ଙ୍କୁ ଶୁଭେଚ୍ଛା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ସକାଳେ କଣାସ ରୋଡଠାରେ ଆନ୍ତର୍ଜାତୀୟ କ୍ରୀଡାବିତ ସରୋଜିନୀ ସୁନ୍ଦରାୟଙ୍କୁ ଶୁଭେଛା ଜଣାଇଛନ୍ତି ଡେଲାଙ୍ଗ ଅଞ୍ଚଳର ଜନସାଧରଣମାନେ, ପୂର୍ବତନ ପିଟିଏ ସଭାପତି ପରମାନନ୍ଦ ସାହୁ, ପୂର୍ବତନ ସରପଂଚ ସୁବାଷ ଚନ୍ଦ୍ର ବଳବନ୍ତରାୟ, ସମାଜସେବୀ ରମାବଲ୍ଲଭ
Read More...

ବ୍ରହ୍ମପୁର ସହରରେ ମାସ୍କର ଚାହିଦା ଏବେ ବି ରହିଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣାଞ୍ଚଳ ମୁଖ୍ୟ ମହକୁମା ତଥା ଦକ୍ଷିଣ ଓଡ଼ିଶାର ମୁଖ୍ୟ ସାଂସ୍କୃତିକ ଓ ବାଣିଜ୍ୟ କେନ୍ଦ୍ର ବ୍ରହ୍ମପୁର ସହରରେ ବିଭିନ୍ନ ସମୟରେ ବିଭିନ୍ନ ବର୍ଗର ଜିନିଷପତ୍ର ତିଆରି ହୋଇ ଆମଦାନୀ ଓ ରପ୍ତାନୀରେ ବହୁ ପ୍ରମୁଖ ସ୍ଥାନ ଅଧିକାର କରିଆସିଥିବା ବେଳେ
Read More...

ଗତ ୨୪ ଘଂଟାରେ ୨୫୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୫୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୫୪ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧୪୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୨ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଯୋଗୀଙ୍କ ମନ୍ତ୍ରୀ ଶ୍ରୀକୃଷ୍ଣ ମନ୍ଦିର ବିଷୟରେ କହିଛନ୍ତି – ଯଦି ମଥୁରାରେ ମନ୍ଦିର ନିର୍ମାଣ ନହୁଏ, ତେବେ…

ଲକ୍ଷ୍‌ନୌ : ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଚୌଧୁରୀ ଲକ୍ଷ୍ମୀ ନାରାୟଣ ତାଙ୍କ ବକ୍ତବ୍ୟ ହେତୁ ପୁଣି ଥରେ ଖବରରେ ଅଛନ୍ତି । ଲକ୍ଷ୍ମୀ ନାରାୟଣ ପ୍ରଶ୍ନ କରିଛନ୍ତି ଯେ, ଯଦି ଭଗବାନ କୃଷ୍ଣଙ୍କ ମନ୍ଦିର ମଥୁରାରେ ହେବନାହିଁ, ତେବେ ଏହା କ'ଣ ପାକିସ୍ତାନର ଲାହୋରରେ ନିର୍ମିତ ହେବ ? ରାଜ୍ୟର
Read More...

ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ : ନନ୍ଦ ସାର୍‌ଙ୍କ ବିୟୋଗ ସମଗ୍ର ଦେଶର ଶିକ୍ଷା…

ଭୁବନେଶ୍ୱର, (ପିଆଇବି) : ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ତଥା ନନ୍ଦ ସାର୍‌ଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଶୋକବାର୍ତାରେ କହିଛନ୍ତି, ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ତଥା ନନ୍ଦ
Read More...

ଭୂପୃଷ୍ଠରୁ ଆକାଶ ମାର୍ଗକୁ ଲକ୍ଷ୍ୟ ଭେଦ କରୁଥିବା ସ୍ବଳ୍ପ ଦୂରତ୍ୱ ବିଶିଷ୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ୱର, (ପିଆଇବି) : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ଦ୍ବାରା ଓଡ଼ିଶା ଉପକୂଳରେ ଥିବା ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ, ଚାନ୍ଦିପୁର ଠାରେ ଭର୍ଟିକାଲ୍ ଲଞ୍ଚରୁ ସ୍ବଳ୍ପ ଦୂରତାରେ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କରୁଥିବା କ୍ଷେପଣାସ୍ତ୍ରର ସଫଳତାପୂର୍ବକ ପରୀକ୍ଷଣ
Read More...

ଡେଲାଙ୍ଗରେ ଶିଶୁ ଅଧିକାର ସୁରକ୍ଷା ଅଭିଯାନ ରଥକୁ ସ୍ୱାଗତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିଶୁମାନଙ୍କୁ ସମାଜରେ ସୁପ୍ରତିଷ୍ଠିତ କରିବା ଲକ୍ଷ୍ୟ ନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ୪୦ ଦିନିଆ ଶିଶୁ ଅଧିକାର ସୁରକ୍ଷା ଜନସଚେତନତା ଅଭିଯାନ ରଥକୁ ମଙ୍ଗଳବାର ଡେଲାଙ୍ଗ ବ୍ଲକ କାର୍ଯ୍ୟଳୟ ପରିସରରେ ସ୍ୱାଗତ କରାଯାଇଛି ।
Read More...

ଉତ୍ତରପ୍ରଦେଶ, ଗୋରଖପୁରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କେତେକ ବିକାଶମୂଳକ ପ୍ରକଳ୍ପ ଲୋକାର୍ପିତ

• ଏମ୍ସ, ସାରକାରଖାନା ଓ ଆଇସିଏମ୍‌ଆର କେନ୍ଦ୍ର ଉଦ୍‌ଘାଟିତ• ଦ୍ୱୈତ ଇଞ୍ଜିନ ସରକାର ବିକାଶମୂଳକ କାର୍ୟ୍ୟର ଗତିକୁ ଦ୍ୱିଗୁଣିତ କରେ-ପ୍ରଧାନମନ୍ତ୍ରୀ• “ଯେଉଁ ସରକାର ବଞ୍ଚିତ ଓ ଶୋଷିତଙ୍କ କଥା ଚିନ୍ତା କରେ ଓ କଠିନ ପରିଶ୍ରମ କରେ ସେ ତାର ସୁଫଳ ପାଇବ”• “ଆଜିର ଘଟଣା ହେଉଛି ନବଭାରତ ସଂକଳ୍ପର
Read More...